Month: January 2024

ପ୍ରଭୁ ଶ୍ରୀ ରାମଙ୍କ ନାମରେ ବିଜେପି ନିର୍ବାଚନ ଲଢୁଛି ବୋଲି କହିବା ସମ୍ପୂର୍ଣ୍ଣ ଭୁଲ : ରାମ ମନ୍ଦିର ମୁଖ୍ୟ ପୂଜକ

ଅଯୋଧ୍ୟା : ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏହି କାର୍ଯ୍ୟକ୍ରମ ପାଇଁ ଏବେ ଲୋକଙ୍କୁ ନିମନ୍ତ୍ରଣ ପଠାଯାଉଛି। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବଡ ବଡ ନେତା, ତଥା ଅଭିନେତାଙ୍କୁ ଆମନ୍ତ୍ରିତ କରାଯାଇଛି। ଏହାରି…

କେନାଲ ନିକଟରୁ ମିଳିଲା ଅର୍ଜୁନ ପୁରଷ୍କାର ପ୍ରାପ୍ତ ଓ୍ୱେଟ୍‌ଲିଫ୍ଟରଙ୍କ ମୃତଦେହ

ନୂଆଦିଲ୍ଲୀ : କେନାଲ ନିକଟରୁ ମିଳିଲା ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ମୃତଦେହ। ସନ୍ଦିଗ୍ଧ ଅବସ୍ଥାରେ ୫୪ ବର୍ଷୀୟ ଡେପୁଟି ସୁପରିଟେଣ୍ତେଣ୍ଟ ଅଫ୍ ପୁଲିସ ଦଲବୀର ସିଂହ ଦେଓଲଙ୍କ ମୃତଦେହ ମିଳିଛି। ଦଳବୀର ସିଂହ ଜଣେ ଜଣାଶୁଣା ଓ୍ୱେଟ୍‌ଲିଫ୍ଟର୍‌ ମଧ୍ୟ ଥିଲେ।…

ନୂଆବର୍ଷ ପାର୍ଟି ସାରି ଫେରୁଥିବା ବେଳେ ଅଘଟଣ, ୬ ମୃତ

ରାଞ୍ଚି : ନୂଆବର୍ଷରେ ଘଟିଲା ଅଘଟଣ। ନ୍ୟୁ-ଇୟର୍‌ ପାଟ ସାରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା କାର୍‌। ଡିଭାଇଡର୍‌ରେ ପିଟି ହୋଇ ଚାଲିଗଲା ୬ ଜଣଙ୍କ ଜୀବନ। ଝାଡ଼ଖଣ୍ଡର ଜାମଶେଦପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା। ସୂଚନା ମୁତାବକ, ଜାମଶେଦପୁରର ବିଷ୍ଣୁପୁର…

ପରମାଣୁ ପ୍ରତିଷ୍ଠାନର ତାଲିକା ବିନିମୟ କଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ତିନି ଦଶନ୍ଧିରୁ ଅଧିକ ସମୟ ଧରି ଚାଲି ଆସିଥିବା ଏକ ଦ୍ୱିପାକ୍ଷିକ ଚୁକ୍ତି ଅନୁଯାୟୀ ଭାରତ ଏବଂ ପାକିସ୍ତାନ ସୋମବାର ସେମାନଙ୍କର ପରମାଣୁ ପ୍ରତିଷ୍ଠାନର ଏକ ତାଲିକା ଆଦାନ ପ୍ରଦାନ କରିଛନ୍ତି; ଯେଉଁଥିରେ ଉଭୟ ପକ୍ଷ ପରସ୍ପରର ପରମାଣୁ ପ୍ରତିଷ୍ଠାନ…

ସୁନାମୀ ଯୋଗୁଁ ଜାପାନର ପରମାଣୁ କେନ୍ଦ୍ରକୁ ନେଇ ଚିନ୍ତା

ନୂଆଦିଲ୍ଲୀ: ଜାପାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୁରନ୍ତ ପରେ ସୁନାମି ଆସିଥିଲା, ଯାହା ଫଳରେ ସହର ଭିତରକୁ ପାଣି ପଶିଯାଇଛି। ଏହି ଘଟଣା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଲହରର ଉଚ୍ଚତା ୧.୩ ଫୁଟ ପର୍ଯ୍ୟନ୍ତ ରହିଛି।…

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର। ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୧୯୬୭) ଅନୁଯାୟୀ ସରକାର ତାକୁ ଆତଙ୍କବାଦୀ ଘୋଷଣା କରିଥିବା ଜଣାପଡ଼ିଛି। ଗୃହ ମନ୍ତ୍ରାଳୟ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ନିଷିଦ୍ଧ…

କେରଳ ରାଜ୍ୟପାଳଙ୍କ କୁଶ ପୁତ୍ତଳିକା ଜାଳିବା ଅଭିଯୋଗରେ ଏସଏଫଆଇ ନେତା ଓ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ କେରଳର ପାୟାମ୍ବାଲମ୍‌ ଢ଼େବଳାଭୂମିରେ ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କ ବିଶାଳ କୁଶ ପୁତ୍ତଳିକା ଦାହ କରିବା ଅଭିଯୋଗରେ ଭାରତୀୟ ଛାତ୍ର ମହାସଂଘ (ଏସଏଫଆଇ)ର ରାଜ୍ୟ ସଭାପତି କେ ଅନୁଶ୍ରୀ ଏବଂ ଅନ୍ୟ ୮ ଜଣଙ୍କ ବିରୋଧରେ କେରଳ…

ହେମନ୍ତ ସୋରେନଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ କି? ବିଜେପି ସାଂସଦଙ୍କ ବଡ ବୟାନ

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ବିଧାନସଭାରୁ ଇସ୍ତଫା ଦେବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ ହେମନ୍ତ ସୋରେନ ଖୁବଶୀଘ୍ର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ…