ଲିଭ ଇନ ସମ୍ପର୍କ ପଞ୍ଜୀକରଣ ନେଇ ଆଇନର ବ୍ୟବସ୍ଥା କରାଯାଉ ବୋଲି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କଲେ
ନୂଆଦିଲ୍ଲୀ : ପ୍ରେମୀ ଯୁଗଳ ଲିଭ ଇନ ସମ୍ପର୍କରେ ରହିବା ପୂର୍ବରୁ ପଞ୍ଜୀକରଣ କରିବା ଉଚିତ। ଏନେଇ ଆଇନର ବ୍ୟବସ୍ଥା କରାଯାଉ ବୋଲି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼…
ବନ୍ଦ ଲଫାପା ବ୍ୟବସ୍ଥା ବନ୍ଦ କରିବାକୁ କହି କେନ୍ଦ୍ର ଉପରେ ମନଇଚ୍ଛା ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ୱାନ ରାଙ୍କ ୱାନ ପେନସନ (ଓଆରଓପି) ମାମଲାର ଶୁଣାଣି କରୁଥିବା ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର ସବୁ ପ୍ରସଙ୍ଗରେ ବନ୍ଦ ଲଫାପାରେ ନିଜର ଜବାବ…
କେରଳର ପ୍ରଥମ ତୃତୀୟ ଲିଙ୍ଗ ଆଇନଜୀବୀ : ପଦ୍ମା ଲକ୍ଷ୍ମୀ
ଥିରୁବନନ୍ତପୁରମ୍ : କେରଳକୁ ମିଳିଛି ପ୍ରଥମ ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ଆଇନଜୀବୀ। ପଦ୍ମା ଲକ୍ଷ୍ମୀ ଆଇନଜୀବୀ ଭାବେ ମାନ୍ୟ ପାଇବା ସହ ରାଜ୍ୟ ବାର୍ କାଉନସିଲରେ ପଞ୍ଜୀକରଣ କରିଛନ୍ତି। କେରଳର ଶିଳ୍ପ ମନ୍ତ୍ରୀ ପି ରାଜୀବ ଇନଷ୍ଟାଗ୍ରାମରେ ପଦ୍ମାଙ୍କ ଗୋଟିଏ…
ଲାଇକ୍ ଓ ସବସ୍କ୍ରାଇବ୍ କଲେ ମିଳିବ ଟଙ୍କା ! ଲୋଭ ଦେଖାଇ ମହିଳାଙ୍କଠୁ ନେଇଗଲେ ୨ ଲକ୍ଷ
ଅହମ୍ମଦାବାଦ : ସାଇବର ଠକଙ୍କ ଜାଲରେ ଫସିଛନ୍ତି ପୁଣି ଜଣେ ମହିଳା। ଲାଇକ ଓ ସବସ୍କ୍ରାଇବ କଲେ ଟଙ୍କା ମିଳିବ ବୋଲି କହି ଉକ୍ତ ମହିଳାଙ୍କ ଠାରୁ ସାଇବର ଠକ ଲୁଟି ନେଇଛନ୍ତି ୨ ଲକ୍ଷ ଟଙ୍କା। ଠକାମୀରେ ପଡ଼ିଥିବା ଜାଣିବା…
୨୦୨୪ ନିର୍ବାଚନରେ ବିଜେପି ବିରୋଧରେ କାମ ଦେବନି ବିରୋଧୀ ମେଣ୍ଟ : ପ୍ରଶାନ୍ତ
ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ୨୦୨୪ ସାଧାରଣ ନିର୍ବାଚନକୁ ନେଇ ବଡ଼ ପୂର୍ବାନୁମାନ କରିଛନ୍ତି। ବିଜେପିକୁ ୨୦୨୪ରେ ଚେକ ଦେବାକୁ ବିରୋଧୀ ଏକାଠି ହେବାକୁ ଚେଷ୍ଟା କରୁଥିବା ବେଳେ ଏହା ବିରୋଧରେ ମତ ରଖିଛନ୍ତି ପ୍ରଶାନ୍ତ କିଶୋର ଓରଫ…
ଜାତୀୟ ପତକାକୁ ଖଲିସ୍ତାନ ସମର୍ଥକଙ୍କ ଅପମାନ, ଚେତାବନୀ ଦେଲା ଭାରତ
ନୂଆଦିଲ୍ଲୀ : ସୁଧୁରୁ ନାହାନ୍ତି ଖଲିସ୍ତାନ ସମର୍ଥକ। ବ୍ରିଟେନର ଲଣ୍ଡନରେ ଥିବା ଭାରାତୀୟ ହାଇ କମିଶନରେ ଲାଗିଥିବା ତ୍ରିରଙ୍ଗା ପତକାକୁ ଅପମାନ କରାଯାଇଛିି। ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ଉକ୍ତ ତ୍ରିରଙ୍ଗା ପତକାକୁ କାଢି ଖଲିସ୍ତାନୀ ପତକା ଲଗାଯାଇଛି। ଏହାକୁ ନେଇ ଭାରତୀୟ…
ରାଜସ୍ବ ବିଭାଗର ଖର୍ଚ୍ଚ ଦାବି ଆଲୋଚନା: ସରକାରୀ ଜମି ଜବରଦଖଲ, ବନ୍ଦୋବସ୍ତ ପ୍ରସଙ୍ଗ ଉଠିଲା
ଭୁବନେଶ୍ବର : ରାଜ୍ୟର ବହୁ ଅଞ୍ଚଳରେ ଜମି ସେଟେଲମେଣ୍ଟ (ବନ୍ଦୋବସ୍ତ) ହେଉନି। ୩୦ରୁ ୪୦ବର୍ଷ ଧରି ଚକବନ୍ଦୀ ବନ୍ଦୋବସ୍ତ କୋର୍ଟ ବସୁନଥିବାରୁ ଲୋକ ଜମି ବିକ୍ରି କରିପାରୁନାହାନ୍ତି। ସରକାରୀ ଜମିରୁ ଜବରଦଖଲ ହଟାଯାଉନି, ଗରିବଙ୍କ ଅପେକ୍ଷା ଧନୀ ବର୍ଗର ଲୋକମାନେ ଅଧିକ…
୧୨ ଜିଲ୍ଲାରେ ଶିଶୁଙ୍କ ରକ୍ତହୀନତା ହାର ଜାତୀୟ ହାରଠୁ ଅଧିକ
ଭୁବନେଶ୍ବର : ରାଜ୍ୟର ୧୨ଟି ଜିଲ୍ଲାରେ ଶିଶୁ(୬-୫୯ ମାସ)ଙ୍କ ରକ୍ତହୀନତା ହାର ଜାତୀୟ ହାରଠାରୁ ଅଧିକ। ଜାତୀୟସ୍ତରରେ ଏହି ବର୍ଗର ଶିଶୁଙ୍କ ରକ୍ତହୀନତା ହାର ୬୭.୧ ପ୍ରତିଶତ ଥିବାବେଳେ ଅନୁଗୁଳ ୭୫.୩, ବଲାଙ୍ଗୀର ୭୪.୯, ବୌଦ୍ଧ ୬୮.୭, କଳାହାଣ୍ଡି ୬୮.୮, କୋରାପୁଟ…
ମାଟ୍ରିକ୍ ପ୍ରଶ୍ନରେ ତ୍ରୁଟି, ସାମାଜିକ ବିଜ୍ଞାନ ସେଟ୍-ବିରେ ଏ-ସେଟ୍ ପ୍ରଶ୍ନ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାର ସାମାଜିକ ବିଜ୍ଞାନ ବିଷୟର ଅବ୍ଜେକ୍ଟିଭ୍ ପ୍ରଶ୍ନପତ୍ରରେ ଗୁରୁତର ମୁଦ୍ରଣଜନିତ ତ୍ରୁଟି ପରିଲକ୍ଷିତ ହୋଇଛି। ଏଭଳି ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷାବିତ୍ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।…
ମନ୍ତ୍ରୀ ବଡ଼ ନା ଅଫିସର୍? ଦୁଇଟି ଫଟୋକୁ ନେଇ ବିଧାନସଭାରେ ଝଡ଼
ଭୁବନେଶ୍ବର : ମନ୍ତ୍ରୀ ବଡ଼ ନା ଅଫିସର୍? ମୁଖ୍ୟ ଶାସନ ସଚିବଙ୍କ ସହ ମନ୍ତ୍ରୀ ରୀତା ସାହୁଙ୍କ ଏକ ଫଟୋକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆପତ୍ତି ଉଠାଇଲା ପରେ ଆରମ୍ଭ ହୋଇଥିଲା ଝଡ଼। ଏହି ଝଡ଼…