ନିର୍ମାଣର ଦୁଇମାସ ପରେ ଭୁଶୁଡ଼ିଲା ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରି
ଭୁବନେଶ୍ବର : ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରି ଭୁଶୁଡ଼ି ଯାଇଛି। ପ୍ରାୟ ୧୦୦ ଫୁଟ ଲମ୍ବର ତଥା ୧୨ ଫୁଟ ଉଚ୍ଚର ପାଚେରି ଭୁଶୁଡ଼ି ପଡ଼ିଛି। ଜନପଥ ପଟକୁ ରହିଥିବା ଏହି ପାଚେରି ଭୁଶୁଡ଼ି ବିଶ୍ୱବିଦ୍ୟାଳୟରେ ବଗିଚାରେ ପଡ଼ିଛି। ତେବେ ସୌଭାଗ୍ୟବଶତଃ ପାଚେରି…