Month: March 2023

ଲକ୍ଷ୍ୟରୁ ବିଚ୍ୟୁତ ଦକ୍ଷତା ତାଲିମ, ୧୫ ଲକ୍ଷଙ୍କୁ ଦକ୍ଷତା ତାଲିମ ଘୋଷଣା ପ୍ରହସନ

ଭୁବନେଶ୍ୱର : ଦକ୍ଷତା ବିକାଶ ମାଧ୍ୟମରେ ଓଡ଼ିଶାର ବେକାର ଯୁବବର୍ଗଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ପ୍ରଦାନ କରିବା ଲାଗି ଆରମ୍ଭ ହୋଇଥିଲା ‘ମୁଖ୍ୟମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ’। ଲକ୍ଷ୍ୟ ଥିଲା, ପ୍ରତିବର୍ଷ ଓଡ଼ିଶାର ଦୁଇ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ଦେବା।…

ଉଦ୍‌ବେଗଜନକ ହାରରେ ହ୍ରାସ ପାଉଛି ଭୂତଳ ଜଳସ୍ତର

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ପିଇବା ପାଣି ସମସ୍ୟା। ବିଶେଷ କରି ବନ୍ଦର ନଗରୀ ପାରାଦୀପ ଓ ବାଲିକୁଦା ଆଉ ଏରସମା ବ୍ଲକ୍‌ର ୨୨ରୁ ଅଧିକ ପଞ୍ଚା‌ୟତରେ ଏବେ ପିଇବା…

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ, ୨ ଦିନରେ ଅଣ୍ଡା ଦେଲେଣି ୩ ଲକ୍ଷ ୨ହଜାର କଇଁଛ

ରାଜନଗର : ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖ ଦିନ ୮୮ହଜାର, ୧୦ ତାରିଖରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି। କୂଳଠାରୁ…

ହିତାଧିକାରୀଙ୍କୁ ମିଳିବ ମୁକ୍ତ-ମାଲିକାନା: ଉପକୃତ ହେବେ ଲକ୍ଷେ ଲିଜଧାରୀ

ଭୁବନେଶ୍ୱର: ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା(ଓଏସଏଚବି) ଓ ଉନ୍ନୟନ କର୍ତ୍ତୃପକ୍ଷ ମାନଙ୍କଠାରୁ ଘର ବା ପ୍ଲଟ୍‌ ନେଇଥିବା ନାଗରିକମାନଙ୍କ ପାଇଁ ଖୁସି ଖବର। ଏବେ ସେମାନଙ୍କୁ ମିଳିବ ମୁକ୍ତ ମାଲିକାନା। ଅର୍ଥାତ୍‌ ସେମାନେ ଘରର ମାଲିକ ଏବଂ ସେଇ ଘରଡିହର ବି…

୫୫ ନମ୍ବର ଜାତୀୟ ରାଜପଥରେ ୪ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌; ୩ ମୃତ, ଜଣେ ଗୁରୁତର

ଛେଣ୍ଡିପଦା/ବଡ଼କେରା(ଅନୁଗୁଳ): ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ତିନି ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ଜଣେ ବାଇକ୍‌ ଆରୋହୀଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍‌ଣ ସମୟରେ ୫୫ ନମ୍ବର ଜାତୀୟ ରାଜପଥର…

ବିଏସ୍‌ଏଫ୍‌ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ, ବୟସ କୋହଳ ହେବ

ନୂଆଦିଲ୍ଲୀ : ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ଲାଗି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ ବୋଲି ଗୁରୁବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏହାଛଡ଼ା ସେମାନଙ୍କ ଲାଗି ବୟସରେ ମଧ୍ୟ କୋହଳ କରାଯିବ ବୋଲି…

୪ର୍ଥ ଟେଷ୍ଟ: କୋହଲିଙ୍କ ଶତକ ପରେ ଅର୍ଦ୍ଧଶତକ ହାସଲ କଲେ ଅକ୍ଷର, ଭାରତର ସ୍କୋର ୫୫୦ ଟପିଲା

ଅହମଦାବାଦ: ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତରଫରୁ ବିରାଟ କୋହଲିଙ୍କ ଶତକ ପରେ ଏବେ ଅକ୍ଷର ପଟେଲ ମଧ୍ୟ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଅକ୍ଷର ନିଜର ଅର୍ଦ୍ଧଶତକ ପୂରା କରିଛନ୍ତି। ସେ ୯୫ଟି…

ଅନୁରାଗ ସିଂହ ଠାକୁରଙ୍କ ଦ୍ବାରା ପୁନେଠାରେ ଚତୁର୍ଥ ୱାଇ୨୦ ପରାମର୍ଶ ସଭା ଉଦ୍‌ଘାଟିତ

ପୁନେ : ଚତୁର୍ଥ ୱାଇ୨୦ ପରାମର୍ଶ ବୈଠକ ଆଜି ପୁନେସ୍ଥିତ ସିମ୍ବାଓସିସ୍ ଅନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ (ଏସ୍‌ଆଇୟୁ)ରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ସମାରୋହରେ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା, ସୂଚନା…

ରାଜ୍ୟ ନିର୍ବାଚନରେ ସ୍ନାତକ ପ୍ରାର୍ଥୀ ଓ ବିଜେତାଙ୍କ ସଂଖ୍ୟା ବଢ଼ୁଛି

ମୁମ୍ବାଇ : ବିଭିନ୍ନ ରାଜ୍ୟ ପାଇଁ ହେଉଥିବା ନିର୍ବାଚନରେ ଭାଗ ନେଉଥିବା ରାଜନେତାମାନଙ୍କ ମଧ୍ୟରେ ସ୍ନାତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏକ ବିଶ୍ଳେଷଣରୁ ଜଣାପଡ଼ିଛି। ନିକଟରେ ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ନିର୍ବାଚନ ଶେଷ ହୋଇଥିବା ବେଳେ ଏଥିରେ ପୂର୍ବ ନିର୍ବାଚନଗୁଡ଼ିକ…

ଅଷ୍ଟ୍ରେଲିଆରେ ପ୍ରଳୟଙ୍କରୀ ବନ୍ୟା

କ୍ବିନ୍ସଲାଣ୍ଡ : ଅଷ୍ଟ୍ରେଲିଆର କ୍ବିନ୍ସଲାଣ୍ଡ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା ଦେଖାଦେଇଛି, ଯାହା ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଦେଇଛି। ଫଳରେ ବନ୍ୟାଗ୍ରସ୍ତ ଅଞ୍ଚଳରୁ ବହୁ ଲୋକଙ୍କୁ ସରକାର ଶନିବାର ହେଲିକପ୍ଟର ସାହାଯ୍ୟରେ ଉଚ୍ଚ ପାହାଡ଼ିଆ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ…