Month: January 2024

ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼

ପୁରୀ : ନୂଆ ବର୍ଷରେ ନୂଆ ରେକର୍ଡ। ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ଦର୍ଶନରୁ ବର୍ଷର ଆରମ୍ଭ କରିବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଅପରାହ୍ନ ୫ଟା ସୁଦ୍ଧା ସା.ଢେ ତିନି ଲକ୍ଷ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ…

ଭାଙ୍ଗିଗଲା ମାଟି ହାଣ୍ତି, ବୁଡ଼ିଲା ଭେଳା; ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ

ନୀଳଗିରି : ଡ୍ୟାମ୍‌ ମଝିରେ ଭାଙ୍ଗିଗଲା ମାଟି ହାଣ୍ତି, ବୁଡ଼ିଗଲା ଭେଳା। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ପର୍ଯ୍ୟଟକ। ଦୀର୍ଘ ସମୟ ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପାଣିରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ଆଜି ଅପରାହ୍ନରେ ଏପରି ଘଟଣା…

ଉପ ଶବ୍ଦକୁ ଲିଭାଇ ଲୋକେ କଲେ ଜିଲ୍ଲାପାଳ !

ପଦ୍ମପୁର : ଆଜି ନୂଆବର୍ଷ। ୨୦୨୩ ମସିହା ଯାଇ ୨୦୨୪ ମସିହା ପଦାର୍ପଣ କଲାଣି। ହେଲେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିଲା ନାହିଁ। ଯାହାକୁ ନେଇ ପଦ୍ମପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପଦ୍ମପୁର ଉପ…

ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ବୁର୍ଲା ହସ୍‌ପିଟାଲ୍‌ରେ ହେଲା ଏକୋଇଶିଆ, ଦିଆଗଲା ନାଁ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ଆଜି ଏକୋଇଶିଆ ପାଳନ କରାଯାଇଛି। ତା’ସହିତ ତା’ର ନାଁ ବିଜୟିନୀ ରଖାଯାଇଛି। ଶିଶୁ କନ୍ୟାଟି…

ASIଙ୍କ ସମେତ ୪ ପୁଲିସ୍ କର୍ମଚାରୀଙ୍କ ବଦଳି

ଭଦ୍ରକ : ନାଇଟ୍ ପାଟ୍ରୋଲିଂ ବେଳେ ଗୋପୀନାଥ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନାର ଜଣେ ଏଏସ୍‌ଆଇଙ୍କ ସମେତ ୪ ପୁଲିସ୍ କର୍ମଚାରୀଙ୍କୁ ବଦଳି କରାଯାଇଛି। ସେମାନଙ୍କୁ ଭଦ୍ରକ ଜିଲ୍ଲା ପୁଲିସ୍…

ପ୍ରତ୍ୟାହାର ପରେ ୯୭.୩୮ ପ୍ରତିଶତ ୨୦୦୦ଟଙ୍କିଆ ନୋଟ୍‌ ରିଜର୍ଭ ବ୍ୟାଙ୍କକୁ ଫେରିଲା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୋମବାର କହିଛି ଯେ ମେ ୧୯, ୨୦୨୩ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍‌ ମଧ୍ୟରୁ ୯୭.୩୮ ପ୍ରତିଶତ ନୋଟ ବ୍ୟାଙ୍କ୍‌କୁ ଫେରସ୍ତ ଆସିଯାଇଛି।ସଦ୍ୟତମ ତଥ୍ୟରୁ ଜଣାପଡିଛି ଯେ ପ୍ରଚଳନରେ ଥିବା…

ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଲେ ବାଂଲାଦେଶ କୋର୍ଟ

ଢାକା: ବାଂଲାଦେଶର ନୋବେଲ ବିଜେତା ଅର୍ଥନୀତିଜ୍ଞ ଡକ୍ଟର ମହମ୍ମଦ ୟୁନୁସଙ୍କୁ ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ସୋମବାର ଏକ ଅଦାଲତ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୮୩ ବର୍ଷୀୟ ଅର୍ଥନୀତିଜ୍ଞ ୨୦୦୬ ମସିହାରେ ଦାରିଦ୍ର୍ୟ ବିରୋଧୀ ଅଭିଯାନ ପାଇଁ…

ରାମ ମନ୍ଦିର ପ୍ରାଣ ପ୍ରତି‌ଷ୍ଠା ଦିନ ମୁମ୍ବାଇରେ ଦୀପାବଳି ପାଳିବାକୁ କହିଲେ ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅଯୋଧ୍ୟା ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ରାମ ମନ୍ଦିରକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି। ଏହି କ୍ରମରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜାନୁଆରି ୨୨…

ଶକ୍ତିଶାଳୀ ଭୂକମ୍ପ ପରେ ସୁନାମି, ଲୋକେ ଭୟଭୀତ

ଟୋକିଓ : ନୂଆବର୍ଷରେ ଭୟଙ୍କର ଭୂମିକମ୍ପ ଝଟ୍‌କାରେ ଦୋହଲିଲା ଜାପାନ। ୭.୫ ତିବ୍ରତାର ଭୂମିକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ଏହାରି ଭିତରେ ଜାପାନର ଉପକୂଳ ଅଞ୍ଚଳରେ ୫ ଫୁଟ ଉଚ୍ଛତାର ସୁନାମି ଲହଡି ମାଡ଼ ହୋଇଛି। ଏହାକୁ ନେଇ…

ବିଚ୍‌ ରାସ୍ତାରେ ଦଳିତ ମହିଳାଙ୍କୁ ପିଟିଲା ପୁଲିସ, ଭିଡିଓ ଭାଇରାଲ

ପାଟନା : ରକ୍ଷକ ସାଜିଲା ଆକ୍ରମଣକାରୀ। ଦାଦାଗିରି ଦେଖାଇଲା ପୁଲିସ। ବର୍ବରତାର ସବୁ ସୀମା ଟପିଲା। ବିଚ୍‌ ରାସ୍ତାରେ ଦଳିତ ମହିଳାଙ୍କୁ ପିଟିଲା। ବିହାରର ସୀତାମଢ଼ି ଅଞ୍ଚଳରେ ସର୍ବସମ୍ମୁଖରେ ଜଣେ ଦଳିତ ମହିଳାଙ୍କୁ ଜଣେ ପୁଲିସ କର୍ମଚାରୀ ମାଡ଼ ମାରିଛନ୍ତି। ଏହି…