Category: ରାଜ୍ୟ ଖବର

ବିଜେଡି ନେତାଙ୍କ ସମ୍ପୃକ୍ତି ନଥିଲେ, ଏତେ ବର୍ଷ ଧରି କେମିତି ନକଲି ସାର୍ଟିଫିକେଟ କାରବାର ଚାଲିଲା: ମନମୋହନ ସାମଲ

ଭୁବନେଶ୍ବର: ନକଲି ସାର୍ଟିଫିକେଟ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଶ୍ରୀ ସାମଲ କହିଛନ୍ତି, ନକଲି ସାର୍ଟିଫିକେଟ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ। ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଏଠି କିଛି ଲୋକ ପିଲାଙ୍କ…

ଓଡ଼ିଶାରେ ଏବେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତକାଲି ରାଜ୍ୟରେ ୧୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସକ୍ରିୟ ରୋଗୀ ସଂଖ୍ୟା ୭୩୧ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୧୮…

ଠିକ୍‌ ଠିକଣାରେ ପହଞ୍ଚିଲା ଭୁଲ ମୃତଦେହ, ସତ୍କାର ପରେ ଜଣା ପଡ଼ିଲା ସତ

କଟକ : ଅଜାଣତରେ ଅଦଳବଦଳ ହୋଇଗଲା ମୃତଦେହ । ଠିକ୍‌ ଠିକଣାରେ ପହଞ୍ଚିଲା ଭୁଲ ମୃତଦେହ । ପରିବାର ଲୋକେ ବି ଟେର ପାଇପାରିଲେନି। ଯାହାକୁ ନିଜ ଭାବି କାନ୍ଦ ବୋବାଳି କରି ସତ୍କାର କଲେ, ସେ ପ୍ରକୃତରେ ନିଜର ନ…

ଜମି ମାପଚୁପ ବେଳେ ମହାଭାରତ; ୨ ପୁଲିସ୍‌ ଅଧିକାରୀଙ୍କୁ କାମୁଡ଼ି ପକାଇଲେ ମହିଳା

କଟକ : ଜମି ମାପଚୁପ ବେଳେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌ ଓ ସ୍ଥାନୀୟ ଲୋକେ। ଏକ ଜମିକୁ ଜବରଦଖଲମୁକ୍ତ କରିବାକୁ ଯାଇଥିବା ପୁଲିସ୍‌କୁ ଲୋକଙ୍କ ତୀବ୍ର ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ବେଳେ ଉତ୍ତ୍ୟକ୍ତ ମହିଳା ୨…

ଅସମ୍ଭାଳ ତାତି; ୩ ଦିନ ପାଇଁ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତତଲା କଡେଇରେ ସିଝୁଛନ୍ତି ରାଜ୍ୟବାସୀ। ଯେପରି ଆକାଶରୁ ନିଆଁ ବର୍ଷୁଛି। ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏହାକୁ ଦୃଷ୍ଟିକୁ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ଓଡ଼ିଶାରେ ପ୍ରତିଷ୍ଠା ହେବ ଦେଶର ବୃହତ୍ତମ ଇସ୍ପାତ କାରଖାନା: ଶିଳ୍ପ ମନ୍ତ୍ରୀ

ଭୁବନେଶ୍ବର: ଜାପାନ ଗସ୍ତରୁ ରାଜ୍ୟକୁ ବଡ଼ ସଫଳତା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ଓଡ଼ିଶାରେ ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନିପନ ଷ୍ଟିଲ ବୁଲି ଦେଖିଛନ୍ତି।…

ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ନେଇ ନିଷ୍ପତ୍ତି ନେବେ ସରକାର: ପରିବାର କଲ୍ୟାଣ ନିର୍ଦେଶକ

ଭୁବନେଶ୍ବର: କୋଭିଡ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରକୁ ଚିଠି ଲେଖିଥିବା ଜଣାଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଏଥିଲାଗି ୫୦ହଜାର ଟୀକା ପାଇଁ…

ମାତ୍ରାଧିକ ଲୁଣ ଖାଉଥିଲେ ସାବଧାନ: ବଢ଼ୁଛି ଉଚ୍ଚ ରକ୍ତଚାପ, ହୃଦ୍‌ଘାତ

ଭୁବନେଶ୍ବର: ମାତ୍ରାଧିକ ଲୁଣ ଖାଉଥିଲେ ସାବଧାନ। ଏଥିଯୋଗୁଁ ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ଏବଂ ମସ୍ତିଷ୍କାଘାତ ଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସୁପାରିସ ଅନୁସାରେ, ଦୈନିକ ଜଣେ ପ୍ରାପ୍ତ ବୟସ୍କ ୫ ଗ୍ରାମ ଲୁଣ ଖାଇବା ଉଚିତ।…

ନକଲି ସାର୍ଟିଫିକେଟ ଦେଇ ସରକାରୀ ଶିକ୍ଷକ ଚାକିରି, ୩୦୦ ଅଭିଯୋଗରୁ ଅନେକ ସତ

ଭୁବନେଶ୍ବର : କେଉଁମାନେ ନକଲି ସାର୍ଟିଫିକେଟ ଦେଇ ସରକାରୀ ସ୍କୁଲମାନଙ୍କରେ ଶିକ୍ଷକ ଚାକିରି କରିଛନ୍ତି, ସେ ସଂପର୍କରେ ଆସନ୍ତା ଦୁଇ ଦିନ ଭିତରେ ରିପୋର୍ଟ ଦେବେ ବିିଇଓ ଓ ଡିଇଓ। ଖାଲି ଏତିକି ନୁହେଁ, ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି…

ଏସ୍‌ସିବିରେ ପ୍ରଥମ: ଏକ୍‌ମୋ ସପୋର୍ଟରେ ଶ୍ୱାସନଳୀ ଟ୍ୟୁମର୍‌ର ସଫଳ ଅସ୍ତ୍ରୋପଚାର

କଟକ : କଟକ ବଡ଼ ଡାକ୍ତରଖାନାରେ ପ୍ରଥମଥର ପାଇଁ ଏକ୍‌ମୋ ସପୋର୍ଟରେ ଏକ ଜଟିଳ ଅସ୍ତ୍ରୋପଚାର କରାଯାଇଛି। ସିଟିଭିଏସ୍ ବିଭାଗର ଡାକ୍ତରମାନେ ଅସ୍ତ୍ରୋପଚାର ଦ୍ବାରା ସଫଳତାର ସହ ଶ୍ୱାସନଳୀରେ ହୋଇଥିବା ଟ୍ୟୁମର୍‌ କାଢ଼ିବାରେ ସକ୍ଷମ ହୋଇଛନ୍ତି। ଏକ୍‌ମୋ ମେସିନ୍‌ ସହାୟତାରେ ଏଭଳି…