Month: April 2023

ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ସଂକ୍ରାନ୍ତ ଧମକ ଚିଠି ପାଇବା ପରେ କେରଳରେ ହାଇଆଲର୍ଟ

ତିରୁଅନନ୍ତପୁରମ୍‌: ଆଗାମୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବ ବୋଲି ରାଜ୍ୟ ‘ବିଜେପି’ ଅଫିସ୍‌କୁ ଧମକ ଦିଆଯାଇଥିବା ଚିଠି ଆସିବାରୁ ସମଗ୍ର କେରଳରେ ହାଇଆଲର୍ଟ ଜାରି କରାଯାଇଛି। ପ୍ରେରକଙ୍କ ନାମ ଓ ଅନ୍ୟାନ୍ୟ ବିବରଣୀ ଥିବା ଉକ୍ତ ଚିଠିରେ…

ଭୋଜପୁରୀ ଅଭିନେତ୍ରୀ ସାଜିଥିଲେ ଦେହ ବେପାରର ଦଲାଲ, ମାୟା ନଗରୀରେ ମାଡ଼ି ବସିଲା ପୁଲିସ୍‌

ମୁମ୍ବାଇ : ମାୟାନଗରୀ ମୁମ୍ବାଇକୁ କ୍ୟାରିଅର କରିବାକୁ ଆସୁଥିବା ଯୁବତୀଙ୍କୁ ଫସାଇ ଚାଲିଥିବା ହାଇ ପ୍ରୋଫାଇଲ ସେକ୍ସ ରାକେଟ। ରାତିକ ପାଇଁ ଡିଲ୍‌ ହେଉଥିଲା ୫୦ରୁ ୮୦ ହଜାର ଟଙ୍କା । ଦର ଛିଣ୍ଡାଉଥିଲେ ଜଣେ ଭୋଜପୁରୀ ଅଭିନେତ୍ରୀ, ଯିଏ କି…

ଅତିକ ହତ୍ୟାକାରୀର ବୟସକୁ ନେଇ ଦ୍ୱନ୍ଦ୍ୱ; ହେବ ମେଡିକାଲ ଟେଷ୍ଟ

ପ୍ରୟାଗରାଜ : ଉତ୍ତରପ୍ରଦେଶର କୁଖ୍ୟାତ୍‌ ଗ୍ୟାଙ୍ଗଷ୍ଟାର ଅତିକ ଓ ତା’ର ଭାଇ ଅଶରଫଙ୍କ ଉପରକୁ ପୁଲିସ୍‌ ଉପସ୍ଥିତିରେ ଗୁଳି ବର୍ଷା କରି ହତ୍ୟା କରିଥିଲେ ୩ ସୁଟର ସନ୍ନି ସିଂହ, ଅରୁଣ ମୌର୍ଯ୍ୟ ଓ ଲଭଲେଶ ତିୱାରି । ୨ ଗ୍ୟାଙ୍ଗଷ୍ଟାରଙ୍କ…

ବଳାତ୍କାର କେସ୍‌ରୁ ମୁକୁଳାଇବାକୁ ୧୦ ଲକ୍ଷ ମାଗୁଥିଲେ ଆପ୍‌ ବିଧାୟକଙ୍କ ବାପା, ବାନ୍ଧିଲା ପୁଲିସ୍‌

ଚଣ୍ଡୀଗଡ଼ : ‘ ମୋତେ ୧୦ ଲକ୍ଷ ଦେଲେ, ବଳାତ୍କାର କେସ୍‌ରୁ ତୁମକୁ ମୁକୁଳାଇ ଦେବି। ନଚେତ ଜେଲ୍‌ ହାଜତରେ ଦିନ କାଟୁଥିବ ।’ ଏପରି ଧମକ ଦେଇ ଜଣେ ବ୍ୟକ୍ତିଙ୍କଠାରୁ ବଟି ମାଗିବା ଅଭିଯୋଗରେ ବନ୍ଧା ହେଲେ ଆପ୍‌ ବିଧାୟକଙ୍କ…

ଟ୍ରକ୍‌ ତଳେ ଚାପି ହୋଇ ବସ୍‌ ଚୁରମାର; ୭ ମୃତ, ୪୦ ଗୁରୁତର

ଅଯୋଧ୍ୟା : ଉତ୍ତରପ୍ରଦେଶର ଅଯୋଧ୍ୟାରେ ଗତକାଲି ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକ୍‌ ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଚାଲିଯାଇଛି ୭ ଜୀବନ । ଏହି ଦୁର୍ଘଟଣାରେ ୪୦ରୁ ଊର୍ଦ୍ଧ୍ୱ…

ଏବେ ବି ଗଞ୍ଜାମ ଜିଲ୍ଲାର ୩୧୨ ଗାଁକୁ ଆମ୍ବୁଲାନ୍ସ ଗଡ଼ୁନି, ନଦୀ ପାହାଡ଼ ଡେଇଁ ଯାଉଛନ୍ତି ସ୍ବାସ୍ଥ୍ୟ ଟିମ୍‌

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାକୁ ୧ନମ୍ବର ଜିଲ୍ଲା କରାଯିବ। ଗଞ୍ଜାମ ରାଜ୍ୟର ବିକାଶଧାରାର ମଡେଲ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଉଛନ୍ତି। କିନ୍ତୁ, ତୃଣମୂଳସ୍ତରକୁ ଯାଇ ସମସ୍ୟା ବୁଝିବା ପରେ ଜଣାପଡ଼ିଛି, ଗଞ୍ଜାମ ଜିଲ୍ଲାରେ ବିକାଶର ଅସଲ ଚିତ୍ର କ’ଣ?…

ଆଦିବାସୀଙ୍କୁ ବଞ୍ଚିବାର ରାହା ଦେଖାଇଛି ଶିଆଳି ପତ୍ର

ଫୁଲବାଣୀ : ମହୁଲ ଫୁଲ ଭଳି ଶିଆଳି ପତ୍ର ମଧ୍ୟ କନ୍ଧମାଳ ଜିଲ୍ଲାର ଆଦିବାସୀଙ୍କ ପାଇଁ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଶିଆଳି ପତ୍ରରୁ ନାନା ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ନିକଟସ୍ଥ ବଜାରରେ ବିକ୍ରି କରି ଆଦିବାସୀମାନେ ପରିବାର…

ଅଲିଭ୍ ରିଡ୍‌ଲେ: ଏଥର ଆସିଲେ ୧୧.୬୪ ଲକ୍ଷ; ଗହୀରମଥା, ଋଷିକୁଲ୍ୟା ମୁହାଣରେ ବଢ଼ିଲେ

ଭୁବନେଶ୍ବର : କୁହାଯାଏ ଅଲିଭ୍ ରିଡ୍‌ଲେଙ୍କ ଭୂସ୍ବର୍ଗ ହେଉଛି ଓଡ଼ିଶା ଉପକୂଳ। ବିଶ୍ବର ସମୁଦାୟ ଅଲିଭ୍ ରିଡ୍‌ଲେଙ୍କ ମଧ୍ୟରୁ ୫୦%ରୁ ଅଧିକ କେବଳ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିଥା’ନ୍ତି। ନଭେମ୍ବରରୁ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ସେମା‌ନେ ଅଣ୍ଡା ଦେଇଥା’ନ୍ତି। ସେହିପରି…

କୋରାପୁଟ ଜିଲ୍ଲାରେ ୭ ମିନିଟରେ ୫୩୯୫ ଥର ବଜ୍ରପାତ

କୋରାପୁଟ: ଗତ କିଛିଦିନର ପ୍ରବଳ ଖରା ଓ ଗୁଳୁଗୁଳିରୁ ଆଜି ସକାଳୁ ସାମାନ୍ୟ ଆଶ୍ବସ୍ଥି ମିଳିଛି। ଆଜି ଭୋରୁ ଭୋରୁ ଘଡଘଡି ସହ ବର୍ଷା ହୋଇଥିବାବେଳେ ଦିନ ତମାମ୍‌ ପାଗ କୋହଲା ରହିଥିଲା। ହେଲେ ଭୋରୁ ଆଜି କୋରାପୁଟ ଜିଲ୍ଲାରେ ୭ମିନିଟ…

ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର: ନବରଙ୍ଗପୁର ଓ ମାଲକାନଗିରି ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। ଏହି ସମୀକ୍ଷା କରି ଫେରିବା ପରେ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ନବରଙ୍ଗପୁର, ସମ୍ବଲପୁର, ନୂଆପଡ଼ା ଆଦି ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା…