ଉମେଶ ପାଲ ହତ୍ୟାକାଣ୍ଡ: ଅଭିଯୁକ୍ତକୁ ସାବରମତୀ ଜେଲ୍ରୁ ପ୍ରୟାଗରାଜ ନେବ ପୁଲିସ
ଲକ୍ଷ୍ନୌ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଓସମାନ ଚୌଧୁରୀକୁ ନିକଟରେ ଏନକାଉଣ୍ଟର କରିଛି ପୁଲିସ୍। ଓସମାନ ହିଁ ପ୍ରଥମେ ଉମେଶ ପାଲକୁ ଗୁଳି ମାରିଥିବା ଜଣାଯାଇଛି। ତେବେ ଉମେଶ ପାଲ୍ଙ୍କ ଅନ୍ୟତମ…