ସମ୍ବଲପୁର : ଖୋଲିବ ହୀରାକୁଦ ଜଳଭଣ୍ଡାରର ସ୍ଲୁଇସ ଗେଟ l ଆସନ୍ତା ୯ ତାରିଖ ଖୋଲିବ ଜଲଭଣ୍ଡାରର ସ୍ଲୁଇସ ଗେଟ l ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଆସନ୍ତା ୦୯ ତାରିଖ ସକାଳ ୧୧ ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । ଏହି ସମୟରେ ନଦୀ ମଧ୍ୟକୁ ପ୍ରବେଶ ମନା l 13 ଟି ଜ଼ିଲ୍ଲାର ଜ଼ିଲ୍ଲାପାଳ ଓ ଏସପିଙ୍କୁ କଲେ ସତର୍କ l ସତର୍କ କଲେ ହୀରାକୁଦ ଜଲଭଣ୍ଡାର କର୍ତ୍ତୃପକ୍ଷ l