Month: April 2023

୫ ବର୍ଷ ମଧ୍ୟରେ ଓଡ଼ିଶା ହାଇକୋର୍ଟରେ ୫୩% ମାମଲା ବାକି ରହିଛି: ‘ଇଣ୍ଡିଆନ୍‌ ଜଷ୍ଟିସ୍‌ ରିପୋର୍ଟ ୨୦୨୨’

କଟକ : ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ହାଇକୋର୍ଟରେ ୫୩% ମାମଲା ବାକି ରହିଥିବା କଥା ମଙ୍ଗଳବାର ଦିନ ପ୍ରକାଶିତ ‘ଇଣ୍ଡିଆନ୍‌ ଜଷ୍ଟିସ୍‌ ରିପୋର୍ଟ ୨୦୨୨’ ତୃତୀୟ ସଂସ୍କରଣରୁ ଜଣାପଡ଼ିଛି। ସେହିପରି, ଗତ ୫ରୁ ୧୦ ବର୍ଷ ମଧ୍ୟରେ ୨୫%,…

ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ତୃତୀୟ ସ୍ଥାନରେ ନବୀନ; ସବୁଠୁ ଆଗରେ ଆନ୍ଧ୍ରର ଜଗନ ରେଡ୍ଡି

ଭୁବନେଶ୍ବର: ଦେଶର କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଛି କେତେ ସଂପତ୍ତି? ଆପଣ ଜାଣନ୍ତି କି ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ? ଏନେଇ ଏଡିଆର୍‌ ରିପୋର୍ଟରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଛି। ଡିଆର ରିପୋର୍ଟ ଆଧାରରେ ଧନୀ ମୁଖ୍ୟମନ୍ତ୍ରୀଙ୍କ…

ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି ହେବାର ସମ୍ଭାବନା ବି ନାହିଁ: ଶକ୍ତି ମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ବର: ଖରା ଦିନ ଆସିଲେ ଲୋକଙ୍କୁ ପାୱାର୍‌ କଟ୍‌ର ଚିନ୍ତା ଘାରେ। ପ୍ରଚଣ୍ଡ ଗରମରେ ବିନା କରେଣ୍ଟ୍‌ରେ ରହିବା ଅସମ୍ଭବ ମନେ ହେଉଥିବା ବେଳେ ‌ଏବେ ଆସିଥିବା ଖବରଟି ଆପଣଙ୍କୁ ଆଶ୍ବସ୍ତ କରିବ। ଲୋକଙ୍କୁ ଆଶ୍ବାସନା ଦେଇ ଏବର୍ଷ ରାଜ୍ୟରେ ପାୱାର…

ଜାପାନ ଗସ୍ତରୁ ଫେରିଲେ ନବୀନ, ଆଲୋଚନାକୁ ନେଇ ନିପ୍ପନ ଷ୍ଟିଲ୍ ନିରବ

ଭୁବନେଶ୍ବର : ୯ଦିନିଆ ଜାପାନ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଫେରିଛନ୍ତି । ଜାପାନ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମଥର ପାଇଁ ବିଦେଶ ମାଟିରୁ ଡିଜିଟାଲ କ୍ୟାବିନେଟ୍ ବୈଠକ ଡାକିବା, ଏକ…

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଆକାଶରୁ ବର୍ଷୁଛି ନିଆଁ

ଭୁବନେଶ୍ବର : ତତଲା କଡେଇରେ ଶିଝୁଛି ସମଗ୍ର ରାଜ୍ୟ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଆକାଶରୁ ବର୍ଷୁଛି ନିଆଁ । ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ରାଜ୍ୟରେ ଏବେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଥିବା…

ବେଦାନ୍ତ ଫେକର କମ୍ପାନି ଆଗରେ ୧୪୪ ଧାରା ଲାଗୁ , ମୁମ୍ବାଇ ଏୟାରଲିଫ୍ଟ ହେଲେ ୨ ଗୁରୁତର ଶ୍ରମିକ

ଭଦ୍ରକ : ଭଦ୍ରକ ଜିଲ୍ଲା ରାନ୍ଦିଆସ୍ଥିତ ବେଦାନ୍ତ ଫେକର କମ୍ପାନିରେ ଗତକାଲି ଘଟିଥିବା ଏକ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକ ଗୁରୁତର ହୋଇ ପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ…

ସହଯୋଗୀଙ୍କ ସହ ଆଲୋଚନା ନ କରି ଇସ୍ତଫା ଦେଇଥିଲେ ଉଦ୍ଧବ: ଶରଦ ପାୱାର

ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଏକତରଫା ଭାବେ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପୂର୍ବରୁ ସେ ମହା ବିକାଶ ଅଘାଡି (ଏମଭିଏ)ର ନେତାମାନଙ୍କ ସହ ଆଦୌ ଆଲୋଚନା କରି ନଥିଲେ ବୋଲି କହିଛନ୍ତି ଏନସିପି ସୁପ୍ରିମୋ ଶରଦ…

ଶେଷ ବଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଚଳିତ ଆଇପିଏଲରେ ପ୍ରତିଦିନ କ୍ରିକେଟ ପ୍ରେମୀ ରୋମାଞ୍ଚକର ମ୍ୟାଚ୍‌ ଦେଖିବାରେ ଲାଗିଛନ୍ତି। ପୁଣିଥରେ ଗୋଟିଏ ମ୍ୟାଚ୍‌ର ରେଜଲ୍ଟ ଶେଷ ବଲରେ ବାହାରିଛି। ପ୍ରଥମେ କୋଲକାତା ନାଇଟ ରାଇଡର୍ସ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ନିଜ ନିଜର ମ୍ୟାଚ୍‌ ଶେଷ ବଲରେ ବେଶ…

ପୁଣି ବିରୋଧୀଙ୍କୁ ଏକାଠି କରିବାକୁ ଦିଲ୍ଲୀରେ ନୀତୀଶ କୁମାର

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ବିଜେପି ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀରେ ପହଞ୍ଚିବା ସହ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି। ତାଙ୍କ ସହ ସେ ଢେର…

ରୁଷୀୟ ସୈନିକମାନେ ଘରକରଣା ସାମଗ୍ରୀ ସମେତ ‘ଟଏଲେଟ୍‌ ବାଉଲ୍‌’ ମଧ୍ୟ ଚୋରି କରିଛନ୍ତି: ୟୁକ୍ରେନ୍‌ ଉପବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ରୁଷୀୟ ସୈନିକମାନେ ବିଭିନ୍ନ ଘରକରଣା ସାମଗ୍ରୀ ଏମିତିକି ‘ଟଏଲେଟ୍‌ ବାଉଲ୍‌’ (ପାନ୍‌) ଚୋରାଇ ନେଉଥିବା କଥା ନିଜ ନିଜର ସ୍ତ୍ରୀ ଓ ମା’ଙ୍କୁ ଫୋନ୍‌ରେ କହିଥିବା କଥା ଭାରତ ଗସ୍ତରେ ଥିବା ୟୁକ୍ରେନର ଉପବୈଦେଶିକ ମନ୍ତ୍ରୀ ଏମାଇନ୍‌ ଜାପାରୋଭା…