Month: April 2023

ଆଜି ଗୁଡ୍‌ ଫ୍ରାଇଡେ: ଶାନ୍ତି ପାଇଁ ପ୍ରାର୍ଥନା କରିବାର ବାଲୁକା କଳାକୃତି ତିଆରି କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆଜି ପବିତ୍ର ଗୁଡ୍‌ ଫ୍ରାଇଡେ। ଖ୍ରୀଷ୍ଟ ଧର୍ମଲମ୍ବୀ ମାନଙ୍କ ପାଇଁ ଆଜି ଏକ ବିଶେଷ ଦିନ। ଆଜିର ଦିନରେ ପ୍ରଭୂ ଯୀଶୁ ଖ୍ରୀଷ୍ଠଙ୍କୁ କୃଷୁ ବିଧ କରଯାଇଥିଲା। ଗୁଡ଼ ଫ୍ରାଇଡେ ହେଉଛି ସେହି ଦିନ, ଯେଉଁଦିନ ପ୍ରଭୁ ଜୀଶୁଙ୍କୁ…

ବେକରେ ରସି ଲଗାଇ ଝୁଲିପଡିଲେ ପୋଲିସ୍ କନେଷ୍ଟବଳ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାର ଏମଭି -୪୨ ଗାଁ ରେ ଜଣେ ପୋଲିସ୍ କନେଷ୍ଟବଳ ଆତ୍ମହତ୍ୟା କରିଛନ୍ତି। ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ସୁଶାନ୍ତ ହାଲଦାର୍ ସେ ପୋଲିସ ROରେ କାର୍ଯ୍ୟରତ ଥିଲେ।…

ସ୍ୱାମୀ ଉପରେ କିରୋସିନି ଢାଳି ନିଆଁ ଲଗାଇଦେଇଥିବା ଘଟଣା : ବନ୍ଧା ହେଲା ପତି ହନ୍ତା ପତ୍ନୀ

ଭଂଜନଗର : ବନ୍ଧା ହେଲା ପତି ହନ୍ତା । ସ୍ୱାମୀ ଉପରେ କିରୋସିନି ଢାଳି, ନିଆଁ ଲଗାଇ ପୋଡି ମାରିବା ଅଭିଯୋଗରେ ସ୍ତ୍ରୀ ଗିରଫ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗାଁରେ ଗତ ୪ ତାରିଖ ଦିନ…

ନକଲି ମହିଳା ପୋଷ୍ଟାଲ ଏଜେଣ୍ଟ ଗିରଫ

ଭୁବନେଶ୍ୱର : ଠକ ମହିଳା ବରବାଦ କରିଦେଲେ। ଚଳୁ କରିଦେଲେ କୋଟିଏରୁ ଅଧିକ ଟଙ୍କାର ଡାକ ଜମା । ନକଲି ମହିଳା ପୋଷ୍ଟାଲ ଏଜେଣ୍ଟ ସ୍ୱର୍ଣ୍ଣଲତା ଦାସଙ୍କୁ ଜଗତସିଂହପୁରରୁ ଗିରଫ କରିଛି ଭୁବନେଶ୍ୱର ଲିଙ୍ଗରାଜ ଥାନା ପୋଲିସ । ତାଙ୍କ ଘରୁ…

ଟ୍ରେନରେ ପିଟି ହୋଇ ହାତୀ ମୃତ୍ୟୁ ଘଟଣା: ରେଳ ବିଭାଗକୁ ଦାୟୀ କଲା ବନ ବିଭାଗ

ଅନୁଗୁଳୁ: ଟ୍ରେନରେ ପିଟି ହୋଇ ହାତୀ ମରିବା ଘଟଣା । ହାତୀ ମୃତ୍ୟୁ ପାଇଁ ରେଳ ବିଭାଗକୁ ଦାୟୀ କଲା ବନ ବିଭାଗ । ରେଳ ବିଭାଗକୁ ପୂର୍ବରୁ ସୂଚନା ଦିଆ ଯାଇଥିବା ସତ୍ତ୍ୱେ ରେଳର ଗତି ଅଧିକ ଥିଲା ।…

ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହେଲେ ୧୦୪ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । କିନ୍ତୁ ଗତ କିଛି ଦିନ ହେବ ସାମାନ୍ୟ ବଢିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୪ ନୂଆ ଆକ୍ରାନ୍ତ । ଏହି ସମୟରେ ମୋଟ୍‌…

ଅନ୍‌ଲାଇନ୍‌ ଆପ୍‌ରେ ଠକେଇ: ଅଭିଯୁକ୍ତ ନିଲେଶକୁ ୪ ଦିନିଆ ରିମାଣ୍ଡରେ ଆଣିଲା ଇଓଡବ୍ଲୁ

ଭୁବନେଶ୍ବର/ବାଲେଶ୍ବର: ଅନ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ବର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ବାଲେଶ୍ବର ଜିଲ୍ଲା ଅଙ୍ଗାରଗାଡ଼ିଆ ଗାଁର ନିଲେଶ କୁମାର କର। ନିଲେଶକୁ ଗିରଫ ପରେ…

ଶ୍ମଶାନ ରାସ୍ତା ନିର୍ମାଣକୁ ନେଇ ଖଣ୍ଡଯୁଦ୍ଧ

ଜଗତସିଂହପୁର : ଶ୍ମଶାନକୁ ରାସ୍ତା କରିବାକୁ ମାପଚୁପ ବେଳେ ଖଣ୍ଡଯୁଦ୍ଧ। ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛି। ତେଣେ ପ୍ରାଥମକି ତଦନ୍ତ ପରେ ଏହି ଘଟଣା ସମ୍ପର୍କରେ ପୁଲିସ ମତ ରଖିବା ପରେ…

୩ ଛାତ୍ରୀ ପେଟ୍ରୋଲ ଧରି ଆମରଣ ଅନଶନ କରିବା ଘଟଣାରେ ନର୍ସିଂ ସ୍କୁଲ ଅଧକ୍ଷଙ୍କୁ ଗିରଫ

ଅନୁଗୋଳ : ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ନାରେ ଆତ୍ମହତ୍ୟା କରିବାକୁ ୩ ନର୍ସିଂ ଛାତ୍ରୀ ପେଟ୍ରୋଲ ଧରି ଆମରଣ ଅନଶନ କରିବା ଘଟଣାରେ ନର୍ସିଂ ସ୍କୁଲ ଅଧକ୍ଷଙ୍କୁ ଗିରଫ କଲା ପୁଲିସ। ଅଭିଯୁକ୍ତ ହେଲେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସ୍ଥିତ ସାଇ…

ଝାରସୁଗୁଡ଼ା ଉପନିର୍ବାଚନ: ସୁଶାନ୍ତ ସିଂ ବାଦ୍‌, ଅନୁଗତଙ୍କୁ ଥଇଥାନ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପ୍ରକ୍ରିୟାରୁ ପଶ୍ଚିମଓଡ଼ିଶାର ପ୍ରଭାବଶାଳୀ ନେତା ସୁଶାନ୍ତ ସିଂଙ୍କୁ ବିଜେଡି ଦୂରେଇ ରଖିଛି । ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ୭ଟି ବିଧାନସଭା ଆସନ ମଧ୍ୟରେ ଉଭୟ ଝାରସୁଗୁଡ଼ା ଓ ଭଟଲୀ ରହିଥିଲେ ବି ଭଟଲୀ ବିଧାୟକ ସୁଶାନ୍ତ…