Spread the love

ରାଇଘର: ଛତିଶଗଡ଼ ପୁଲିସ ପ୍ରଶାସନର ପକ୍ଷରୁ ଏକ ବଡ଼ ସଫଳତା ମିଳିଥିବା ସାମ୍ନାକୁ ଆସିଛି l ଦାନ୍ତେୱାଡା ଘଟିଥିବା ବିସ୍ପୋରଣର କଡ଼ା ଜବାବ ଦେଇଛି ଗାରିଆବନ୍ଧ ପୁଲିସl ସୀଆରପିଏଫ କୋବ୍ରା ବାଟାଲିୟନ ୨୦୭ ଏବଂ ଗାରିଆବନ୍ଧ ପୁଲିସ ଫୋର୍ସର ମିଳିତ ଅପରେସନ୍ ରେ ହୋଇଥିଲା ଏନକାଉଣ୍ଟରl ଜୁଗାଡ଼ ଥାନା ଅଂଚଳର କର୍ଲାଜହର ଅଂଚଳରେ ଜଣେ କ୍ୟାଡର୍ ନକ୍ସଲ ନାଗେଶ ବି.କେ ଆଜି ସକାଳ ୯ ଟା ସମୟରେ ଏନକାଉଣ୍ଟର ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛିl
ନିହତ ନକ୍ସଲଙ୍କ ନିକଟରୁ ୩ ନଟ୍‌ ୩ ବନ୍ଧୁକ ମଧ୍ୟ ଜବତ କରାଯାଇଛି | ଏଥିସହିତ ଅନେକ ଉପଯୋଗୀ ଜିନିଷ ମଧ୍ୟ ଜବତ କରାଯାଇଛି |

Leave a Reply

Your email address will not be published. Required fields are marked *