Month: May 2023

ଆନ୍ଧ୍ରର ନେତା-ଅଧିକାରୀଙ୍କ ବ୍ୟବହାର ସୁନ୍ଦର, ସେମାନେ ଆସିଲେ ଗୀତ ସହ ବାଜା ବଜାଇ ସ୍ବାଗତ କରୁଛୁ : କୋଟିଆବାସୀ

ପଟ୍ଟାଙ୍ଗି: ଓଡ଼ିଶାର ବିଧାୟକ ଅଥବା ବ୍ଲକ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ କୋଟିଆ ଆସିଲେ ଆମମାନଙ୍କ ସହ ଠିକ ଭାବେ କଥାବାର୍ତ୍ତା କରନ୍ତି ନାହିଁ। କିନ୍ତୁ ଆନ୍ଧ୍ରପ୍ରଦେଶର ଯେକୌଣସି ରାଜନେତା ହୁଅନ୍ତୁ ବା ଅଧିକାରୀ ଯେତେବେଳେ ଏଠାକୁ ଆସନ୍ତି, ସେମାନେ ଆମମାନଙ୍କ…

ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ଖୋର୍ଦ୍ଧା: ବାଘମାରୀ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗତକାଲି ସକାଳ ପ୍ରାୟ ସାଢ଼େ…

ଜାଲିଆତି କରି ୫କୋଟି ଋଣ ନେଇଥିଲେ, ବନ୍ଧା ହେଲେ ଘରୋଇ କଂପାନିର ନିର୍ଦ୍ଦେଶକ ରାଜୀବ ଲୋଚନ ଦାସ

ଭୁବନେଶ୍ବର: ଜାଲିଆତି କରି କୋଟି କୋଟି ଟଙ୍କା ଋଣ ନେଇଥିବା ଅଭିଯୋଗରେ ‌ଅର୍ଥନୈତିକ ଅପରାଧ ଶାଖା ସୋମବାର ଏକ ଘରୋଇ କଂପାନିର ନିର୍ଦ୍ଦେଶକ ତଥା ଅଭିଯୁକ୍ତ ରାଜୀବ ଲୋଚନ ଦାସଙ୍କୁ ଗିରଫ କରିଛି। ଗିରଫ ପରେ ରାଜୀବଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ…

ଆମେ ଏକ ପରିବାର : ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ପରେ କହିଲେ ପୁତୁରା ଅଜିତ ପାୱାର

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଚର୍ଚ୍ଚା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସେ ଦୁଇ ଦଶନ୍ଧି ଧରି ରହିଥିବା ଦଳ ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିବା ପରେ ଏହି…

ଦାନ୍ତେୱାଡା ବିସ୍ପୋରଣର କଡ଼ା ଜବାବ ଦେଲା ଛତିଶଗଡ଼ ପୁଲିସ: ଏନକାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତ୍ୟୁ

ରାଇଘର: ଛତିଶଗଡ଼ ପୁଲିସ ପ୍ରଶାସନର ପକ୍ଷରୁ ଏକ ବଡ଼ ସଫଳତା ମିଳିଥିବା ସାମ୍ନାକୁ ଆସିଛି l ଦାନ୍ତେୱାଡା ଘଟିଥିବା ବିସ୍ପୋରଣର କଡ଼ା ଜବାବ ଦେଇଛି ଗାରିଆବନ୍ଧ ପୁଲିସl ସୀଆରପିଏଫ କୋବ୍ରା ବାଟାଲିୟନ ୨୦୭ ଏବଂ ଗାରିଆବନ୍ଧ ପୁଲିସ ଫୋର୍ସର ମିଳିତ ଅପରେସନ୍…

ରାସ୍ତାକଡ଼ର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ଏସିଆର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ ମଧ୍ୟ ସାଧାରଣ ଲୋକଙ୍କ ଭଳି ରାସ୍ତାକଡ଼ର ଖାଦ୍ୟ ଖାଇବାକୁ ଭଲପାଆନ୍ତି। ନିକଟରେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ କହିଥିଲେ ଯେ ମୁକେଶ ଅମ୍ବାନୀ ରାସ୍ତାକଡ଼ର…

ପୁଣି ପଡ଼ିଆ ଭିତରେ ବିରାଟ୍ ଓ ଗମ୍ଭୀରଙ୍କ ବାକ୍-ଯୁଦ୍ଧ, ଦୁହିଁଙ୍କ ଶତପ୍ରତିଶତ ମ୍ୟାଚ୍-ଫି କଟିଲା

ଲକ୍ଷ୍ନୌ: ଗତକାଲି ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ପୁଣି ଥରେ ବିରାଟ କ‌ୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଛି। ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା…

ଦେବାଳିଆ ହେଲା ଗୋ-ଫାଷ୍ଟ୍, ମେ’ ୩ ଓ ୪ ପାଇଁ ସମସ୍ତ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଆଗାମୀ ୨ଦିନ ପାଇଁ ଉଡାଣ ବନ୍ଦ ଘୋଷଣା କଲା ଗୋଫାଷ୍ଟ ଏୟାରଲାଇନ୍ସ। ଗୋଫାଷ୍ଟ ସିଇଓ କୌଶିକ ଖୋନାଙ୍କ ଅନୁଯାୟୀ, ପାଣ୍ଠିର ଅଭାବ ହେତୁ ମେ’ ୩ ଓ ୪ରେ ବିମାନ ଉଡ଼ାଣ ସାମୟିକ ଭାବେ ସ୍ଥଗିତ ରହିବ। ଗୋଫାଷ୍ଟକୁ ଦେବାଳିଆ…

ରାଜ୍ୟରେ ହେଉଥିବା ୯୦ ପ୍ରତିଶତ ଅପରାଧ ପାଇଁ ପ୍ରବାସୀ ଶ୍ରମିକ ହିଁ ଦାୟୀ: ଗୋଆ ମୁଖ୍ୟମନ୍ତ୍ରୀ

ପାଣାଜୀ: ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧ ସମ୍ପର୍କରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏକ ଅଜବ ବିବୃତ୍ତି ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ରାଜ୍ୟରେ ହେଉଥିବା ପ୍ରାୟ ୯୦ ପ୍ରତିଶତ ଅପରାଧ ପଛରେ ପ୍ରବାସୀ ଶ୍ରମିକଙ୍କ ହାତ ରହିଛି |…

ବଦଳାଗଲା ପଞ୍ଜାବର ସରକାରୀ କାର୍ଯ୍ୟାଳୟର ଖୋଲିବା ଏବଂ ବନ୍ଦ ହେବା ସମୟ

ପଞ୍ଜାବ: ପଞ୍ଜାବର ସରକାରୀ କାର୍ଯ୍ୟାଳୟର ଖୋଲିବା ଏବଂ ବନ୍ଦ ହେବା ସମୟ ମଙ୍ଗଳବାର ଠାରୁ ବଦଳି ଯାଇଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି,‘ ଏହି ପଦକ୍ଷେପ କେବଳ ବିଦ୍ୟୁତ୍ ସଞ୍ଚୟ କରିବାରେ ସହାୟକ ହେବ ନାହିଁ ବରଂ ଅନେକ ଲାଭ ମଧ୍ୟ…