Month: April 2023

୪୦ ଡିଗ୍ରି ଉପରେ ୨୫ ସହର; ୪୪ ଡିଗ୍ରିରେ ସିଝିଲା ବାରିପଦା, ଭୁବନେଶ୍ବରରେ ତାପମାତ୍ରା ୪୦.୬ ଡିଗ୍ରି ରେକର୍ଡ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଜାରି ରହିଛି। ସକାଳ ୮ଟା ହେବା ମାତ୍ରେ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଗତକାଲି ଭଳି ଆଜି ପୁଣି ଥରେ ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଇଛି। ମୟୂରଭଂଜ…

କୋଲାବ ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ତିନି ଜଣଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

କୋରାପୁଟ/ସେମିଳିଗୁଡ଼ା: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର କୋଲାବ ଜଳଭଣ୍ଡାରରେ ଗୁରୁବାର ଅପରାହ୍‌ଣରେ ଦେଶୀ ଡଙ୍ଗା ବୁଡ଼ି ଘଟଣାରେ ଗତକାଲି ନିଖୋଜ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଏଥି ସହିତ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୪କୁ ବୃଦ୍ଧି ହୋଇଛି। ମୃତକମାନେ…

ବାବାସାହେବ ଭୀମରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ

ଭୁବନେଶ୍ୱର : ଆଜି ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ । ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ଆମ୍ବେଦକରଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହାସହ ତାଙ୍କର ଅବଦନାକୁ ମନେ ପକାଉଛି । ସମ୍ବିଧାନର ପ୍ରତିଷ୍ଠାତାଙ୍କ ଜୟନ୍ତୀରେ ଆଜି ରାଜଧାନୀ…

ତେଲେଙ୍ଗାନାରେ ପୁଣି ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାଟଣାଗଡ: ଧର୍ଯ୍ଯହରା ମା। ସମ୍ଭାଳି ପାରୁନି ନିଜ କୋହକୁ। ଏ ବୟସରେ ପୁଣି ପୁଅର ମୃତ୍ୟୁ ଖବର! କେମିତି ବା ସହିବ। ବୟସର ଅପରାହ୍ନରେ ଦଇବ ଦେଲା ଏଡେ ବଡ କଷ୍ଟ। ନିଜେ ଦମ୍ଭ ଧରି ନା ଛିଡା ହୋଇପାରୁଛି ନା…

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନର ଯାଞ୍ଚ ହେବ: କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ

ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମନ୍ତ୍ରୀ ଗିରିରାଜ ସିଂକହିଛନ୍ତି, ଯୋଗ୍ୟ ଲୋକଙ୍କୁ ଆବାସ ଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତି…

ଆମ୍ବ ଚୋରି କରିବାରୁ ପିଲାଙ୍କୁ ନିସ୍ତୁକ ମାଡ଼, ମେଡିକାଲରେ ଭର୍ତ୍ତି

ଭଦ୍ରକ : ବାଡିରୁ ଆମ୍ବ ତୋଳି ଖାଇବାରୁ କୁନି କୁନି ପିଲାଙ୍କୁ ନିସ୍ତୁକ ମାଡ଼ । ଆମ୍ବ ବଗିଚା ମାଲିକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ୫ ଜଣ ପିଲା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗା ଗାଁରେ । ଅସୁସ୍ଥ ପିଲାଙ୍କୁ…

ଟ୍ରକରେ ଆସବାବପତ୍ର ନେଇ ସରକାରୀ ବଙ୍ଗଳା ଛାଡ଼ିଲେ ରାହୁଲ ଗାନ୍ଧି, ମା’ଙ୍କ ସହିତ ରହିବେ

ନୂଆଦିଲ୍ଲୀ : ମୋଦି ଉପନାମ ମାନହାନି ମାମଲାରେ ୨ ବର୍ଷ ଜେଲ ଦଣ୍ଡାଦେଶ ଏବଂ ସାଂସଦ ପଦ ହରାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ମିଳିଥିଲା । ଏହି ନିର୍ଦ୍ଦେଶକୁ ମାନି ରାହୁଲ…

ବିରୋଧୀ ଏକତାରେ ଫାଟ ? କର୍ଣ୍ଣାଟକରେ ୪୫ଟି ଆସନରେ ପ୍ରାର୍ଥୀ ଦେବ ଏନସିପି

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ପୁଣି ଥରେ ବିରୋଧୀଙ୍କ ଏକତା ବିଗିଡ଼ିବାରେ ଲାଗିଛି । କାରଣ ଶରଦ ପାଓ୍ବାରଙ୍କ ଏନସିପି ଏବେ କର୍ଣ୍ଣାଟକରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ ରାଜ୍ୟର ୪୦ରୁ ୪୫ଟି…

୨୪ ଘଣ୍ଟାରେ ସାରା ଦେଶରୁ ୧୧ହଜାର ୧୦୯ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୧୧ ହଜାର ପାର କରିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୧୦୯ ପଜିଟିଭ୍‌ । ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର…

ଦୀର୍ଘ ୭ ଘଣ୍ଟା କାଳ ଠକେଇ ମାମଲା ପ୍ରଶ୍ନର ଉତ୍ତର ଦେଲେ ଟ୍ରମ୍ପ୍‌

ନ୍ୟୁୟର୍କ: କମ୍ପାନି ବ୍ୟବସାୟ ଠକେଇ ମାମଲାରେ ଗୁରୁବାର ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପ୍ରାୟ ୭ ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ନିଜ ମାଲିକାନାରେ ଥିବା କମ୍ପାନିର ବ୍ୟବସାୟ ସଂକ୍ରାନ୍ତରେ ଚାଲିଥିବା ମାମଲାର ଏହା ଥିଲା…