ଇ-ଯାନ ଉପରେ ସବ୍ସିଡି ୨୦୨୫ ପର୍ଯ୍ୟନ୍ତ ମିଳିବ
ଭୁବନେଶ୍ବର : ରାଜ୍ୟ ସରକାର ଇ-ଯାନ ଉପରେ ସବ୍ସିଡି ବଢ଼ାଇଥିବାବେଳେ ଏହା ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଲାଗୁ ହେବ। କିନ୍ତୁ ଏହି ବର୍ଦ୍ଧିତ ସବ୍ସିଡି ପିଛିଲା ଭାବେ ସେପ୍ଟେମ୍ବର ୨, ୨୦୨୧ରୁ ଲାଗୁ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ…
ଭୁବନେଶ୍ବର : ରାଜ୍ୟ ସରକାର ଇ-ଯାନ ଉପରେ ସବ୍ସିଡି ବଢ଼ାଇଥିବାବେଳେ ଏହା ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଲାଗୁ ହେବ। କିନ୍ତୁ ଏହି ବର୍ଦ୍ଧିତ ସବ୍ସିଡି ପିଛିଲା ଭାବେ ସେପ୍ଟେମ୍ବର ୨, ୨୦୨୧ରୁ ଲାଗୁ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ…
ଯୋଡ଼ା : କେନ୍ଦ୍ର ସରକାରଙ୍କ ଆଇବିଏମ୍ର ଖଣିଜ ସଂରକ୍ଷଣ ନୀତି ଅସ୍ପଷ୍ଟ ଥିବାରୁ ଯୋଡ଼ା ଖଣି ମଣ୍ଡଳର ବିଭିନ୍ନ ରେଳସାଇଡିଂରେ ଗଚ୍ଛିତ ଥିବା ମୂଲ୍ୟବାନ ଲୁହାପଥର ପଡ଼ିରହିଛି। ଯୋଡ଼ା ଖଣି ମଣ୍ଡଳର ବିଭିନ୍ନ ରେଳସାଇଡିଂରେ ଏକଲକ୍ଷ ଟନ୍ ଲୁହାପଥର ଦୀର୍ଘ ୧୦ବର୍ଷ…
ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଥାନା ବେଣ୍ଟପଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଜଣେ ଯୁବକ ନିଜର ବୃଦ୍ଧ ବାପାଙ୍କୁ ଶାବଳରେ ପିଟି ମାରି ଦେଇଥିବା ଜଣାଯାଇଛି। ମୃତକଙ୍କ ନାଁ ବାଲୁଙ୍କେଶ୍ୱର ମହାନ୍ତି (୭୫)। ଅଭିଯୁକ୍ତର…
ପାଟଣାଗଡ଼: ପାଟଣାଗଡ଼ – କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ଗଙ୍ଗାସାଗର ଗ୍ରାମ ନିକଟରୁ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ପାଟଣାଗଡ଼ – କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାର ଗଙ୍ଗାସାଗର…
ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନି ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ବାଇଶ କୋଟି ଟଙ୍କା ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୭…
ଭୁବନେଶ୍ବର/ରାୟପୁର: ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଗତ ୪୦ ବର୍ଷ ହେଲା ବିବାଦ ଜାରି ରହିଛି। ଏହାର ସମାଧାନ ଲାଗି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି। ଏହା ପରେ ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ…
କୋଲ୍କାତା : ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ଚଳିତ ଆଇପିଏଲ୍ ପଏଣ୍ଟ୍ ଟେବୁଲରେ ପୁଣି ଥରେ ଶୀର୍ଷକୁ ଫେରିଛି। ଶନିବାର ଅପରାହ୍ଣ ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଏହି ଦଳ ୭ ୱିକେଟ୍ରେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍)କୁ ପରାସ୍ତ କରିଥିଲା।…
ନୂଆଦିଲ୍ଲୀ: ଇଂଲଣ୍ଡର ୱେଷ୍ଟମିନଷ୍ଟର ଆବେରେ ମେ ୬ ତାରିଖରେ କିଙ୍ଗ୍ ଚାର୍ଲସ-୩ୟଙ୍କର ରାଜ୍ୟାଭିଷେକ ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ବିଭିନ୍ନ ଦେଶରୁ ୨୦୦୦ରୁ ଅଧିକ ବିଶିଷ୍ଟ ଅତିଥି ଯୋଗ ଦେବେ। ଏଥିରେ ଭାରତ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଯୋଗ…
ନୂଆଦିଲ୍ଲୀ: କ୍ରାଇମିଆର ସେଭାସ୍ତୋପୋଲ୍ ବନ୍ଦରରେ ଥିବା ତୈଳ ଡିପୋ ବା ଭଣ୍ଡାରରେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ ଯୋଗୁଁ ଶନିବାର ପ୍ରତ୍ୟୁଷରେ ନିଆଁ ଲାଗିଥିଲା ବୋଲି କ୍ରାଇମିଆ ନଗରୀରେ ମସ୍କୋଦ୍ବାରା ନିଯୁକ୍ତ ଗଭର୍ଣ୍ଣର୍ କହିଛନ୍ତି। ଶନିବାର ଦିନ ‘ଟେଲିଗ୍ରାମ୍ ମେସେଜିଙ୍ଗ୍ ଆପ୍’ରେ ଗଭର୍ଣ୍ଣର୍…
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ‘ମନ୍ କୀ ବାତ୍’ର ୧୦୦ତମ ସଂସ୍କରଣ ପ୍ରସାରଣ ଅବ୍ୟବହିତ ପୂର୍ବରୁ ଆଜି ‘ତୃଣମୂଳ କଂଗ୍ରେସ’ ସାଂସଦ ମହୁଆ ମୈତ୍ର ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ୨ଟି ପ୍ରଶ୍ନର ଉତ୍ତର ଚାହିଁଛନ୍ତି। ଟୁଇଟ୍ କରି ମୈତ୍ର ଲେଖିଛନ୍ତି: ମାନ୍ୟବର…