Month: July 2026

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ RI, ୨୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆରଆଇ। ରାୟଗଡା ଜିଲ୍ଲାର ଗୁଣୁପୁର ତହସିଲର ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) ବୁଧବାର ଦିନ ଏକ ମ୍ୟୁଟେସନ୍ ମାମଲାରେ ଅନୁକୂଳ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ରଥ ଉପରେ ଅନଧିକୃତ ପ୍ରବେଶ ଓ ମୋବାଇଲ ବ୍ୟବହାର ସଂପୂର୍ଣ୍ଣ ମନା: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ:ଆଜ୍ଞାମାଳ ବିଜେ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥଯାତ୍ରା ପ୍ରସ୍ତୁତି ଓ ନୀତିକାନ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବେଶ ସୂଚାରୁ ଭାବେ ସମ୍ପନ୍ନ ହୋଇଛି। ଆଜି ମଧ୍ୟ ଉଭାରେ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଓ…

ରାଜଧାନୀରେ ପୁଣି ଭୟଙ୍କର ହିଟ୍ ଆଣ୍ଡ ରନ୍, ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍। ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଖଣ୍ଡଗିରି ଓଭରବ୍ରିଜରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ରେ ଯାଉଥିବା ଦୁଇ ଯୁବକଙ୍କୁ ଧକ୍କା ଦେଇ ଫେରାର…

ଧରାପଡ଼ିଲା ୭୦ କିଲୋ ଗଞ୍ଜେଇ, ମାଷ୍ଟରମାଇଣ୍ଡ ଯୁବତୀ ଗିରଫ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ନିଶା କାରବାର। ସେ ପୁଣି ନୂଆ ନୂଆ ବିଭିନ୍ନ ଉପାୟରେ। ପ୍ରେମ ଆଉ ପରିବାରର ଆଳରେ ଚାଲିଥିଲା ନିଶା ବେପାର। କନ୍ଧମାଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ବେଳେ ନୟାଗଡ଼ରେ ମାଡ଼ି ବସିଲା ଅବକାରୀ ବିଭାଗ। ପୁଲିସ ଏହି…

ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା, ପୁରୀ ସହର ଭିତରକୁ ସାଧାରଣ ଯାନବାହନ ପ୍ରବେଶ ଉପରେ କଟକଣା

ପୁରୀ : ସମ୍ପୂର୍ଣ୍ଣ ହେଲା ପୁରୀ ରଥଯାତ୍ରା ପ୍ରସ୍ତୁତି । ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚାଯାତ୍ରା । ଗତକାଲି ନବଯୌବନ ଦର୍ଶନରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବା ପରେ, ଏବେ ପୁରୀ ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଭକ୍ତିମୟ ହୋଇଉଠିଛି ।…

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଆଉ ୩ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

ଭୁବନେଶ୍ୱର: ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ କ୍ରାଇମ ବ୍ରାଞ୍ଚ ବଡ଼ ଆକ୍ସନ ନେଉଥିବାର ଦେଖିବାକୁ ମିଳିଛି। ପୂର୍ବରୁ ଏହି ମାମଲାରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ। ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି…

ନୂତନ ବନ୍ଦର ନିର୍ମାଣ କରିବ ୟୁଏଇ

ଦୁବାଇ: ପାରସ୍ୟ ଉପସାଗର ଅଞ୍ଚଳରେ ବଢ଼ୁଥିବା ଭୂ-ରାଜନୈତିକ ତିକ୍ତତା ଓ ସୁରକ୍ଷା ବିପତ୍ତି ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟିକ ପଥ ‘ହର୍ମୁଜ୍ ପ୍ରଣାଳୀ’ ଉପରେ ନିଜର…

ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ ସରକାର

ଲଣ୍ଡନ:ବ୍ରିଟେନ ସରକାର ଇରାନର ସାମରିକ ବାହିନୀ ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (ଆଇଆରଜିସି)କୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। ବ୍ରିଟେନ ମାଟିରେ ଇହୁଦୀ ସମୁଦାୟ, ଇସ୍ରାଏଲ୍ ଓ ଇରାନର ବିରୋଧୀ ଗଣମାଧ୍ୟମଗୁଡ଼ିକୁ ନିଶାଣ କରି ହୋଇଥିବା ଏକାଧିକ ଆକ୍ରମଣ ଓ…

ଭୋଜଶାଳା ବିବାଦକୁ ନେଇ ସୁପ୍ରିମକୋର୍ଟ ଶୁଣାଣି, ନମାଜ ପଢିବା ପାଇଁ ମୁସଲିମଙ୍କୁ ମିଳିବ ଅଲଗା ଜାଗା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର ସ୍ଥିତ ଭୋଜଶାଳା ପରିସରର ଧାର୍ମିକ ପରିଚୟ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରୁଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ହିନ୍ଦୁ ଏବଂ ମୁସଲିମ ଉଭୟ ପକ୍ଷଙ୍କ ଅଧିକାରକୁ କ୍ଷତି ନ ପହଞ୍ଚାଇ ଆଖପାଖରେ ଥିବା କିଛି…

ଡିଭାଇଡରରେ ପିଟିହେଲା ବାଇକ୍, ୩ ପିଲାଙ୍କ ସହିତ ୪ ମୃତ

ହାପୁର : ଉତ୍ତରପ୍ରଦେଶ ହାପୁରରେ ଦିଲ୍ଲୀ-ଲକ୍ଷ୍ନୌ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାବୁଗଢ ଥାନା ଅନ୍ତର୍ଗତ ବଛଲୋତା ଫ୍ଲାଏଓଭର ନିକଟରେ ଏକ ବାଇକ୍ ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହୋଇଥିଲା । ଦୁର୍ଘଟଣାରେ ୩ ପିଲାଙ୍କ ସହିତ ପରିବାରର…