Month: March 2023

ଆଇପିଏଲ ୨୦୨୩ ପୂର୍ବରୁ ବଦଳିଲା ଲକ୍ଷ୍ନୌ ସୁପରଜ୍ୟାଣ୍ଟସର ଜର୍ସି

ମୁମ୍ବାଇ: ଆଇପିଏଲ ୨୦୨୩ ପାଇଁ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ ଆଜି ଏହାର ନୂଆ ଜର୍ସି ସାମ୍ନାକୁ ଆଣିଛି | ଫ୍ରାଞ୍ଚାଇଜ୍ ମାଲିକ ସଞ୍ଜୀବ ଗୋଏଙ୍କା, ବିସିସିଆଇ ସଚିବ ଜୟ ଶାହା, ଦଳର ପରାମର୍ଶଦାତା ଗୌତମ ଗମ୍ଭୀର ଏବଂ ଅଧିନାୟକ କେ.ଏଲ୍ ରାହୁଲ ଏହି…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ସର୍ଭେ କରାଇଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ସର୍ଭେ କରିଛି। ଆଉ ଏହି ସର୍ଭେକୁ ନେଇ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାର ଦାବି କରିଛନ୍ତି ଯେ ସର୍ଭେରୁ ଜଣାପଡିଛି ଯେ ଆସନ୍ତା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ୨୨୪ଟି…

ଶ୍ରଦ୍ଧାଙ୍କ ହତ୍ୟାକାରୀ ଅଫତାବ ପୁନାୱାଲା ଥିଲା ଜଣେ ପ୍ରଶିକ୍ଷିତ ସେଫ୍‌; ମାଂସକୁ କିପରି ସଂରକ୍ଷିତ କରାଯାଏ ଜଣାଥିଲା ତାକୁ

ନୂଆଦିଲ୍ଲୀ: ଶ୍ରଦ୍ଧା ଓ୍ଵାକର ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲା ଜଣେ ପ୍ରଶିକ୍ଷିତ ସେଫ୍‌ ଏବଂ ମାଂସକୁ କିପରି ସଂରକ୍ଷିତ କରି ରଖାଯାଏ ତାହା ସେ ଜାଣେ ବୋଲି ଦିଲ୍ଲୀ ପୁଲିସ ଆଜି ଅଦାଲତକୁ ଜଣାଇଛି। ଉଲ୍ଲେଖଯୋଗ୍ୟ, ଆଜି (ମଙ୍ଗଳବାର)…

ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୌରଭ ଭରଦ୍ବାଜ ଓ ଆତିଶୀ ମାର୍ଲେନାଙ୍କ ନାମକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୌରଭ ଭରଦ୍ୱାଜ ଏବଂ ଆତିଶୀଙ୍କୁ ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ରାଷ୍ଟ୍ରପତି ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ଆପ୍…

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଭୂସ୍ଖଳନ, ଜଣେ ମୃତ, ୬ ଆହତ

ଶ୍ରୀନଗର : ଜମ୍ମୁ ଓ କଶ୍ମୂରର ରାମବନ ଜିଲ୍ଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ମଙ୍ଗଳବାର ଭୂସ୍ଖଳନ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରାଜପଥର ଉଭୟ…

ମନ୍ଦିର‌ ପରିସରରେ ମାଂସ ଡେଲିଭରି ପାଇଁ ମନା କରିଥିବାରୁ ଚାକିରି ଚାଲି ଯାଇଥିବା ସ୍ୱିଗି ବଏଙ୍କୁ ପୁଜାରୀ ସମ୍ମାନୀତ କରି ସେବକ ଭାବେ କାମ ଦେଲେ

ନୂଆଦିଲ୍ଲୀ: ଦିଲ୍ଲୀରେ ସ୍ୱିଗି କମ୍ପାନିର ଡେଲିଭରି ବଏଙ୍କୁ ପୁଜାରୀ ସମ୍ମାନୀତ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଡେଲିଭରୀ ବଏ ହେଉଛନ୍ତି ସିଏ ଯିଏକି ଦିଲ୍ଲୀର ପ୍ରସିଦ୍ଧ ମରଘଟ ବାବା ହନୁମାନ ମନ୍ଦିର ପରିସରରେ ଗ୍ରାହକ ମଗାଇଥିବା ମଟନ କୋରମା ‌…

ଦିଲ୍ଲୀ ଅବକାରୀ ନୀତି: ବିଆରଏସ୍‌ ନେତ୍ରୀ କବିତାଙ୍କ ଘନିଷ୍ଠ ସହଯୋଗୀଙ୍କୁ ବାନ୍ଧିଲା ‌ଇଡି

ନୂଆଦିଲ୍ଲୀ : ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପୁଣି ଜଣଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ଇଡି ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ ପିଲ୍ଲାଇଙ୍କୁ ଗିରଫ କରିଛି। ଅରୁଣଙ୍କୁ ଇଡି ଦୁର୍ନୀତି ଘଟଣାର ଅଭିଯୁକ୍ତ…

ରାହୁଲ ଗାନ୍ଧିଙ୍କ ଲଣ୍ଡନ ବୟାନକୁ ନେଇ ଆଟାକିଂ ମୁଡରେ ବିଜେପି

ନୂଆଦିଲ୍ଲୀ : ଭାରତର ଗଣତନ୍ତ୍ର ଏବେ ନଷ୍ଟ ହେବାକୁ ବସିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଲଣ୍ଡନରେ କହିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ରାହୁଲ ଗାନ୍ଧିଙ୍କ ଏପରି ବୟାନକୁ ନେଇ ତାଙ୍କୁ ତୀବ୍ର ସମାଲୋଚନା କରିଛି ବିଜେପି।…

ମଦ ସହ ଭାଏଗ୍ରା ବଟିକା ଖାଇଥିଲେ, ଦିନକ ପରେ ଚାଲିଗଲା ଜୀବନ

ନାଗପୁର : ସାମ୍ନାକୁ ଆସିଛି ଗୋଟିଏ ବିରଳ ଘଟଣ। ମଦ ପିଇବା ବେଳେ ଭଏଗ୍ରା ବଟିକା ଖାଇ ଜଣେ ୪୧ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମଦ ପିଉଥିବା ବେଳେ ବ୍ୟକ୍ତି ଜଣଙ୍କ ଦୁଇଟି ଭାଏଗ୍ରା ବଟିକା ଖାଇ ଦେଇଥିଲେ। ଏହାର…

କାଲି ଦେଶ ପାଇଁ ପୂରା ଦିନ ପ୍ରାର୍ଥନା କରିବେ କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ

ନୂଆଦିଲ୍ଲୀ : ଆସନ୍ତାକାଲି ହୋଲି ମହାତ୍ସୋବ ବେଳେ ଦେଶ ପାଇଁ ପୂଜା ଓ ପ୍ରାର୍ଥନା କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ନିଜେ ଏକଥା ଘୋଷଣା କରିବା ସହ ସିବିଆଇ ଓ ଇଡିର ଗିରଫଦାରୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…