Category: ରାଜ୍ୟ ଖବର

ଯୁକ୍ତ ଦୁଇ ସାହିତ୍ୟ ପରୀକ୍ଷାର ୧୨ ଖାତା ଗାଏବ, ଚିଠି ପରେ ତନାଘନା

ବାରିପଦା : ଯୁକ୍ତ ଦୁଇ ସାହିତ୍ୟ ପରୀକ୍ଷାର ୧୨ଟି ଉତ୍ତର ଖାତା ଗାଏବ ହୋଇଯାଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଛତ୍ରପୁର ସରକାରୀ ବିଜ୍ଞାନ କଲେଜରୁ ଚିଠି ଆସିବା ପରେ ଶ୍ରୀମା କଲେଜ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ତେବେ…

ରାଗିଂର ଶିକାର ହୋଇ ଜୀବନ ହାରିଲେ ଇଂଜିନିୟରିଂ ଛାତ୍ରୀ !

ଯାଜପୁର : ଯାଜପୁର ସରକାରୀ ପଲିଟେକନିକର ବିରଜା ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀଙ୍କ ନାଁ ରୋଜାଲିନ ପାତ୍ର। ସେ ଇଲେକ୍ଟ୍ରିକାଲ ବିଭାଗର ତୃତୀୟ ବର୍ଷର ଛାତ୍ରୀ ଥିଲେ। ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ…

କନ୍ଧମାଳରେ ରେକର୍ଡ଼ ପଣସ ଉତ୍ପାଦନ, ଅଭାବୀ ବିକ୍ରି ଯୋଗୁଁ ଆଦିବାସୀ କ୍ଷତିରେ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଚଳିତବର୍ଷ ରେକର୍ଡ ପରିମାଣର ପଣସ ଉତ୍ପାଦନ ହେବାକୁ ଯାଉଛି। ଏତେ ମାତ୍ରାରେ ପଣସ ଉତ୍ପାଦନ ହେଉଛି ଯେ, ବର୍ତ୍ତମାନ ଗଦାଗଦା କଞ୍ଚା ପଣସ ବାହାରକୁ ଚାଲାଣ ହେଉଛି। ଏମିତିରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ହାଟ ବଜାରରେ…

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌ ଆଗତ: ଆପାର୍ଟମେଣ୍ଟ କିଣା ବିକା ପାଇଁ ବାଟ ଫିଟୁଛି

ଭୁବନେଶ୍ବର : ଦୀର୍ଘ ମାସ ହେଲା ଆପାର୍ଟମେଣ୍ଟଗୁଡ଼ିକର କିଣାବିକା ହୋଇପାରୁ ନଥିବାରୁ ଘର ଆଶାୟୀ ହତାଶ ହୋଇଗଲେଣି। ଏପରିକି ଯେତିକି ଆପାର୍ଟମେଣ୍ଟରେ କିଣାବିକା ହୋଇଛି ସେଠାରେ ଆପାର୍ଟମେଣ୍ଟ ମାଲିକମାନେ କ୍ରେତାଙ୍କୁ ବିଭିନ୍ନ ପ୍ରକାରର ହଇରାଣ କରୁଥିବା ଅଭିଯୋଗ ହେଉଛି। ତେଣୁ ଏହାର…

ଶୂନ୍ୟକାଳରେ ବଲାଙ୍ଗୀର ନକଲି ସାର୍ଟିଫିକେଟ ରାକେଟ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ସାଲୁଜା

ଭୁବନେଶ୍ବର: ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ବଲାଙ୍ଗୀର ଜାଲ ସାର୍ଟିଫିକେଟ ରାକେଟ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ। ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ରାକେଟ ଚାଲିଛି। ଏହି ମାମଲାରେ ମନୋଜ ମିଶ୍ର…

ଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ବର: ୨୦୧୮ର ତଥ୍ୟ ଅନୁଯାୟୀ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୨୮ଟି ମହାବଳ ବାଘ ଓ ୭୬୦ଟି କଲରା ପତରିଆ ବାଘ ଅଛନ୍ତି। ଗତ ୧୦ ବର୍ଷରେ ୨୦୧୨-୧୩ରୁ ୨୦୨୧-୨୨ ଭିତରେ ୬ଟି ମହାବଳ ବାଘ ମରିଥିବା ବେଳେ ସେଥିରୁ ୩ଟି ଶିକାରୀଙ୍କ…

‘ମୋ ବସ୍‌’ରୁ ୫୦ ହଜାର ଲୁଟ୍‌ ଅଭିଯୋଗ

ଭୁବନେଶ୍ବର: ଗତ ୧୦ ତାରିଖରେ ଝିଅର ବାହାଘର କରିଥିଲେ। ପରଂପରା ଅନୁସାରେ ବାହାଘରକୁ ଆସିଥିବା ସ୍ବତନ୍ତ୍ର ଅତିଥିମାନଙ୍କୁ ଲୁଗା ଦେବାକୁ ମନସ୍ଥିର କରିଥିଲେ। ଏଥି ପାଇଁ ଭୁବନେଶ୍ବରକୁ ଲୁଗା କିଣିବାକୁ ଆସିଥିଲେ। କିନ୍ତୁ ଲୁଗା କିଣିବା ପୂର୍ବରୁ ପାଖରେ ରଖିଥିବା ୫୦…

ୟୁକୋ ବ୍ୟାଙ୍କରେ ଅଗ୍ନିକାଣ୍ଡ; ନିଆଁକୁ ଆୟତ୍ତ କଲେ କର୍ମଚାରୀ, ବ୍ୟାଙ୍କିଙ୍ଗ ସେବା ଠପ୍‌

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବନମାଳୀପୁର ୟୁକୋ ବ୍ୟାଙ୍କରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଆଁ କିଛି ସମୟ ମଧ୍ୟରେ ଆୟତ୍ତ ହୋଇଛି। ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିବାରୁ ବ୍ୟାଙ୍କିଙ୍ଗ ସେବା ବନ୍ଦ ରହିଛି।…

ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ପୁରୀ: ପୁରୀ ରେଳ ଷ୍ଟେସନ୍‌ରେ ଆଜି ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ଟ୍ରେନ୍‌ଟି ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ ହୋଇଥିବା ଜଣାଯାଇଛି। ଟ୍ରେନ୍‌ର ୨ଟି ବଗି ଟ୍ରେନ୍‌ଲାଇନ୍‌ରୁ ଖସିପଡ଼ିଛି। ତେବେ ଏହି…

ଶ୍ରୀରାମ ନବମୀ: ବିଶାଳ କଳସ ଶୋଭାଯାତ୍ରା ସହ ତିନି ଧାର୍ମିକ ପୀଠରୁ ଆସିଲା ଆଜ୍ଞାମାଳ, ଭଦ୍ରକ ଗେରୁଆମୟ

ଭଦ୍ରକ: ଐତିହାସିକ ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ ମଙ୍ଗଳବାର ଅପରାହ୍ନ ୩ଟାରେ ଏକ ବିଶାଳ କଳସ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭଦ୍ରକର ଗାନ୍ଧି ପଡ଼ିଆଠାରେ ଅନୁଷ୍ଠିତ ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବ ପାଇଁ ଯଜ୍ଞ କମିଟି ପକ୍ଷରୁ ହଜାର ହଜାର…