ବିରଳ ଘଟଣା: ୬ ପୁଲିସ୍ କର୍ମଚାରୀଙ୍କୁ ଦଣ୍ଡ ଦେଲା ବିଧାନସଭା
ଲକ୍ଷ୍ନୌ : ଦୀର୍ଘ ଦୁଇ ଦଶନ୍ଧି ତଳର ଗୋଟିଏ ସ୍ୱାଧିକାର ଭଙ୍ଗ ନୋଟିସ ଘଟଣାରେ ଦଣ୍ଡ ପାଇଛନ୍ତି ୬ ଜଣ ପୁଲିସ୍ କର୍ମଚାରୀ। ତତ୍କାଳୀନ ବିଜେପି ବିଧାୟକ…
ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ
ନୂଆଦିଲ୍ଲୀ : ମିଳିତ ଜାତିସଂଘର ମାନବାଧିକାର ପରିଷଦ(ୟୁଏନଏଚଆରସି)ରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ଏଠାରେ ପାକିସ୍ତାନ ପ୍ରତିନିଧି ଭାବେ ହିନା ରବ୍ବାନୀ ଖର ଭାରତକୁ ପ୍ରଥମେ…
ଏଲ୍ ନିନୋ ପ୍ରଭାବକୁ ନେଇ ଚିନ୍ତା : ଭାରତ ପାଇଁ ବଢ଼ାଇବ ମୁଣ୍ଡବ୍ୟଥା
ନୂଆଦିଲ୍ଲୀ: ମୌସୁମୀ ଆଗମନକୁ ଆହୁରି ତିନି ମାସ ବାକି ଥିବା ବେଳେ ଏବେଠାରୁ ଏଲ୍ ନିନୋର ପ୍ରଭାବକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଜଳବାୟୁରେ ଏଲ୍…
ନିଯୁକ୍ତି ପାଇବେ ୪୦ ହଜାର ଶିକ୍ଷକ
ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବି ପୂରଣ ନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ୨୦୨୩-୨୪ ଆର୍ଥିକ…
ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ବିବାଦ: ଅନ୍ତରୀଣ ଆବେଦନ ଉପରେ ଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ : ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ବିବାଦକୁ ନେଇ ରୁଜୁ ମୂଳ ମାମଲା ବିଚାରାଧୀନ ଥିବା ବେଳେ ଆବେଦନକାରୀ ଡକ୍ଟର ନୃସିଂହ ଚରଣ ଷଡଙ୍ଗୀଙ୍କ ତରଫରୁ…
ମାର୍ଚ୍ଚରୁ ମେ ମାସ ଯାଏ ରାଜ୍ୟରେ ଦିନ ତାପମାତ୍ରା ଅଧିକ ରହିବା ସମ୍ଭାବନା
ଭୁବନେଶ୍ବର: ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୩ରୁ ୫ ଡିଗ୍ରି ଯାଏଁ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ମାର୍ଚ୍ଚ ମାସରୁ ସ୍ୱାଭାବିକଠାରୁ…
୮ହଜାର ସହଭାଗୀଙ୍କୁ ସାଇକେଲ ବଣ୍ଟନ କରିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସାଥୀ, ଆହାର ସାଥୀ, ସ୍ବଚ୍ଛସାଥୀ ଓ ସୁପରଭାଇଜର୍ ଆଦିଙ୍କୁ ସାଇକେଲ ବଣ୍ଟନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ୮ହଜାର ସହଭାଗୀଙ୍କୁ ସାଇକେଲ ବଣ୍ଟନ…
ଅବସରପ୍ରାପ୍ତ ଶିକ୍ଷକଙ୍କ ଗାଡ଼ି ଡ଼ିକିରୁ ଲକ୍ଷେ ଟଙ୍କା ଲୁଟିନେଲେ
ଢେଙ୍କାନାଳ : ସୁନା କିଣିବା ପାଇଁ ବ୍ୟାଙ୍କରୁ ଲକ୍ଷେ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ହେଲେ ବାଟରେ ଗାଡ଼ି ରଖି ଚାରା କିଣୁ କିଣୁ ଡିକି ଭାଙ୍ଗି…
ପରୀକ୍ଷା ଦେଇ ଫେରୁଥିବା ବେଳେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଆକ୍ରମଣ, ଗଳା କାଟି ଦେଲେ ଯୁବକ
ରାୟଗଡ଼ା : ପରୀକ୍ଷା ଦେଇ ଫେରୁଥିବା ବେଳେ ଜଣେ ଯୁକ୍ତ ଦୁଇ କଳା ଛାତ୍ରୀଙ୍କୁ ହୋଇଛି ଆକ୍ରମଣ। ଜଣେ ଯୁବକ ଛୁରୀରେ ତାଙ୍କ ବେକ କାଟି ଦେଇଛନ୍ତି।…
୨୦୨୩-୨୪ ବଜେଟରେ ସ୍ଵାସ୍ଥ୍ୟସେବା କ୍ଷେତ୍ରକୁ ୧୬ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି: ସ୍ଵାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ବର: ୨୦୨୩-୨୪ ବଜେଟରେ ସ୍ଵାସ୍ଥ୍ୟସେବା କ୍ଷେତ୍ରକୁ ୧୬ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହା ଗତ ବଜେଟ ତୁଳନାରେ ୨୭% ଅଧିକ ଏବଂ ୨୦୧୭-୧୮…