Category: ରାଜ୍ୟ ଖବର

ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ ନେବା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ: ସରକାରୀ ଜମି ଆବଣ୍ଟନ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗୃହ ଓ ନଗର ଉନ୍ନୟ ବିଭାଗ ଅଧୀନରେ ଥିବା ବିଭିନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ନେବା ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଜଣେ ବ୍ୟକ୍ତି ରାଜ୍ୟର ଯେକୌଣସି…

ସୁଦାନରେ ସଂଘର୍ଷ: ଜନ୍ମମାଟିକୁ ଫେରିଲେ ଗୋଟିଏ ପରିବାରର ୪ ପ୍ରବାସୀ ଓଡ଼ିଆ

ଜୟପୁର: ଏପ୍ରିଲ ୧୫ ତାରିଖ ଠାରୁ ସୁଦାନରେ ସଂଘର୍ଷ ଜାରି ରହିଛି। ସେନା ଓ ଅର୍ଦ୍ଧସାମରିକ ବାହିନୀ ସୁଦାନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଲଢ଼େଇ ବଳବତ୍ତର ରଖିଛନ୍ତି। ସାମରିକ ଯୁଦ୍ଧବିରତି ଶେଷ ହେବାପରେ ଲଢ଼େଇ ଭୀଷଣ ରୂପ ନେଇଛି। ରାଜଧାନୀ…

ନିଜ ଗାଁକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଶିମିଳିପାଳରେ ବୁଲିବେ

ବାରିପଦା : ମୟୂରଭଞ୍ଜ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସେ ଜନ୍ମ ମାଟିକୁ ଆସୁଛନ୍ତି। ଆସନ୍ତା ୪ ତାରିଖରେ ରାଷ୍ଟ୍ରପତି ରାଇରଙ୍ଗପୁର ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ପରେ ସେ…

ପୁଲିସ ବାବୁମାନଙ୍କ ମାଇଣ୍ଡ ୱାସ୍‌ କରାଯିବ

ଭୁବନେଶ୍ବର : ପୁଲିସ ବାବୁମାନଙ୍କ ମାଇଣ୍ଡ ୱାସ୍‌ କରାଯିବ। ନବନିଯୁକ୍ତ କନଷ୍ଟେବଳଙ୍କ ମାନସିକ ଚାପ ଦୂର ପାଇଁ ଉଦ୍ୟମ କରାଯିବ। କମିଶନରେଟ ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ୫୦୦ ନବ ନିଯୁକ୍ତ କନଷ୍ଟେବଳଙ୍କ ମାନସିକ ଚାପ ମୁକ୍ତ ପାଇଁ ସ୍ୱତନ୍ତ୍ର ତାଲିମ ଦେବେ…

ଉତ୍କଳ ବିଶ୍ୱବିଦ୍ୟାଳୟ ନାକ୍ ଗ୍ରେଡିଂରେ କାହିଁକି ତଳକୁ ଖସିଲା? କହିଲେ ପୂର୍ବତନ କୁଳପତି

ଭୁବନେଶ୍ବର : ରାଜ୍ୟର ନାଁ କରିଥିବା ତଥା ସରକାରଙ୍କ ଦ୍ୱାରା ପରିଚାଳିତ ଉତ୍କଳ ବିଶ୍ୱବିଦ୍ୟାଳୟ ନାକ୍ ଗ୍ରେଡିଂରେ କାହିଁକି ତଳକୁ ଖସିଲା। ଏହାକୁ ନେଇ ଅଲୋଚନା ସମାଲୋଚନା ବଢ଼ିବାରେ ଲାଗିଛି। ଏଥିପାଇଁ ରାଜ୍ୟ ସରକାର ଓ ବ୍ୟୁରୋକ୍ରାଟଙ୍କୁ ଦାୟୀ କରିଛନ୍ତି ଉତ୍କଳ…

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଛତାବର ରାସ୍ତାକଡ଼ରେ ୩ ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତାକଡ଼ରେ ପଡ଼ିଛି ୩ ମୃତଦେହ। ମୃତକଙ୍କ ମଧ୍ୟରେ ବାଙ୍କିବାହାଲ – ଟପରିଆ ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ଆରକେଡିର ୨ ଜଣ ସୁରକ୍ଷାକର୍ମୀ। ଅନ୍ଯ ଜଣଙ୍କର ପରିଚୟ…

ବଦଳିବ ଓଡ଼ିଶା ବୋଟ ନିୟମ: ଚିଲିକାରେ ଚାଲିବ ସୋଲାର ଓ ଇଲେକ୍ଟ୍ରିକ ବୋଟ

ଭୁବନେଶ୍ବର: ଚିଲିକାରେ ଚାଲିବ ସୋଲାର ଓ ଇଲେକ୍ଟ୍ରିକ ବୋଟ। ୩ ମାସ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚାଲିବ ପ୍ରଥମ ସୋଲାର ବୋଟ। ଏହି ବୋଟ ଚାଲିବା ଦ୍ଵାରା ବର୍ଷକୁ ପରିବହନ ଖର୍ଚ୍ଚ ୭ ଲକ୍ଷ ଟଙ୍କା କମିଯିବ। ପରୀକ୍ଷଣ ସଫଳ ହେଲେ…

ଜାଲ୍ ୱେବ୍‌ସାଇଟ୍‌ ଖୋଲି ଠକିନେଲେ ୩୯.୧୧ କୋଟି

ଭୁବନେଶ୍ବର: ମିଛ ୱେବ୍‌ସାଇଟ ଖୋଲି କୋଟିକୋଟି ଟଙ୍କା ଠକିନେଇଛନ୍ତି ଦୁର୍ବୃତ୍ତ। ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଘଟଣାର ତଦନ୍ତ କରି ଅପରାଧୀମାନେ ପ୍ରାୟ ୩୭୦୦ ପୁଞ୍ଜିନିବେଶକାରୀଙ୍କଠାରୁ ୩୯.୧୧ କୋଟି ଟଙ୍କା ଠକି ନେଇଥିବା ସ୍ପଷ୍ଟ କରିଛି। ତେବେ ଏଥିରୁ ମାତ୍ର…

ଗ୍ରୀଷ୍ମଋତୁରେ ଯେଉଁ ବାତ୍ୟା ଆସେ, ତାର ଆକଳନ ବହୁତ ଜଟିଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ଗ୍ରୀଷ୍ମ ଋତୁ ବାତ୍ୟା ର ଗତି ଜଟିଳ।…

ଆନ୍ଧ୍ରର ନେତା-ଅଧିକାରୀଙ୍କ ବ୍ୟବହାର ସୁନ୍ଦର, ସେମାନେ ଆସିଲେ ଗୀତ ସହ ବାଜା ବଜାଇ ସ୍ବାଗତ କରୁଛୁ : କୋଟିଆବାସୀ

ପଟ୍ଟାଙ୍ଗି: ଓଡ଼ିଶାର ବିଧାୟକ ଅଥବା ବ୍ଲକ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ କୋଟିଆ ଆସିଲେ ଆମମାନଙ୍କ ସହ ଠିକ ଭାବେ କଥାବାର୍ତ୍ତା କରନ୍ତି ନାହିଁ। କିନ୍ତୁ ଆନ୍ଧ୍ରପ୍ରଦେଶର ଯେକୌଣସି ରାଜନେତା ହୁଅନ୍ତୁ ବା ଅଧିକାରୀ ଯେତେବେଳେ ଏଠାକୁ ଆସନ୍ତି, ସେମାନେ ଆମମାନଙ୍କ…