Month: October 2023

ଅଭିଯୁକ୍ତ ଗିରଫ, ଖଣ୍ଡା ଓ ଲୁହାରଡ୍‌ ଜବତ

ଭୁବନେଶ୍ୱର୍: କୁକୁର ଲଢେଇ ଓ ଭୁକିବାକୁ ନେଇ ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମରା ଯାଇଥିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସୂର୍ଯ୍ୟନଗର ସିମିଳିବସ୍ତିରେ ରହୁଥିବା ନୟାଗଡ଼ ଜିଲ୍ଲା ସଦର…

ତାରକା ପ୍ରଚାରକ ତାଲିକାରେ ଓଡ଼ିଶା ପିସିସି ସଭାପତି

ଭୁବନେଶ୍ବର: ପ୍ରକାଶ ପାଇଛି ଛତିଶଗଡ଼ରେ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ୪୦ଜଣିଆ ଏଆଇସିସିର ତାରକା ପ୍ରଚାରକ ତାଲିକା। ଏଥିରେ ସ୍ଥାନ ପାଇଛନ୍ତି ତିନିଜଣ ଓଡ଼ିଆ। ଏମାନେ ହେଲେ ଓଡ଼ିଶାର ପିସିସି ସଭାପତି ଶରତ ପଟ୍ଟନାୟକ,ଏଆଇସିସି ପ୍ରଭାରୀ ଭକ୍ତ ଚରଣ ଦାସ…

ଅତ୍ୟଧିକ ଉତ୍ତେଜିତ ହେବାରୁ ଏଏସଆଇ ଏଲିଶ ଲୁଗୁନଙ୍କ ମୃତ୍ୟୁ, ସୂଚନା ଦେଲେ ରାଉରକେଲା ଏସପି

ରାଉରକେଲା: ଉଦିତନଗର ଥାନା ଏଏସଆଇ ଏଲିଶ ଲୁଗୁନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଯାଞ୍ଚ ହୋଇ ଭୁବନେଶ୍ୱର ଏମ୍ସରୁ ଆସିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅତ୍ୟଧିକ ଉତ୍ତେଜିତ ହେବାରୁ ଏଲିଶ ଲୁଗୁନଙ୍କ…

କପି କରିବାକୁ ଅଟକାଇବାରୁ ଶିକ୍ଷକଙ୍କୁ ମାଡ଼ ମାରିଲେ ପରୀକ୍ଷାର୍ଥୀ

ପାଟନା : ପରୀକ୍ଷା ହଲ୍‌ରେ ହାଇ ଭୋଲଟେଜ ଡ୍ରାମା। କପି କରିବାକୁ ଅଟକାଇବାରୁ ଶିକ୍ଷକଙ୍କୁ ନିର୍ଧୁମ ଛେଚିଲେ ପରୀକ୍ଷାର୍ଥୀ। ତାଙ୍କ ଡ୍ରେସ ଚିରି ଦେଲେ। କେବଳ ସେତିକି ନୁହେଁ ଅଟକାଇବାକୁ ଆସିଥିବା ଗାର୍ଡକୁ ମଧ୍ୟ ଚାପୁଡା ମାରିଲେ। ମହିଳା ପୁଲିସକର୍ମୀଙ୍କ ଠାରୁ…

ଅଫିସ ନ ଆସିଲେ ଯିବ ଚାକିରି! କର୍ମଚାରୀଙ୍କୁ ଚେତାବନୀ ଦେଲା ଆମାଜନ

ଓ୍ବାଶିଂଟନ,୨୧।୧୦: ବିଶ୍ୱର ଅଗ୍ରଣୀ ଇ-କମର୍ସ କମ୍ପାନୀ ଆମାଜନ ଏହାର ୱାର୍କ ର୍ଫମ ଅଫିସ ପଲିସି ସମ୍ବନ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। କମ୍ପାନୀ ନିକଟ ଅତୀତରେ କହିଛି ଯେ ମ୍ୟାନେଜରମାନେ ସେହି କର୍ମଚାରୀଙ୍କୁ ବରଖାସ୍ତ କରିବା ଉଚିତ ଯେଉଁମାନେ ଅଫିସକୁ ଫେରିବା…

ୟେମେନରୁ ଇସ୍ରାଏଲ ଉପରେ ଆକ୍ରମଣ ପଣ୍ଡ: କ୍ଷେପଣାସ୍ତ୍ର, ଡ୍ରୋନ୍‌ ଖସାଇଲା ଆମେରିକା

ନୂଆଦିଲ୍ଲୀ: ୟେମେନରୁ ଇସ୍ରାଏଲ ଉପରକୁ ଛଡ଼ାଯାଇଥିବା ୩ଟି କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନ୍‌କୁ ଆମେରିକା ନୌସେନାର ଯୁଦ୍ଧ ଜାହାଜ ଖସାଇ ଦେଇଛି। ଉତ୍ତର ଲୋହିତ ସାଗରରେ ଆମେରିକା ନୌସେନାର ଏକ ଯୁଦ୍ଧଜାହାଜ ୟେମେନର ହାଉଥି ବାହିନୀ ଦ୍ବାରା ଛଡ଼ାଯାଇଥିବା ୩ଟି କ୍ରୁଜ୍‌…

ବୋମାବର୍ଷା ଭିତରେ ଶାନ୍ତି ସମ୍ମିଳନୀ: ଇଜିପ୍ଟରେ ଆଜି କଥାବାର୍ତ୍ତା

କାଇରୋ : ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ହେବାରେ ଲାଗିଛି। ଗାଜା ସ୍ଥିତି ଅତି ଜଟିଳ ହୋଇପଡ଼ିଥିବା ବେଳେ କୌଣସି ସହାୟତା ପହଞ୍ଚି ପାରୁନଥିବାରୁ ଅକଥନୀୟ ଯନ୍ତ୍ରଣାରେ ଲୋକେ ଛଟପଟ ହେଉଛନ୍ତି। ୬ଟି ହସ୍ପିଟାଲରେ ଆଜିଠାରୁ…

ସୃଷ୍ଟି ହେଲା ବାତ୍ୟା ‘ତେଜ’, ବୁଧବାର ସକାଳେ କରିବ ଲ୍ୟାଣ୍ଡ୍ ଫଲ୍

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହେଲା ବାତ୍ୟା ‘ତେଜ’। ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବା…

ପାର୍ଟନର୍‌ଙ୍କଠାରୁ ପୃଥକ୍‌ ହେଲେ ଇଟାଲିର ପ୍ରଧାନମନ୍ତ୍ରୀ ଜୋର୍ଜା ମେଲୋନି

ରୋମ୍‌: ସାମ୍ବାଦିକ ତଥା ପାର୍ଟନର୍‌ ଆଣ୍ଡ୍ରିଆ ଜିଆମ୍ବ୍ରୁନୋଙ୍କଠାରୁ ପୃଥକ୍‌ ହୋଇଛନ୍ତି ଶୁକ୍ରବାର ଦିନ ଇଟାଲୀର ପ୍ରଧାନମନ୍ତ୍ରୀ ଜୋର୍ଜା ମେଲୋନି କହିଛନ୍ତି। ‘ଏକ୍ସ୍‌’ କରି ମେଲୋନି ଲେଖିଛନ୍ତି, ପ୍ରାୟ ୧୦ ବର୍ଷ ଧରି ତିଷ୍ଠି ରହିଥିବା ଆଣ୍ଡ୍ରିଆ ଜିଆମ୍ବ୍ରୁନୋଙ୍କ ସହ ମୋର ସମ୍ପର୍କ…

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଜୟପୁର: ଭାରତୀୟ ଜନତା ପାର୍ଟି ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବିଜେପି ଏହାର ବହୁ ବଡ ନେତାଙ୍କ ନାମ ମଧ୍ୟ ଘୋଷଣା କରିଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ…