Month: September 2023

ଆମେରିକାରେ ଦ୍ୱିତୀୟ ଘୁଷୁରି ହୃଦୟ ପ୍ରତିରୋପଣ

ୱାସିଂଟନ: ଆମେରିକାର ମେରିଲାଣ୍ଡରେ ସର୍ଜନମାନେ ଜଣେ ମୁମୂର୍ଷୁ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କଠାରେ ଏକ ଘୁଷୁରିର ହୃଦୟ ପ୍ରତିରୋପଣ କରିଛନ୍ତି। ଏହା ହେଉଛି ଆମେରିକାରେ ଦ୍ବିତୀୟ ଘୁଷୁରି ହୃଦୟ ପ୍ରତିରୋପଣ ଘଟଣା, ଯାହା ପରୀକ୍ଷାମୂଳକ ଭାବେ କରାଯାଇଛି। ଦୁଇ ଦିନ…

ଆଠଗଡ ତିଗିରିଆରେ ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ବୋମାମାଡ: ୩ ଗୁରୁତର

ଆଠଗଡ: କଟକ ଆଠଗଡ ତିଗିରିଆରେ ଅଭାବନୀୟ ଘଟଣା ଘଟିଛି । ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଛି । ଫଳରେ ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ତିଗିରିଆ ମେଡିକାଲରେ ଭର୍ତ୍ତି…

ଭାଙ୍ଗିଲା ଡ୍ରେନେଜ୍‌ ସ୍ଲାବ ; ୧୨ ଆହତ, ୨୦ରୁ ଅଧିକ ଉଦ୍ଧାର

ଗୁଜୁରାଟ : ଗୁଜୁରାଟର ରାଜକୋଟ ସହରରେ ଦୁର୍ଘଟଣା ଘଟିଛି । ରବିବାର ରାତିରେ ଗଣେଶ ପଣ୍ଡାଲ ନିକଟରେ ଏକତ୍ରିତ ହୋଇଥିବା ଲୋକଙ୍କ ଚାପ ଯୋଗୁଁ ଡ୍ରେନେଜ ଲାଇନ ସ୍ଲାବ ଖସି ପଡିଥିଲା । ଏହି ଘଟଣାରେ ଅତି କମରେ ୧୨ ଜଣ…

ଆଜିଠୁ ଦେଶରୁ ଫେରିଯିବ ମୌସୁମୀ

ଦେଶରୁ ଫେରିଯିବ ମୌସୁମୀ । ଆଜିଠୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୨୪ ଘଣ୍ଟାରେ ରାଜସ୍ଥାନରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୁଳ ରହିଛି ବୋଲି ସୂଚନା…

ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା ଭାରତ

ଇନ୍ଦୋର: ଅଷ୍ଟ୍ରେଲିଆ ବିରୋଧରେ ଭାରତର ବିଶାଳ ବିଜୟ । ଇନ୍ଦୋର ଦିନିକିଆ ସହିତ ସିରିଜ ବିଜୟ କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୯୯ ରନର ବଡ଼ ବ୍ୟବଧାନରେ ହରାଇ ୩ଟିକିଆ ସିରିଜକୁ ୨-୦ରେ ଜିତି ନେଇଛି ଭାରତ । ଭାରତ…

କାର୍ ଓ ବାଇକକୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର ,୨ ମୃତ

ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟ ବଡଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍ ଓ ବାଇକକୁ ଧକ୍କା ଦେଇ ଘାଟିକୁ ଓଲଟି ପଡିଲା ତେଲ ବୋଝେଇ ଟ୍ୟାଙ୍କର । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏଥିରେ ୬ ଜଣ…

ଥାନାରେ ସ୍ତ୍ରୀ କଲା ଅଭିଯୋଗ, ପୋଲିସ୍ ମାଡରେ ସ୍ୱାମୀ ଗୁରୁତର

ବାଙ୍ଗିରିପୋଷି: ଇଏ କି ନ୍ୟାୟ ବ୍ୟବସ୍ଥା । ଏକ ପାଖିଆ କଥା ଶୁଣି ଜଣଙ୍କୁ କଣ କେବେ ଦଣ୍ଡ ଦିଆଯାଇପାରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ । ସ୍ତ୍ରୀର ଅଭିଯୋଗକୁ ଭିତ୍ତି…

୧୯ ପଳାତକ ଖାଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପତ୍ତି ହେବ ବାଜ୍ୟାପ୍ତ

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବାଦୀୟ ବୟାନ ପରେ ଆକ୍ସନ ମୋଡରେ ଭାରତ । ଖାଲିସ୍ତାନୀ ଆତଙ୍କୀଙ୍କ ବିରୋଧରେ ଖଡଗହସ୍ତ ତଦନ୍ତକାରୀ ସଂସ୍ଥା ଏନଆଇଏ । କାନାଡା, ବ୍ରିଟେନ, ଆମେରିକା, ଦୁବାଇ, ପାକିସ୍ତାନ ଓ ଅନ୍ୟାନ୍ୟ ଦେଶରେ ରହୁଥିବା ୧୯…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ…

ଏସିଆନ ଗେମ୍ସରେ ଏୟାର ରାଇଫଲ୍ସ ଟିମ୍ ଜିତିଲା ସ୍ବର୍ଣ୍ଣ, ପଦକ ସଂଖ୍ୟା ୭ ଛୁଇଁଲା

ହାଞ୍ଜହୁ: ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ । ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଛି ଗୋଲ୍ଡ ମେଡାଲ । ସେହିପରି ରୋଇଂରେ ମଧ୍ୟ ଭାରତକୁ ପଦକ ମିଳିଛି । ରୋଇଂରେ ବ୍ରୋଞ୍ଜ ମେଡାଲ ହାସଲ କରିଛି ଭାରତ ।…