Month: April 2023

ଦନ୍ତେୱାଡାରେ ୧୦ଜଣ ଯବାନ ସହିଦ ହେବା ଘଟଣା: ସାମ୍ନାକୁ ଆସିଲା ମାଷ୍ଟରମାଇଣ୍ଡର ଫଟୋ

ରାୟପୁର: ଛତିଶଗଡ଼ର ଦନ୍ତେୱାଡାରେ ଏପ୍ରିଲ ୨୬ରେ ହୋଇଥିବା ମାଓବାଦୀ ଆକ୍ରମଣର ମାଷ୍ଟମାଇଣ୍ଡର ଚେହେରା ସାମ୍ନାକୁ ଆସିଛି। ମାଓ ନେତା ତଥା ମାଷ୍ଟରମାଇଣ୍ଡ ଜଗଦୀଶ ସୋଢ଼ିର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ସେ ୱାଣ୍ଟେଡ ଥିବା ବେଳେ ତା’ ଉପରେ ପାଞ୍ଚ…

ଚାକିରି ଦେଉଛି ମୋବାଇଲ ଆପ୍ ! ଦିନକୁ ଖର୍ଚ୍ଚ ମାତ୍ର ଟଙ୍କାଏ, ବସ୍ତିର ଝୁମ୍ପୁଡ଼ି ଘରୁ କମାଲ କଲେ ଉଦୟ

ମୁମ୍ବାଇ: ଦେଶରେ ବୃଦ୍ଧି ପାଉଛି ଚାକିରି ଆଶାୟୀଙ୍କ ସଂଖ୍ୟା । ଚାକିରି ଖୋଜିବା ପାଇଁ ପ୍ରାର୍ଥୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରିପୋର୍ଟ ଅନୁଯାୟୀ, ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ଏକ ତଥ୍ୟ ପ୍ରକାଶିତ ହୋଇଛି…

୨୫ ହଜାର କଏନରେ ନିଜ କାରକୁ ପୂରା ଢାଙ୍କିଦେଲେ ଯୁବକ

ଜୟପୁର: ରାଜସ୍ଥାନର ଯୋଧପୁରର ଜଣେ ଯୁବକ ଏମିତି ଏକ କାମ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଏହି ଯୁବକ ଜଣକ ତାଙ୍କ କାରରେ କଏନ ଲଗାଇ ଏହାର ରୂପ ବଦଳାଇଦେଇଛନ୍ତି | ଯୁବକ ଜଣକ ସୋସିଆଲ ମିଡିଆରେ…

ଜାତିସଂଘ ମୁଖ୍ୟାଳୟରୁ ହେବ ମୋଦୀଙ୍କ ‘ମନ କି ବାତ୍’ର ୧୦୦ତମ ଅଧ୍ୟାୟର ସିଧା ପ୍ରସାରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ତମ ଅଧ୍ୟାୟକୁ ମିଳିତ ଜାତିସଂଘ ମୁଖ୍ୟାଳୟରୁ ସିଧା ପ୍ରସାରଣ କରାଯିବ। ଏନେଇ ‘ଜାତିସଂଘ ସ୍ଥାୟୀ ମିଶନ ଅଫ ଇଣ୍ଡିଆ ଟୁଇଟ୍ କରି କହିଛି, ‘ଐତିହାସିକ ମୁହୂର୍ତ୍ତ…

ଅତିକ ଭଳି ମୋତେ କେହି ମାରିଦେବେନି ତ! ଆଜମଙ୍କୁ ଘାରିଲାଣି ମୃତ୍ୟୁର ଭୟ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଏବେ ମୃତ୍ୟୁର ଭୟ ଘାରିଲାଣି | ବାସ୍ତବରେ ପୌର ନିର୍ବାଚନ ପାଇଁ ରାମପୁରରେ ପ୍ରଚାର କରୁଥିବାବେଳେ ଆଜମ ଖାନ କହିଛନ୍ତି ଯେ ତାଙ୍କୁ ମଧ୍ୟ ଏବେ ଭୟ ଲାଗିଲାଣି ଯେ ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ…

ଆଇପିଏସ୍‌ ସ୍ତରରେ ଅଦଳବଦଳ: ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ଜାରି ହୋଇଛି। ବରିଷ୍ଠ ଆଇପିଏସ୍‌ ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ୱ ମିଳିଛି। ସେ…

କାର୍ଯ୍ୟାଳୟରେ ନିଶ୍ଚିତ ହୋଇଥିବା ସମୟ ଠାରୁ ଅଧିକ କାମ କଲେ ମିଳିବ ଦ୍ବିଗୁଣା ପାରିଶ୍ରମିକ

ନୂଆଦିଲ୍ଲୀ: କେଜ୍ରିୱାଲ ସରକାର ଦିଲ୍ଲୀର ମହିଳାମାନଙ୍କ ପାଇଁ ଏକ ଖୁସି ଖବର ନେଇ ଆସିବା ସହିତ କର୍ମଚାରୀଙ୍କ ପାଇଁ ଏକ ଉପହାର ଭେଟି ଦେଇଛନ୍ତି। ଶ୍ରମ ବିଭାଗ କର୍ମଚାରୀଙ୍କ ପାଇଁ ନୂଆ ପ୍ରସ୍ତାବ ଅନୁମୋଦନ କରିଛି। ଏହା ଅଧୀନରେ ଅନେକ ବଡ…

ନକଲି ଆଦିବାସୀ ଶିକ୍ଷକ ମାମଲା: ଅବସରର ଦିନକ ପୂର୍ବରୁ ପଛୁଆ ବର୍ଗର ବୋଲି ଜଣାପଡ଼ିଲା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ଜଣେ ନକଲି ଆଦିବାସୀ ପ୍ରଧାନଶିକ୍ଷକ ଅବସର ନେବା ଦିନକ ପୂର୍ବରୁ ପଛୁଆବର୍ଗର ବୋଲି ଜଣାପଡ଼ିବା ଓ ନକଲି ଆଦିବାସୀ ବୋଲି ପ୍ରମାଣିତ ହେବା ପରେ ନକଲି ଆଦିବାସୀ ଚାକିରିଆଙ୍କ ମନରେ ଭୟର ବାତାବରଣ…

ଜେଇଇ(ମେନ୍) ସେସନ-୨ ଫଳ ପ୍ରକାଶିତ, ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

ଭୁବନେଶ୍ବର : ସର୍ବଭାରତୀୟ ଜେଇଇ (ମେନ) ସେସନ-୨ ପରୀକ୍ଷାଫଳ ପ୍ରକାଶ ପାଇଛି । ଶନିବାର ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ପ୍ରକାଶ ପାଇଛି । ସର୍ବଭାରତୀୟସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲ ସ୍କୋର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି…

‘ମୁଁ ନିଜକୁ ରାବଣ ବୋଲି ସ୍ୱୀକାର କରୁଛି, ହେଲେ ତୁମେ ତ ରାମଙ୍କ ପରି ବ୍ୟବହାର ଦେଖାଅ’

ଜୟପୁର : ‘ମୁଁ ନିଜକୁ ରାବଣ ବୋଲି ସ୍ୱୀକାର କରୁଛି। ହେଲେ ତୁମେ ତ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ପରି ବ୍ୟବହାର ଦେଖାଅ। ଗରିବ ଲୋକଙ୍କୁ ଶୋଷଣ କରି ସେମାନଙ୍କ ଟଙ୍କାରେ ନିଜ ସାମ୍ରାଜ୍ୟ ଛିଡ଼ା କରୁଛ। ଯଦି ତୁମେ ସେମାନଙ୍କ…