ପଦାହେଲାଣି ବାଲୁଖଣ୍ଡ ଅଭୟାରଣ୍ୟ

ପୁରୀ: ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ୫ ବର୍ଷ ବିତିବାକୁ ବସିଲାଣି। ତଥାପି ବନବିଭାଗ ପକ୍ଷରୁ ପୁରୀ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟରୁ ‘ଫନି’ ଆଳରେ ଏବେ ବି ଅବାଧ ଗଛ କଟା ଚାଲିଛି। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରାସ୍ତାରେ ଏଭଳି ହଜାର ହଜାର ଗଛ…

ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ହୀରାକୁଦରେ ପାଣି ସମସ୍ୟାର ସମାଧାନ କରନ୍ତୁ: ବିଜୟ ମହାପାତ୍ର

ଭୁବନେଶ୍ବର: ହୀରାକୁଦରେ ପାଣି ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହି ସମସ୍ୟାର ସମାଧାନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ହୀରାକୁଦରେ ପାଣି ସମସ୍ୟା ଉଦବେଗଜନକ।…

ବିରୋଧୀଙ୍କୁ ବିଶ୍ୱାସକୁ ନେଉ ନଥିବାରୁ ମହାନଦୀ ସମସ୍ୟାର ସମାଧାନ କରିପାରୁନାହାନ୍ତି ସରକାର : ନରସିଂହ ମିଶ୍ର

ଭୁବନେଶ୍ବର: ମହାନଦୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜର ମତ ରଖିଛନ୍ତି। ସେ କହିଛନ୍ତି, ୨୦୦୦ ମସିହାରୁ ଗୃହରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ଚାଲିଛି। ଆଲୋଚନା ପାଇଁ ସେମାନେ ଆହ୍ବାନ ଦେଲେ, କିନ୍ତୁ ଆମେ ଯେତେବେଳେ ମୋସନ…

କଟକରେ ୫ଟି ସଚିବ; ବସ୍ ଟର୍ମିନାଲ, ଚଣ୍ଡିମନ୍ଦିର ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

କଟକ: ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ ଶନିବାର କଟକ ଗସ୍ତ କରିଛନ୍ତି। ଏହି ଗ୍ରସ୍ତକାଳରେ ସେ ଐତିହାସିକ କଟକ ସହରରେ ଚାଲିଥିବା ଏକାଧିକ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ୫ଟି ସଚିବ ଖାନନଗରରେ ନିର୍ମାଣାଧୀନ ନେତାଜୀ ବସ୍‌ ଟର୍ମିନାଲ…

ରାହୁଲ ଗାନ୍ଧିଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗ: ସାମ୍ବାଦିକ ସମ୍ମିଳନୀରେ ଏମିତି ଟାର୍ଗେଟ କଲେ ବିଜେପି ନେତା

ଭୁବନେଶ୍ବର: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଂସଦରେ ସଭ୍ୟପଦ ରଦ୍ଦ ଓ ପରବର୍ତ୍ତୀ ସମୟରେ ତାଙ୍କର ସାମ୍ବାଦିକ ସମ୍ମିଳନୀ ପ୍ରସଙ୍ଗକୁ ନେଇ ବିଜେପି ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ ଟାର୍ଗେଟ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ ଶନିବାର ଅଭିଯୋଗ…

ଗୋଟିଏ ଥରରେ ୩୬ଟି ଉପଗ୍ରହ ଛାଡ଼ିବ ଇସ୍ରୋ, ରବିବାର ଶ୍ରୀହରିକୋଟାରୁ ହେବ ଉତକ୍ଷେପଣ

ବେଙ୍ଗାଲୁରୁ : ଭାରତର ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆସନ୍ତା ରବିବାର ଦିନ ୩୬ଟି ଓ୍ବାନଓ୍ବେବ୍ ଇଣ୍ଟରନେଟ୍ ସାଟେଲାଇଟ୍ ମହାକାଶକୁ ଛାଡ଼ିବ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏଲଭିଏମ୩ ରକେଟ ମାଧ୍ୟମରେ ଏସବୁ ଉପଗ୍ରହଣକୁ ଛଡ଼ାଯିବ । ଏହି ଐତିହାସିକ ଉତକ୍ଷେପଣ ପାଇଁ…

ଉଡ଼ନ୍ତା ବିମାନରେ ବିଗିଡ଼ିଗଲା ପାଇଲଟ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା; କକ୍‌ପିଟ୍‌ ଭିତରକୁ ଯାଇ ଚାଳକଙ୍କ ଦାୟିତ୍ବ ତୁଲାଇଲେ ଯାତ୍ରୀ

ନୂଆଦିଲ୍ଳୀ: ଈଶ୍ବରଙ୍କ ଲୀଳା କେହି ବି ବୁଝିପାରନ୍ତି ନାହିଁ। ଏପରି ଅନେକ କହନ୍ତି- ସେ ଚାହିଁଲେ ନିମିଷକ‌ରେ ଜୀବନ ନେଇପାରନ୍ତି ଓ ସେ ଚାହିଁଲେ କେଉଁ ବି ଉପାୟରେ ଅନେକ ଜୀବନ ବଞ୍ଚାଇ ପାରନ୍ତି। ଏହାର ଏକ ଜ୍ବଳନ୍ତ ଉଦାହରଣ ଆମେ…

୨୦୧୪ ପରଠାରୁ ଭାରତରେ ମେଡିକାଲ କଲେଜ ସଂଖ୍ୟା ଦୁଇଗୁଣ ବଢିଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବାକୁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି | ପାରାମେଡିକାଲ ଷ୍ଟାଫଙ୍କ ସହ କିଭଳି ଅଧିକରୁ ଅଧିକ ଡାକ୍ତର ସୃଷ୍ଟି ହୋଇପାରିବେ ସେଥିପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି | ଆଉ ଡାକ୍ତରଙ୍କ ସୃଷ୍ଟି ପାଇଁ…

କିଛି ଲୋକ ପଞ୍ଜାବର ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଆମେ ଏପରି ହେବାକୁ ଦେବୁନି : କେଜ୍ରିଓ୍ବାଲ

ଚଣ୍ଡିଗଡ଼ : ଅମୃତପାଲ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ପଞ୍ଜାବର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭଗବନ୍ତ ସରକାରଙ୍କୁ ପ୍ରଶଂସା କରିବା ସହ ରାଜ୍ୟରେ ଶାନ୍ତି…

ପ୍ରଗତି ମଇଦାନରେ ତ୍ରିରଙ୍ଗା ହଟାଇ ଖଲିସ୍ତାନୀ ପତାକା ଲଗାଇବାକୁ ମିଳିଲା ଧମକ

ନୂଆଦିଲ୍ଲୀ: ଭାରତୀୟ ପତାକା ହଟାଇ ଦିଲ୍ଲୀର ପ୍ରଗତି ମଇଦାନରେ ଖଲିସ୍ତାନୀ ପତାକା ଲଗାଇବାକୁ ଜଣେ ଖଲିସ୍ତାନୀ ସମର୍ଥକ ଧମକ ଦେଇଛନ୍ତି। ସେମାନେ କହିଛନ୍ତି ଯେ ପ୍ରଗତି ମଇଦାନକୁ କବଜା କରାଯିବା ପରେ ସେଠାରେ ଥିବା ତ୍ରିରଙ୍ଗା ପତାକାକୁ ହଟାଇ ଖଲିସ୍ତାନୀ ପତାକା…