Category: ରାଜ୍ୟ ଖବର

ଆସନ୍ତା ୨ ଦିନ ରାଜ୍ୟରେ ବହୁ ଜିଲ୍ଲାରେ ପ୍ରବଳ ବଜ୍ରପାତ ସାଙ୍ଗକୁ ଝଡ଼ବର୍ଷା ହେବ

ଭୁବନେଶ୍ବର : ଆସନ୍ତା ୨ ଦିନ ରାଜ୍ୟରେ ବହୁ ଜିଲ୍ଲାରେ ପ୍ରବଳ ବଜ୍ରପାତ ସାଙ୍ଗକୁ ଝଡ଼ବର୍ଷା ହେବ। ଏନେଇ ଆଜି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ବଜ୍ରପାତ ସହ ବର୍ଷା ସମୟରେ ୪୦ରୁ ୫୦ କିମି ପବନ ବହିବା…

ଓବିସି ବର୍ଗଙ୍କୁ ମିଳୁନି ନ୍ୟାୟ, ବିଜେପି କରିବ ଘର ଘର ଚାଲ ଅଭିଯାନ

ଭୁବନେଶ୍ବର : ଓଡ଼ିଶାରେ ଓବିସି ବର୍ଗଙ୍କୁ ମିଳୁନି ଉଚିତ୍ ଅଧିକାର। ଏ ପର୍ଯ୍ୟନ୍ତ ଓବିସି ବର୍ଗଙ୍କ ସଠିକ୍ ଗଣନା କରାଗଲାନି। ସମସ୍ତ ପଛୁଆ ଜାତିଙ୍କୁ ଚିହ୍ନଟ କରି କେନ୍ଦ୍ରିୟ ସୂଚିରେ ସାମିଲ କରାଯାଉନି। ସେମାନଙ୍କୁ ଶିକ୍ଷା, ନିଯୁକ୍ତି, ନିର୍ବାଚନ କ୍ଷେତ୍ରରେ ଉପଯୁକ୍ତ…

ସ୍ବାସ୍ଥ୍ୟାନୁଷ୍ଠାନରେ ଡାଏଗ୍ନୋଷ୍ଟିକ୍‌ ପରୀକ୍ଷା ସଂଖ୍ୟା ବଢ଼ିଲା, ମେଡିକାଲ କଲେଜରେ ଜାରି ରହିବ ୨୨୧ ପ୍ରକାରର ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ଡାଏଗ୍ନୋଷ୍ଟିକ୍ ପରୀକ୍ଷାକୁ ସଂପ୍ରସାରଣ କରାଯାଇଛି। ‘ନିଦାନ’ ଅଧୀନରେ ବିଭିନ୍ନ ସ୍ବାସ୍ଥ୍ୟାନୁଷ୍ଠାନରେ ଡାଏଗ୍ନୋଷ୍ଟିକ୍ ପରୀକ୍ଷା ସଂଖ୍ୟାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ତେବେ ମେଡିକାଲ କଲେଜଗୁଡ଼ିକରେ ୨୨୧ ପ୍ରକାରର ପରୀକ୍ଷା ପୂର୍ବଭଳି ଜାରି ରହିବ।…

ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ

ଭୁବନେଶ୍ୱର: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ହୋଇଯାଇଛି। ଆଜି ଭୋର ସମୟରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ସେ ଯକୃତ ରୋଗରେ ପୀଡ଼ିତ ଥିଲେ। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ରବିବାର ଭୋର ସମୟରେ ତାଙ୍କର ପରଲୋକ ଘଟିଛି।…

ଲୋକପ୍ରିୟ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କ ପରଲୋକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କର ପରଲୋକ ହୋଇଯାଇଛି। ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ବାରିପଦାର ଏକ ଘ‌ରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ…

ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ: ଥାନାରେ ଅଭିଯୋଗ କଲେ ପରିବାର

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣା ସଂପର୍କରେ ଏବେ ନୂଆ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲାଣି। ତାଙ୍କ ଆତ୍ମହତ୍ୟା ପଛରେ ଆଜେକ୍ସଙ୍କ ପ୍ରେମିକା ଏବଂ ଜଣେ ସହପାଠୀଙ୍କର ହାତ ଥିବା କୁହାଯାଉଛି। ଏହି…

ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି: ଅପରାହ୍ନ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ୨୦ ତାରିଖ ସୋମବାର ଚୈତ୍ର-କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଏହି କାରଣରୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ…

୨୦ ଯାଏ କୋହଲା ରହିବ ପାଗ, ୧୮ରେ କୁଆପଥର ବର୍ଷା

ଭୁବନେଶ୍ବର : ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ କେତେକ ଅଞ୍ଚଳରେ ମେଘୁଆ ପାଗ ଦେଖାଦେଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏପରି ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ୧୮ ତାରିଖରେ ଅଧିକ ସ୍ଥାନରେ ବର୍ଷା ହୋଇପାରେ। ସେହିଦିନ…

ସ୍ୱାଭାବିକ ହେଲା ବସ୍‌ ଚଳାଚଳ, ଯାତ୍ରୀ ଆଶ୍ୱସ୍ତ

ଭୁବନେଶ୍ବର : ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପରେ ଦୁଇ ଦିନ ପରେ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି। ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିଛି। ଆଜି ସକାଳେ ରାଜ୍ୟ ଘରୋଇ ବସ୍‌ ମାଲିକ…

ରାୟଗଡ଼ା ହାଜତ ମୃତ୍ୟୁ ମାମଲା: ୧୦ ଲକ୍ଷ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ରାୟଗଡ଼ା ଗେରେଙ୍ଗାଗୁଡ଼ା ଗ୍ରାମର ପୀଡେରା କଡ଼ାଇସିକା ହାଜତ ମୃତ୍ୟୁ ମାମଲାରେ ସିଆରପିଏଫ୍‌ ଓ ପୁଲିସ ବିଭାଗକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ପାଖରେ ଏହି ଟଙ୍କା ଡିପୋଜିଟି କରିବାକୁ…