Category: ଦେଶ-ବିଦେଶ

ମୋ ପରିବାର ଡରିବା ନୁହେଁ, ଲଢ଼ିବା ଜାଣିଛି: ଇଡିର ଚଢ଼ାଉକୁ ନେଇ କହିଲେ ଲାଲୁ ଯାଦବଙ୍କ ଝିଅ ରୋହିଣୀ

ନୂଆଦିଲ୍ଲୀ: ପୂର୍ବ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରି ନିଜ ସମସ୍ୟା ଜାହିର କରିବାର ସୁଯୋଗ କେବେ ବି ଛାଡ଼ନ୍ତି ନାହିଁ। ସେ ଆଜି ଅନେକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ କେନ୍ଦ୍ର ସରକାର…

ବସ ଭିତରେ ଶୋଇଥିଲା କଣ୍ଡକ୍ଟର, ନିଆଁ ଲାଗି ଜୀବନ ଗଲା

ବେଙ୍ଗାଲୁରୁ: ବସ ପାର୍କ କରି ଗାଡି ଭିତରେ ଶୋଇଥିଲେ କଣ୍ଡକ୍ଟର। ନିଆଁ ଲାଗିବାରୁ ଗଲା ଜୀବନ। ବେଙ୍ଗାଲୁରୁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ଲିଙ୍ଗଧିରାନଲ୍ଲୀରେ ଥିବା ବସଷ୍ଟାଣ୍ଡରେ ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ (ବିଏମଟିସି)ର ଏକ ବସ୍ ଠିଆ ହୋଇଥିବା…

ମୁମ୍ବାଇ ଫିଲ୍ମ ସିଟିରେ ଭୟଙ୍କର ନିଆଁ, ସିରିଏଲ ସୁଟିଂ ସେଟ୍ ଜଳିପୋଡ଼ି ପାଉଁଶ

ମୁମ୍ବାଇ : ମୁମ୍ବାଇର ପ୍ରସିଦ୍ଧ ଷ୍ଟୁଡିଓ ଫିଲ୍ମ ସିଟିରେ ସୁଟିଂ ହେଉଥିବା ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍’ର ସେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋରେଗାଓଁ ପୂର୍ବରେ ଥିବା ଫିଲ୍ମ ସିଟିରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସେଟରେ…

ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ରିମାଣ୍ଡ ଅବଧି ବୃଦ୍ଧି

କୋଲକାତା : ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କର ରିମାଣ୍ଡ ଅବଧି ବୃଦ୍ଧି ହୋଇଛି। ଦିଲ୍ଲୀର ଏକ କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଆଉ ୧୧ ଦିନିଆ ରିମାଣ୍ଡରେ ନେବାକୁ ଇଡିକୁ ଅନୁମୋଦନ ଦେଇଛନ୍ତି।…

ଆଜିଠୁ ପୁଣି ଥରେ ଜିନପିଙ୍ଗ ଯୁଗ ଆରମ୍ଭ, ତୃତୀୟ ଥର ପାଇଁ ହେଲେ ରାଷ୍ଟ୍ରପତି

ବେଜିଂ : ସି ଜିନପିଙ୍ଗ ମୁଣ୍ଡରେ ପୁଣି ଥରେ ହାତୀ ଢ଼ାଳିଲା ସୁନା କଳସ । ତୃତୀୟ ଥର ପାଇଁ ଚୀନ୍‌ର ପ୍ରଥମ ନାଗରିକ ଭାବେ ନିର୍ବାଚିତ ହୋଇଛନ୍ତି ସି ଜିନପିଙ୍ଗ । ଆଜିଠୁ ନିଜ ଶାସନର ତୃତୀୟ ପାଳି ଆରମ୍ଭ…

ଏଚ୩ଏନ୨ ଭାଇରସରେ ଗଲା ୨ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ମାରାତ୍ମକ ଏଚ୩ଏନ୨ ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ହରିଆଣାରେ ଜଣେ ଓ କର୍ଣ୍ଣାଟକାରେ ଜଣଙ୍କର ମୃତ୍ୟୁ ଏଚ୩ଏନ୨ ଭାଇରସ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ…

ମନୀଷ ସିସୋଦିଆ ନିରାଶ, ୭ ଦିନିଆ ରିମାଣ୍ଡରେ ନେବ ଇଡି

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ ନେତା ମନୀଷ ସିସୋଦିଆ ନିରାଶ। ଆଜି ତାଙ୍କର ଜାମିନ ଆବେଦନ ପୁଣି ଥରେ ଖାରଜ ହୋଇଯାଇଛି। ଫଳରେ କୋର୍ଟ ତାଙ୍କୁ ୭ଦିନିଆ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି। ଏବେ ଇଡି ତାଙ୍କୁ…

ଜାମିନ ଆବେଦନ ଶୁଣାଣିର ଦିନକ ପୂର୍ବରୁ ମନୀଷ ସିସୋଦିଆଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ତାଙ୍କ ଜାମିନ ଆବେଦନର ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଗୁରୁବାରଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡି…

ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କ ତଣ୍ଟିକାଟି ହତ୍ୟା କରିଥିବା ଡ୍ରାଇଭର୍‌ ଗିରଫ

ହାଇଦରାବାଦ୍‌: ମଙ୍ଗଳବାର ରାତିରେ ପାକିସ୍ତାନର ହାଇଦରାବାଦ୍‌ସ୍ଥିତ ବାସଭବନରେ ଧରମ ଦେବ ରଥି ନାମରେ ଜଣେ ଡାକ୍ତରଙ୍କ ତଣ୍ଟିକାଟି ହତ୍ୟା କରାଯାଇଥିବା କଥା ପୁଲିସ ପାକିସ୍ତାନୀ ସମ୍ବାଦପତ୍ର ‘ଦି ନେସନ୍‌’କୁ କହିଛି। ଛୁରିଦ୍ବାରା ତଣ୍ଟିକାଟି ଡାକ୍ତର ରଥିଙ୍କୁ ତାଙ୍କ ଡ୍ରାଇଭର୍‌ ହନିଫ୍‌ ଲେଘାରି…

ପୁଣି ଭୂମିକମ୍ପରେ ଦୋହଲିଲା ଆଫଗାନିସ୍ତାନ

କାବୁଲ : ତୁର୍କୀରେ ବିନାଶକାରୀ ଭୂମିକମ୍ପ ପରେ ଏବେ ଆଫଗାନିସ୍ତାନରେ ମଧ୍ୟ ତୁହା କୁ ତୁହା ଭୂକମ୍ପ ହେବାରେ ଲାଗିଛି। ଆଜି ଭୋରୁ ଏଠାରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି। ଏଥିସହ…