ଗେଟ ସୋ ଆପ ଜରିଆରେ ବଡ଼ ଠକେଇ: ଅଭିଯୁକ୍ତକୁ ଗିରଫ କଲା ଇଓଡବ୍ଲ୍ୟୁ
ଭୁବନେଶ୍ବର: ଗେଟ ସୋ ଆପ ଜରିଆରେ ବଡ଼ ଠକେଇର ପର୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ୯ କୋଟି ଟଙ୍କାର ଠକେଇ ଅଭିଯୋଗରେ, ପୁନେରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଇଓଡବ୍ଲ୍ୟୁ। ଏନେଇ ସୂଚନା ଦେଇଛନ୍ତି ଇଓଡବ୍ଲ୍ୟୁ ଏସପି…
ମିରଟ୍ରୁ ଗିରଫ ହେଲେ ଉମେଶ ପାଲ୍ଙ୍କ ହତ୍ୟାକାରୀଙ୍କୁ ଅର୍ଥ ଯୋଗାଇଥିବା ଆତିକ୍ ଅହମଦ୍ଙ୍କ ଭିଣୋଇ
ଲକ୍ଷ୍ନୌ: ଉମେଶ ପାଲ୍ଙ୍କୁ ଗୁଳିମାରି ହତ୍ୟା କରିଥିବା ଆତତାୟୀଙ୍କୁ ଅର୍ଥ ଯୋଗାଇଥିବା ଆତିକ୍ ଅହମଦ୍ଙ୍କ ଭିଣୋଇ ଅଖ୍ଲାକ୍ ଅହମଦ୍ଙ୍କୁ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସ ଏବଂ ପ୍ରୟାଗରାଜ ପୁଲିସ ମିଳିତ ଅଭିଯାନରେ ଗିରଫ କରିଛି। ପୁଲିସ କହିବା ଅନୁସାରେ, ୨୦୦୫ରେ…
ଏଣିକି ଏହି ସ୍କୁଟରରେ ପାଟ୍ରୋଲିଂ କରିପାରେ ପୁଲିସ
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ବୈଦେଶିକ ଅତିଥିଙ୍କ ସୁରକ୍ଷାକୁ ଦେଖି ଦିଲ୍ଲୀ ପୁଲିସ ଅନେକ ବ୍ୟବସ୍ଥା କରୁଛି। ଏହି କ୍ରମରେ ସୁରକ୍ଷା ବ୍ୟବସ୍ଥାକୁ ନଜର ରଖିବାକୁ ପାଇଁ ପୁଲିସ ଏକ ଇଲେକଟ୍ରିକ ସ୍କୁଟର…
ଆଇପିଏଲ୍: ହାଇଦ୍ରାବାଦ୍କୁ ୭୨ ରନ୍ରେ ପରାସ୍ତ କଲା ରାଜସ୍ଥାନ, ଚହଲ ନେଲେ ୪ ୱିକେଟ୍
ହାଇଦ୍ରାବାଦ୍: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପଞ୍ଚଦଶ ସଂସ୍କରଣର ୪ର୍ଥ ମ୍ୟାଚ୍ରେ ରବିବାର ରାଜସ୍ଥାନ ରୟାଲ୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍ଦାର ପ୍ରଦର୍ଶନ କରିଛି। ପ୍ରଥମେ ବ୍ୟାଟିଂ କରି ଦଳ ୨୦୩ ରନ୍ ସଂଗ୍ରହ କଲା ପରେ ହାଇଦ୍ରାବାଦ ୭୨…
କୁନୋ ଜାତୀୟ ଉଦ୍ୟାନରୁ ବାହାରି ପାଖ ଗାଁରେ ପ୍ରବେଶ କଲା ଚିତା, ଭୟରେ ଲୋକେ
କୁନୋ: କୁନୋ ଜାତୀୟ ଉଦ୍ୟାନରୁ ବାହାରି ପାଖ ଗାଁରେ ପଶିଲା ଚିତା। ହଠାତ ଚିତା ଗାଁରେ ପ୍ରବେଶ କରିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ଚିତାର ନାଁ ଓବାନ୍ ବୋଲି କୁହାଯାଉଛି, ଯାହାକୁ ସେପ୍ଟେମ୍ବର ୨୦୨୨ରେ ନାମ୍ବିଆରୁ ଭାରତକୁ…
ମସୁରୀ-ଡେରାଡୁନ୍ ମୁଖ୍ୟ ରାସ୍ତାରେ ଖାତକୁ ଖସିଲା ବସ୍: ୨ମୃତ, ୨୬ଆହତ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମସୁରୀ-ଡେରାଡୁନ୍ ମୁଖ୍ୟ ରାସ୍ତାରେ ଥିବା ଶେରଗଡି ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ରାଜପଥରେ ଏକ ବସ୍ ନିୟନ୍ତ୍ରଣ ହରାଇ ଖାତକୁ ଖସିପଡିଥିବା ସାମ୍ନାକୁ ଆସିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପ୍ରଶାସନ, ପୁଲିସ,…
‘୫୦୦ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ଗଧ କ୍ଷୀରରୁ ପ୍ରସ୍ତୁତ ସାବୁନ ମହିଳାଙ୍କ ତ୍ବଚାକୁ ସୁନ୍ଦର ରଖେ’: ମେନକା ଗାନ୍ଧୀ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏମ୍ପି ମେନକା ଗାନ୍ଧୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ କହୁଛନ୍ତି, ‘ଗଧର କ୍ଷୀରରୁ ପ୍ରସ୍ତୁତ ସାବୁନ ଜଣେ ମହିଳାଙ୍କ ଶରୀରକୁ ସବୁବେଳେ…
କଂଗ୍ରେସ ପ୍ରଥମେ ନିଜ ଘର ଠିକ କରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁକାବିଲା କରିବା ପାଇଁ କଂଗ୍ରେସ ବିରୋଧୀ ଦଳଙ୍କ ଏକତାକୁ ନେଇ ଚେଷ୍ଟା କରୁଥିବାବେଳେ ଜନତା ଦଳ ସେକ୍ୟୁଲାର୍ (ଜେଡିଏସ୍) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଝଟକା ଦେଇଛନ୍ତି | ସେ କହିଛନ୍ତି ଯେ…
ଯାତ୍ରୀଙ୍କ ପାଖରୁ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟିବା ଅଭିଯୋଗରେ ଗିରଫ ହେଲେ ୪ ପୁଲିସ କର୍ମଚାରୀ
ପାଟନା: ବିହାର ଜାମୁଇର ଝାଝା ରେଳ ଷ୍ଟେସନରେ ରେଳ ଯାତ୍ରୀଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇ ନେଇଥିବା ଅଭିଯୋଗରେ ଚାରିଜଣ ରେଳ ପୁଲିସ କର୍ମଚାରୀଙ୍କୁ ଯାଞ୍ଚ ପରେ ଗିରଫ କରାଯାଇଛି। ସୂଚନାନୁସାରେ, ହରିୟାଣା ବାସିନ୍ଦା ଟ୍ରକ ବ୍ୟବସାୟୀ ହାରଦୀପ ଦଲାଲ ଏବଂ ମଧୁ…
ବିଜେପି ନେତାଙ୍କୁ ଗୁଳି କରି ହତ୍ୟା
କୋଲକାତା : ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ରାସ୍ତା ଉପରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ରାଜୁ ଝା। ତାଙ୍କର ଜଣେ ବନ୍ଧୁଙ୍କ ଦେହରେ ମଧ୍ୟ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…