Category: ରାଜ୍ୟ ଖବର

ଅଷ୍ଟ ପ୍ରହରୀ ଭୋଜି ଖାଇ ୧୦୦ରୁ ଅଧିକ ଅସୁସ୍ଥ

କଟକ : ଅଷ୍ଟ ପ୍ରହରୀ ଭୋଜି ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। କଟକ ଜିଲ୍ଲା ସାଲେପୁର ବ୍ଲକରେ ଏହି ଘଟଣା ଘଟିଛି। ଦୁଇଟି ଡାକ୍ତର ଟିମ୍ ଗାଁରେ ପହଞ୍ଚି ଲୋକମାନଙ୍କ ଚିକିତ୍ସା କରୁଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ବୃଦ୍ଧବୃଦ୍ଧା ଓ…

ଆଣ୍ଟିବାଇଓଟିକ୍ ଇଂଜେକ୍ସନ ନେବାର ୫ ମିନିଟ୍ ଭିତରେ ଚାଲିଗଲା ରୋଗୀର ଜୀବନ

ଖୋର୍ଦ୍ଧା : ହାତରେ ଗୋଟିଏ ବଥ ହୋଇଥିଲା। ଡାକ୍ତରଖାନା ଆସିବାରୁ ଡାକ୍ତରଙ୍କ ପରାମର୍ଶ ମୁତାବକ କର୍ମଚାରୀମାନେ ବଥକୁ ସଫା କରି ବ୍ୟାଣ୍ଡେଜ୍ କରିଦେଲେ। ଡାକ୍ତର ଲେଖିଥିବା ପେସ୍କ୍ରିପସନ ଅନୁଯାୟୀ ନର୍ସ ଆଣ୍ଟିବାଇଓଟିକ୍ ଇଞ୍ଜେକସନ୍(Cefatria xonu) ଦେଇଦେଲେ। ଏହି ଇଞ୍ଜେକସନ ନେବାର ମାତ୍ର…

ଅନୁବାଦ ସାହିତ୍ୟ ପରିଷଦ ଟ୍ରଷ୍ଟ ପକ୍ଷରୁ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର: ଅନୁବାଦ ସାହିତ୍ୟର ବିକାଶ କ୍ଷେତ୍ରରେ କାର୍ଯ୍ୟରତ ‘ଅନୁବାଦ ସାହିତ୍ୟ ପରିଷଦ ଟ୍ରଷ୍ଟ’ ପକ୍ଷରୁ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ଭୁବନେଶ୍ବର ଗୀତଗୋବିନ୍ଦ ସଦନ ପ୍ରେକ୍ଷାଳୟରେ ଆରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ,…

କୋରାପୁଟ-ରାୟଗଡା ଲାଇନ ବୁଲି ଦେଖିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ରାୟଗଡ଼ା: ପୂର୍ବତନ ରେଳପଥ ୱାଲଟିୟର ଡିଭିଜନର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି କାରାପୁଟ-ରାୟଗଡା ଲାଇନର ତଦାରଖ କରିଛନ୍ତି। ଏଥିସହ ରେଳ ବିଭାଗର ନୂତନ କାର୍ଯ୍ୟ, ନୂତନ କୋଠାଗୃହ ସହ ରେଳଷ୍ଟେସନର ଉନ୍ନତୀକରଣ ନେଇ ଆଲୋଚନା କରିଥିଲେ। କୋରାପୁଟ ଠାରୁ ରାୟଗଡା ମଧ୍ୟରେ…

୩୦ ମିନିଟ୍‌ରେ ୩୭୬୨ଥର ବଜ୍ରପାତ

କୋରାପୁଟ : ପ୍ରକୃତିର ବିକଟାଳ ରୂପ ଆଜି ଦେଖିଛି କୋରାପୁଟ ଜିଲ୍ଲା। ମାତ୍ର ଅଧଘଣ୍ଟା ମଧ୍ୟରେ ୩୭୭୨ଥର ବଜ୍ରପାତ ଘାତକ ପରିସ୍ଥିତି ସୃଷ୍ଟି କରିଛି। ଅଧିକାଂଶ ସ୍ଥାନରେ ପବନ ସହ ବର୍ଷା ହୋଇଥିବାରୁ ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇଛି। ତେଣୁ କ୍ଷୟକ୍ଷତିର…

୧୦ ବର୍ଷରେ ଆଧାରକାର୍ଡ ଅପ୍‌ଡେଟ୍‌ ଜରୁରି

ପୁରୀ : ଆଧାର କାର୍ଡ ଅପଡେଟ୍‌ କରିବା ଜରୁରୀ। ପ୍ରତ୍ୟେକ ୧୦ ବର୍ଷ ଅନ୍ତରରେ ଆଧାରକାର୍ଡ ଅପଡେଟ କରିବା ନେଇ ନିୟମ ରଖାଯାଇଛି। ପୁରୀରେ ଏନଇ ବ୍ୟାପକ ସଚେତନତା ମାଧ୍ୟମରେ ଏହାକୁ ସଫଳ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ…

ଝାରସୁଗୁଡ଼ା ଉପନିର୍ବାଚନ: ୧୨ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡି। ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି…

କାର୍ଯ୍ୟରେ ଯୋଗଦେଲେ ଝାରସୁଗୁଡ଼ାର ନୂଆ ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେ

ଝାରସୁଗୁଡ଼ା : ବଦଳି ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଝାରସୁଗୁଡ଼ାର ନବ ନିଯୁକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେ।ସୋନପୁରର ଜିଲ୍ଲାପାଳ ଥିବା ନରୱାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା।…

ଆଜି ଗୁଡ୍‌ ଫ୍ରାଇଡେ: ଶାନ୍ତି ପାଇଁ ପ୍ରାର୍ଥନା କରିବାର ବାଲୁକା କଳାକୃତି ତିଆରି କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆଜି ପବିତ୍ର ଗୁଡ୍‌ ଫ୍ରାଇଡେ। ଖ୍ରୀଷ୍ଟ ଧର୍ମଲମ୍ବୀ ମାନଙ୍କ ପାଇଁ ଆଜି ଏକ ବିଶେଷ ଦିନ। ଆଜିର ଦିନରେ ପ୍ରଭୂ ଯୀଶୁ ଖ୍ରୀଷ୍ଠଙ୍କୁ କୃଷୁ ବିଧ କରଯାଇଥିଲା। ଗୁଡ଼ ଫ୍ରାଇଡେ ହେଉଛି ସେହି ଦିନ, ଯେଉଁଦିନ ପ୍ରଭୁ ଜୀଶୁଙ୍କୁ…

ବେକରେ ରସି ଲଗାଇ ଝୁଲିପଡିଲେ ପୋଲିସ୍ କନେଷ୍ଟବଳ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାର ଏମଭି -୪୨ ଗାଁ ରେ ଜଣେ ପୋଲିସ୍ କନେଷ୍ଟବଳ ଆତ୍ମହତ୍ୟା କରିଛନ୍ତି। ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ସୁଶାନ୍ତ ହାଲଦାର୍ ସେ ପୋଲିସ ROରେ କାର୍ଯ୍ୟରତ ଥିଲେ।…