Month: July 2026

ଭୋଟର ତାଲିକାରୁ କଟିଲାଣି ୨୦ ଲକ୍ଷରୁ ଅଧିକ ନାମ !

ଭୁବନେଶ୍ୱର: ଗତ ନିର୍ବାଚନରେ ଆପଣ ଭୋଟ୍ ଦେଇଥିଲେ କି? ଯଦି ହଁ, ତେବେ ନିଶ୍ଚିନ୍ତ ହୋଇ ବସି ରୁହନ୍ତୁ ନାହିଁ। କାରଣ ଆଗାମୀ ଦିନରେ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ନୂଆ ଭୋଟର ତାଲିକାରେ ଆପଣଙ୍କ ନାମ ନଥାଇ ମଧ୍ୟ ପାରେ!…

ଏଥର ରଥଯାତ୍ରାରେ ନିୟୋଜିତ ହେବେ ୧୨ ହଜାର ପୁଲିସ କର୍ମଚାରୀ

ଭୁବନେଶ୍ବର : ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୬ ପାଇଁ ଶେଷ ସମନ୍ୱୟ କମିଟି ବୈଠକ ଶେଷ। ଆଉ ୯ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା…

ସୀତା ନଦୀରେ ଭାସିଗଲେ ୪ ଯୁବକ, ଜଣେ ମୃତ ; ୩ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତଣ୍ଡିବେଡା – ମନୋହରପୁର ଗ୍ରାମ ମଧ୍ୟସ୍ଥ ସୀତା ନଦୀ ପୋଲ ନିକଟରେ ଆଜି ଉପର ମୁଣ୍ଡରୁ ଆସୁଥିବା ବଢ଼ି ପାଣିରେ ସେଠାରେ ଗାଧାଉଥିବା ଲକ୍ଷ୍ମିପଶି ଗ୍ରାମର ୪…

ଗୋ ମାଫିଆଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ଏଏସଆଇ ଓ କନେଷ୍ଟବଳ ନିଲମ୍ବିତ

ବିଶୋଇ : ଗୋ ମାଫିଆଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଏବଂ ପୁଲିସ ବିଭାଗର ବିଶ୍ୱାସନୀୟତା ଉପରେ ଆଞ୍ଚ ଆଣିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ପୁଲିସ ପକ୍ଷରୁ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ। ଗୋ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ରଖି ଖବର ଲିକ୍ କରିବା…

ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ, ଯାତାୟତ ଠପ୍

ଦଶପଲ୍ଲା: ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ। ଦଶପଲ୍ଲା ବ୍ଲକ ଘୋଳାହାଣ୍ଡି ପଞ୍ଚାୟତର ଆଦିବାସୀ ବହୁଳ ନାରଦିଗୋଛା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଫଳରେ ଗ୍ରାମବାସୀଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଛି । ଏହି ରାସ୍ତାଦେଇ…

୯ ରେ ଖୋଲିବ ହୀରାକୁଦ ସ୍ଲୁଇସ ଗେଟ

ସମ୍ବଲପୁର : ଖୋଲିବ ହୀରାକୁଦ ଜଳଭଣ୍ଡାରର ସ୍ଲୁଇସ ଗେଟ l ଆସନ୍ତା ୯ ତାରିଖ ଖୋଲିବ ଜଲଭଣ୍ଡାରର ସ୍ଲୁଇସ ଗେଟ l ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଆସନ୍ତା ୦୯ ତାରିଖ…

ପ୍ରେମିକ ଘରୁ ପ୍ରେମିକାର ମୃତଦେହ ଉଦ୍ଧାର

ବ୍ରହ୍ମପୁର : ପ୍ରେମିକ ଘରେ ପ୍ରେମିକାର ଡେଡବଡି । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଏସ ନୂଆଗାଁ ପ୍ରେମିକ ଘରୁ ପ୍ରେମିକାର ମୃତଦେହ ଉଦ୍ଧାର କରାଯାଇଛି l ତେବେ ମୃତକ ନାବାଳିକା ଥିବା ସୂଚନା ମିଳିଛି l ଏସ, ନୂଆ ଗାଁ…

ରଥଯାତ୍ରା ସମୀକ୍ଷା ବୈଠକ, କର୍ଡନ୍ ଭିତରକୁ ଅନଧିକୃତ ଲୋକଙ୍କୁ ସମ୍ପୂର୍ଣ୍ଣ ବାରଣ

ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକ ଆରମ୍ଭ । ସବୁ ବିଭାଗର ରଥଯାତ୍ରା ପ୍ରସ୍ତୁତିର ହେଉଛି ସମୀକ୍ଷା । ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ…

ଚମ୍ପୁଆରେ ଏନକାଉଣ୍ଟର, ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ମହମ୍ମଦ ନାଫିସ ଗୁରୁତର

କେନ୍ଦୁଝର: ଚମ୍ପୁଆ ପୋଲିସର ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ମହମ୍ମଦ ନାଫିସକୁ ଏନକାଉଣ୍ଟର କଲା ପୋଲିସ । ତା ନାଁରେ ୩୦ ଅପରାଧୀକ ମାମଲା ରହିଛି । ଘରେ କେହି ନଥିବା ବେଳେ କବାଟ ଭାଙ୍ଗି ଲୁଟ କରିବାରେ ବେଶ ମାହିର…

ପ୍ରବଳ ବର୍ଷାରେ ନାଳରେ ଭାସିଗଲେ ଦୁଇ ଯୁବକ, ଜଣେ ନିଖୋଜ

ସମ୍ବଲପୁର: ବର୍ଷା ପାଣିର ସ୍ରୋତରେ ଭାସିଯାଇ ଯୁବକ ନିଖୋଜ, ସମ୍ବଲପୁର ସହର ନିକଟସ୍ଥ ବାଗଡିଆ ପଡ଼ା ନିକଟରେ ପାଣି ମାଡ଼ି ଆସିବାରୁ ଭାସିଗଲେ ଯୁବକ । ଦୁଇଜଣ ଯୁବକ ବାଇକରେ ଯାଉଥିବା ବେଳେ ହଠାତ୍ ପାଣି ମାଡ଼ି ଆସିଲା । ଉଭୟଙ୍କୁ…