ରାଜଧାନୀରେ କୁଆପଥର ସହ ପ୍ରବଳ ବର୍ଷା,ଆଗାମୀ ୨୪ ଘଣ୍ଟାରେ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର : ରାଜଧାନୀରେ ବର୍ଷା। କୁଆପଥର ସହ ପ୍ରବଳ ବର୍ଷା। ମଧ୍ୟାହ୍ନରେ ଥିଲା ଖରା। କିନ୍ତୁ ଅପରାହ୍ମରେ ହଠାତ ବଦଳିଗଲା ପାଣିପାଗ। ଆକାଶରେ ମେଘ ଘୋଟିବା ସହ ମାଡି ଆସିଥିଲା ବର୍ଷା। କୁଆପଥର ସହ ହଠାତ ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା।…
ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ଥ ସବ୍ କମିଟି ବୈଠକ ଶେଷ
ପୁରୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ଥ ସବ୍ କମିଟି ବୈଠକ ଶେଷ। ଏହା ସହ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବିବରଣୀ ସମ୍ପର୍କରେ ମଧ୍ୟ ଆଲୋଚନା ହୋଉଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟରେ ୩ଶହ…
ବିଶ୍ବର ଦୁଃଖୀ ଦେଶମାନଙ୍କ ମଧ୍ୟରେ ଭାରତ ; ଶ୍ରୀଲଙ୍କା, ୟୁକ୍ରେନ ଲୋକଙ୍କଠାରୁ ବି ଭାରତୀୟମାନେ ଦୁଃଖି : ଜାତିସଂଘ ରିପୋର୍ଟ
ନୂଆଦିଲ୍ଲୀ : ସୋମବାର ବିଶ୍ବ ସୁଖୀ ଦିବସ ଉପଲକ୍ଷେ ପ୍ରକାଶିତ ବିଶ୍ବ ସୁଖୀ ସୂଚକାଙ୍କରେ ଦର୍ଶାଯାଇଛି ଯେ ଫିନଲ୍ୟାଣ୍ଡ ହେଉଛି ପୃଥିବୀର ସବୁଠାରୁ ସୁଖୀ ଦେଶ । ୨ୟ ସ୍ଥାନରେ ରହିଛନ୍ତି ଡେନମାର୍କ ଓ ୩ୟ ସ୍ଥାନରେ ରହିଛି ଆଇସଲାଣ୍ଡ ।…
ଦିଲ୍ଲୀ ମଦ ନୀତି ମାମଲାରେ ଜେରା ପାଇଁ ‘ଇଡି’ରେ ହାଜର ହେଲେ ‘କେସିଆର୍’ଙ୍କ ଝିଅ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହିତ ଜଡ଼ିତ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଜେରା ନିମନ୍ତେ ‘ବିଆର୍ଏସ୍’ ନେତ୍ରୀ କେ. କବିତା ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କାର୍ଯ୍ୟାଳୟରେ ହାଜର ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ.…
ନିଶା ନିବାରଣ କେନ୍ଦ୍ର ଓ ଗୁରୁଦ୍ବାରରେ ‘ମାନବ ବୋମା’ ପ୍ରସ୍ତୁତ କରୁଥିଲା ଅମୃତପାଲ୍
ଚଣ୍ଡିଗଡ଼: ଖଲିସ୍ତାନ ସମର୍ଥକ ପ୍ରଚାରକ ଅମୃତପାଲ ସିଂହ ସଂପର୍କରେ କେତେକ ଚାଞ୍ଚଲ୍ୟକର କଥା ଜାଣିବାକୁ ପାଇଛନ୍ତି ତଦନ୍ତକାରୀ ଦଳ । ସେ ଆଇଏସଆଇ ସଂପର୍କରେ ଥିଲା ଓ ସେଠାରୁ ଅସ୍ତ୍ରଶସ୍ତ୍ର ଓ ଅର୍ଥ ପାଉଥିଲା । ନିଶାମୁକ୍ତି କେନ୍ଦ୍ର ଓ ଗୁରୁଦ୍ୱାରକୁ…
ବିସ୍ଲେରି ଦାୟିତ୍ବ ସମ୍ଭାଳିବେ ଜୟନ୍ତୀ ଚୌହ୍ବାନ
ବେଙ୍ଗାଲୁରୁ: ମୃଦୁ ପାନୀୟ କଥା କହିଲେ ଲୋକମାନଙ୍କ ମନକୁ ଆସୁଥିବା ଲୋକପ୍ରିୟ ନାମ ହେଉଛି ବିସ୍ଲେରି। ଦେଶର କୋଣ ଅନୁକୋଣରେ ଏହା ପରିଚିତ। ଏତେ ପରିଚିତ ହୋଇଥିଲେ ମଧ୍ୟ ସେହି କଂପାନିକୁ ତାହାର ବର୍ତ୍ତମାନର ମାଲିକ ରମେଶ ଚୌହ୍ବାନ ସମ୍ଭାଳି ପାରୁନାହାନ୍ତି।…
ବଢ଼ିଲା ଅବଧି: ଅବକାରୀ ଦୁର୍ନୀତି ମାମଲାରେ ପୁଣି ଏପ୍ରିଲ ୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ସିସୋଦିଆ
ନୂଆଦିଲ୍ଲୀ: ବଢ଼ିଲା ଅବଧି। ଏପ୍ରିଲ ୩ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏପ୍ରିଲ ୩ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏବେ ଏପ୍ରିଲ ୩ପର୍ଯ୍ୟନ୍ତ ସିସୋଦିଆ ତିହାର…
ପଲିଥିନ୍ ବ୍ୟାଗରୁ ମିଳିଲା ଅଜଣା ମହିଳାଙ୍କ ଖପୁରୀ, କଟା ହାତ ଓ କଟା ପାପୁଲି
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ସାଙ୍ଘାତିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଉଦ୍ଧାର ହୋଇଛି ଜଣେ ଅଜଣା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ଦୂର୍ଗନ୍ଧ ହେବାରୁ ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ। ସୁଚନା ଅନୁସାରେ ସରାୟ କାଲେ ଖାଁ ଅଞ୍ଚଳ…
ରୁଷରେ ପହଞ୍ଚିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍, ଗସ୍ତ ଉପରେ ସମଗ୍ର ବିଶ୍ବର ଆଖି
ମସ୍କୋ : ଏକ ତିନିଦିନିଆ ରାଜକୀୟ ରୁଷ ଗସ୍ତରେ ଅଛନ୍ତି ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗ୍ । ସେ ସୋମବାରଦିନ ମସ୍କୋରେ ପହଞ୍ଚିଛନ୍ତି । ସେ ମସ୍କୋର ଭିନୁକୋଭୋ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ରୁଷ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା…
ମୋଦିଙ୍କ ସବୁଠୁ ବଡ଼ ଟିଆରପି ରାହୁଲ: ମମତା
କୋଲକାତା : ପୁଣି ବାଣ ମାରିଲେ ଦିଦି। ଏଥର ଟାର୍ଗେଟରେ ପିଏମ୍ ମୋଦି ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି, ରାହୁଲ ଗାନ୍ଧୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠୁ ବଡ…