ଖଲିସ୍ତାନୀ ନେତା ଅମ୍ରିତପାଲର ଘନିଷ୍ଠ ସହଯୋଗୀ ପାପାଲପ୍ରୀତ ଗିରଫ
ଚଣ୍ଡୀଗଡ଼ : ପଳାତକ ଘୋଷିତ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ଘନିଷ୍ଠ ସହଯୋଗୀ ପାପାଲପ୍ରୀତ ସିଂହ ଗିରଫ। ଆଜି ପଞ୍ଜାବ ପୁଲିସ୍ର ଗୁଇନ୍ଦା ବିଭାଗ ହୋଶିହାରପୁରରୁ ତାକୁ ଗିରଫ କରିଛି। ଅମ୍ରିଲପାଲ ମାର୍ଚ୍ଚ ୧୮ରେ ଜଲନ୍ଧରରୁ ଖସିଯିବା ପରେ ପାପାଲପ୍ରୀତ ସହ…