Category: ରାଜ୍ୟ ଖବର

ଓଡ଼ିଶା ଗସ୍ତରେ ଆସିବେ ମମତା, ନବୀନଙ୍କୁ ଭେଟିପାରନ୍ତି

ଭୁବନେଶ୍ବର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ମମତା ମାର୍ଚ୍ଚ ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ସେହି ଦିନ ରାତିରେ…

ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ମିଳିବ ଆଡଭାନ୍ସ

ଭୁବେନଶ୍ବର : ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ମିଳିବ ଆଡଭାନ୍ସ। ଇଲେକ୍ଟ୍ରି କାର ବା ଦୁଇ ଚକିଆ କିଣିବାକୁ ସରକାର ଦେବେ ଆଡଭାନ୍ସ। ଗ୍ରୁପ୍‌ ଏ’ ବା ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍‌ କିଣିବାକୁ ଆଡଭାନ୍ସ ମିଳିବ। କାର ଦାମର…

ଡ୍ରାଇଭର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଡ୍ରାଇଭର ଆନ୍ଦୋଳନ ସ୍ଥଗିତ। ଏନେଇ ଆଜି ଅପରାହ୍ନରେ ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି। ସେ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବ ୩ ମାସ ସମୟ ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଆଜି ସମାନ…

ରହସ୍ୟରେ ମହିଳା ଆଇପିଏସ୍‌ଙ୍କ ଅଜ୍ଞାତବାସ; ୬ବର୍ଷ ହେଲା ପତ୍ତା ମିଳୁନି

ଭୁବନେଶ୍ବର : ରାଜ୍ୟର ମହିଳା ଆଇପିଏସ୍‌ ଅଧିକାରୀ ଏନ.ବି ଭାରତୀଙ୍କ ପତ୍ତା ମିଳୁନି। ୨୦୧୭ ମସିହାରୁ ଏପର୍ଯ୍ୟନ୍ତ ସେ ଅଜ୍ଞାତବାସରେ ଅଛନ୍ତି। ତାଙ୍କ ବିଷୟରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ତିନି ତିନିଟି ଠିକଣାରେ ତିନୋଟି ଚିଠି…

ରାଜ୍ୟରେ ପେଟ୍ରୋଲ ବିତରଣ ସ୍ବାଭାବିକ ହେବାକୁ ୨ରୁ ୩ ଦିନ ଲାଗିବ: ସଞ୍ଜୟ ଲାଠ

ଭୁବନେଶ୍ୱର: ରାଜଧାନୀରେ ଗୋଟିଏ ଦିନରେ ରେକର୍ଡ ପରିମାଣର ପେଟ୍ରୋଲ ବିକ୍ରି ହୋଇଥିବା ଜଣାଯାଇଛି। ସାଧାରଣ ଦିନ ଅପେକ୍ଷା ଭୁବନେଶ୍ବରରେ ଅଢେଇ ଗୁଣା ଅଧିକ ବିକ୍ରି ହେଇଛି ପେଟ୍ରୋଲ। ଏନେଇ ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା…

ବିହାରରୁ ଝାଡ଼ଖଣ୍ଡ ଆସିଥିବା ୪୩ ଲକ୍ଷର ଆର୍ମି କସମେଟିକ ରାଉରକେଲାରେ ଜବତ; ଦୁଇ ମହିଳା ସମେତ ୫ ଗିରଫ

ରାଉରକେଲା: ବିହାରରୁ ଝାଡ଼ଖଣ୍ଡ ପାଇଁ ଆସିଥିବା ଆର୍ମି କସମେଟିକ ସାମଗ୍ରୀ ରାଉରକେଲାରେ ଜବତ ହୋଇଛି। ରଘୁନାଥପଲ୍ଲୀ ଥାନା ପୁଲିସ ଏହି ଘଟଣାରେ ୨ ଜଣ ମହିଳାଙ୍କ ସମେତ ମୋଟ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଧୀରଜ କୁମାର,…

ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇ ବାହାରିଲେ ଜୟନାରାୟଣ ମିଶ୍ର, ଦେଲେନି ପ୍ରତିକ୍ରିୟା

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ଦିଲେଶ୍ୱର ସାହୁ ହତ୍ୟାକାଣ୍ଡ ଘଟଣା ସହିତ ଅନ୍ୟ ୨ଟି ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୁକ୍ରବାର ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। ଶ୍ରୀ ମିଶ୍ର ଭୁବନେଶ୍ୱର ସ୍ବତନ୍ତ୍ର ତୃତୀୟ ଏଡିଜେ କୋର୍ଟରେ…

ରାଜ୍ୟବ୍ୟାପି ପେଟ୍ରୋଲ ପମ୍ପରେ ଫେରୁଛି ସ୍ବାଭାବିକ ପରିସ୍ଥିତି

ଭୁବନେଶ୍ବର: ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ କାରଣରୁ ରାଜ୍ୟବ୍ୟାପି ପ୍ରଭାବିତ ପେଟ୍ରୋଲ ପମ୍ପଗୁଡ଼ିକରେ ଶୁକ୍ରବାର ସନ୍ଧ୍ୟାଠାରୁ ସ୍ବାଭାବିକ ପରିସ୍ଥିତି ଫେରୁଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ତେଲ ଫିଲିଙ୍ଗ ନେଇ ସ୍ଥିତି ସ୍ୱାଭାବିକ ହୋଇଯାଇଛି। ଉତ୍କଳ ପେଟ୍ରୋଲିୟ ଡିଲର ଆସୋସେସନ ସାଧାରଣ ସଂପାଦକ…

ରାଜମହଲ ଏବଂ କଳ୍ପନା ଛକରେ ରାସ୍ତା ଅବରୋଧ କଲେ ଉଠା ଦୋକାନୀ

ଭୁବନେଶ୍ବର: ରାଜଧାନୀରେ ଉଠା ଦୋକାନୀମାନେ ରାଜମହଲ ଏବଂ କଳ୍ପନା ଛକରେ ରାସ୍ତା ଅବରୋଧ କରାଯାଇଛି। ମଝି ରାସ୍ତାରେ ବସି ରହିଛନ୍ତି ଉଠାଦୋକାନୀ। ବିଏମସି ବେଆଇନ ଭାବରେ ଦୋକାନ ଭାଙ୍ଗୁଥିବା ଅଭିଯୋଗ କରି ଦୋକାନୀମାନେ ଏଭଳି ପ୍ରତିବାଦ କରୁଛନ୍ତି। ବଡ଼ ବଡ଼ ଦୋକାନୀଙ୍କ…

କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ବି ବହୁ ଅବସରପ୍ରାପ୍ତ ଅଧିକାରୀ କାମ କରୁଛନ୍ତି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରମାନଙ୍କ ଅବସର ବିନୋଦନ କେନ୍ଦ୍ର ବୋଲି ବିରୋଧୀ ଦଳ ନେତା କହିବା ପରେ ଏହାର କ ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ବି ବହୁତ ଅବସରପ୍ରାପ୍ତ…