Month: April 2023

ବିଏମ୍‌ସି: ବର୍ଷକରେ ୨୪.୧୨% ରାଜସ୍ବ ବୃଦ୍ଧି

ଭୁବନେଶ୍ବର: ନିର୍ବାଚନର ଏକ ବର୍ଷ ପୂର୍ତ୍ତି ପାଳନ କରିଛି ଭୁବନେଶ୍ବର ମହାନଗର ନିଗମ (ବିଏମସି)। ୨୦୨୨ ଏପ୍ରିଲ ୯ ତାରିଖରେ ବିଏମସିର ନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିଥିଲେ। ଏହି ବର୍ଷେ ଭିତରେ ବିଏମ୍‌ସି ପକ୍ଷରୁ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି…

‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ ପାଇଁ ନିଷ୍ପତ୍ତି

ଭୁବନେଶ୍ବର: ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଏକ ବ୍ୟବସ୍ଥିତ ସରକାରୀ ଅନୁଷ୍ଠାନ, ଯାହାକି ପୂର୍ବରୁ ନଥିଲା। ଏହା ଦ୍ବାରା ଓଡ଼ିଶା ସରକାରଙ୍କ ସହିତ ପ୍ରବାସରେ ରହୁଥିବା ସମସ୍ତ ଓଡ଼ିଆ ଯୋଗାଯୋଗ ରଖିପାରିବେ। ପ୍ରବାସରେ ରହୁଥିବା ସମୟରେ ଯେଉଁ ଅସୁବିଧାର ସାମ୍ନା କରୁଥିବେ ତାହାର…

‘ହିଜାବ୍‌’ ଖୋଲିଥିବା ମହିଳାଙ୍କୁ ଚିହ୍ନଟ କରି ଶାସ୍ତି ଦେବାକୁ ସର୍ବସାଧାରଣ ସ୍ଥାନରେ କ୍ୟାମେରା ଲଗାଇଲା ଇରାନ୍‌

ତେହେରାନ୍‌: ବାଧ୍ୟତାମୂଳକ ‘ଡ୍ରେସ୍‌ କୋଡ୍‌’ ବ୍ୟବସ୍ଥାକୁ ଅମାନ୍ୟ କରୁଥିବା ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଇରାନ୍‌ର ସରକାରୀ କର୍ତ୍ତୃପକ୍ଷମାନେ ସର୍ବସାଧାରଣ ସ୍ଥାନ ଏବଂ ବାଟଘାଟରେ କ୍ୟାମେରା ଲଗାଉଛନ୍ତି। ଏହାଦ୍ବାରା ମୁହଁ ଢାଙ୍କୁ ନ ଥିବା ମହିଳାମାନଙ୍କୁ ଚିହ୍ନଟ କରି ଶାସ୍ତି ଦିଆଯିବ…

ରାହୁଲ୍‌ ଗାନ୍ଧୀଙ୍କୁ ଦଣ୍ଡାଦେଶ ଦେଇଥିବା ବିଚାରପତିଙ୍କ ଜିଭ କାଟିବାକୁ ଧମକ ଦେଇଥିବା କଂଗ୍ରେସ ନେତାଙ୍କ ନାଁରେ ମାମଲା ରୁଜୁ

ଡିଣ୍ଡୀଗୁଲ୍‌: ୨୦୧୯ ମାନହାନି ମାମଲାରେ ରାହୁଲ୍‌ ଗାନ୍ଧୀଙ୍କୁ ଦଣ୍ଡାଦେଶ ଦେଇଥିବା ବିଚାରପତିଙ୍କ ଜିଭ କାଟିପକାଇବାକୁ ଧମକ ଦେଇଥିବା ତାମିଲନାଡୁର ଡିଣ୍ଡୀଗୁଲ୍‌ ଜିଲ୍ଲାର ଜଣେ କଂଗ୍ରେସ ନେତାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ରାହୁଲ୍‌ ଗାନ୍ଧୀଙ୍କୁ ଦଣ୍ଡାଦେଶ ଦେଇଥିବା ବିଚାରପତିଙ୍କ ଉପରେ ବିବାଦୀୟ…

ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୬,୦୦୦ ତଳେ; ୩୨ ହଜାର ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୬,୦୦୦ ତଳକୁ ଖସି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୫୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ…

ଉମେଶ ପାଲ୍‌ ହତ୍ୟା ମାମଲା: ଦିଲ୍ଲୀରୁ ଗିରଫ ହେଲେ ଅତୀକ୍‌ ଅହମ୍ମଦ୍‌ଙ୍କ ପୁଅକୁ ସାହାଯ୍ୟ କରିଥିବା ୩ ବ୍ୟକ୍ତି

ନୂଆଦିଲ୍ଲୀ: ଗ୍ୟାଙ୍ଗ୍‌ଷ୍ଟର୍‌ ଅତୀକ୍‌ ଅହମଦ୍‌ଙ୍କ ପୁଅକୁ ସାହାଯ୍ୟ କରିବା ଏବଂ ଉମେଶ ପାଲ୍‌ଙ୍କ ହତ୍ୟା ଷଡ଼ଯନ୍ତ୍ର କରିବାରେ ସମ୍ପୃକ୍ତ ଥିବା ୩ଜଣ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସର ‘ସ୍ପେସାଲ୍‌ ବ୍ରାଞ୍ଚ୍‌’ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ୩ଜଣ ହେଉଛନ୍ତି, ଜାଭେଦ୍‌, ଖାଲିଦ୍‌…

ଏପ୍ରିଲ ୨୬ରେ ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ : ଦିଲ୍ଲୀରେ ଆସନ୍ତା ୨୬ ତାରିଖରେ ପୁଣି ଥରେ ମେୟର ନିର୍ବାଚନ ହେବାକୁ ଯାଉଛି। ପୂର୍ବରୁ ବହୁ ହଙ୍ଗାମା ଓ ଅନେକ ଥର ନିର୍ବାଚନ ସ୍ଥଗିତ ରହିବା ପରେ ଗତ ଫେବ୍ରୁଆରି ୨୨ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଆପ୍…

ନଦୀରେ ଚାଲିଚାଲି ଯାଉଥିବା ମହିଳାଙ୍କୁ ଲୋକେ ନର୍ମଦା ଦେବୀ ବୋଲି ପୂଜା କରୁଥିବା ବେଳେ ପୁଲିସ ଘଟଣା ଉପରୁ ଉଠାଇଲା ପର୍ଦ୍ଦା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରରୁ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ନର୍ମଦା ନଦୀ ପାଣିରେ ଧଳା ରଙ୍ଗର ଶାଢ଼ି ପିନ୍ଧି ଜଣେ ବୃଦ୍ଧା ମହିଳା ଚାଲୁଥିବା ଦେଖିବାକୁ ମିଳିଥିଲା। ଏଥିରେ ମହିଳାଙ୍କ ପାଦ ପାଣିରେ ବୁଡ଼ି ଯାଇଥିବା…

ଏଲଓସି ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ, ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସେନା ଯବାନମାନେ ବିଫଳ କରିଦେଇଛନ୍ତି । ଏହି ଘଟଣାରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଛି । ସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଶାହାପୁର ସେକ୍ଟରରେ…

ଭଗବାନ ରାମଙ୍କ ଆଶିର୍ବାଦ ଆମ ସହ ଅଛି, ଏଣୁ ଧନୁତୀର ଚିହ୍ନ ଆମକୁ ମିଳିଛି : ସିନ୍ଦେ

ଅଯୋଧ୍ୟା : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ଅଯୋଧ୍ୟାରେ ପହଞ୍ଚିଛନ୍ତି। ଏଠାରେ ସେ ରାମଲାଲାଙ୍କ ଦର୍ଶନ କରିବେ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଅଛନ୍ତି। ରାମଲଲାଙ୍କୁ ଦର୍ଶନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ…