ଝିଙ୍କ ଶିକାର କରି ପ୍ରଧାନ ଶିକ୍ଷକ ଗିରଫ, ମାଂସ ଓ ବନ୍ଧୁକ ଜବତ
ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ଝିଙ୍କ ଶିକାର କରି ଗିରଫ ହୋଇଛନ୍ତି ଜଣେ ପ୍ରଧାନ ଶିକ୍ଷକ। ତାଙ୍କ ସହିତ ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି ମୟୂରଭଞ୍ଜ ଶିମିଳିପାଳ ଦକ୍ଷିଣ ଡିଭିଜନର ବନ କର୍ମଚାରୀ। ଅଭିଯୁକ୍ତ ଦ୍ୱୟଙ୍କଠାରୁ ଦେଢ଼ କେଜି ଝିଙ୍କ…