Category: ରାଜ୍ୟ ଖବର

୪୦ ଡିଗ୍ରି ଉପରେ ରାଜ୍ୟର ୧୪ ସହର; ବୌଦ୍ଧରେ ସର୍ବାଧିକ ତାପମାତ୍ର ୪୨ଡିଗ୍ରି ରେକର୍ଡ

ଭୁବନେଶ୍ବର: ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ସୂର୍ଯ୍ୟଙ୍କ ପ୍ରଖରକିରଣ ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ରେକର୍ଡ…

ସରକାରରେ ଯାହା କିଛି ହେଉଛି ମନ୍ତ୍ରୀମାନେ ଜାଣିପାରୁ ନାହାନ୍ତି: ସୌମ୍ୟରଞ୍ଜନ

ଭୁବନେଶ୍ବର : ମନ୍ତ୍ରୀମାନେ ସରକାରୀ ନିଷ୍ପତ୍ତି ଘୋଷଣା କରୁନାହାନ୍ତି। ସରକାରରେ ଯାହା କିଛି ହେଉଛି ମନ୍ତ୍ରୀମାନେ ଜାଣିପାରୁ ନାହାନ୍ତି। ତାହାହେଲେ ସେହି ମନ୍ତ୍ରୀମାନେ ମନ୍ତ୍ରିମଣ୍ଡଳରେ କିପରି ଅଛନ୍ତି? ‘ଜାନକୀ ବାବୁ ଓ ବସନ୍ତବାବୁ ଯୋଡ଼ି- ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଆଲୋଚନାଚକ୍ରରେ…

ମେ’ ତୃତୀୟ ସପ୍ତାହରେ ବାହାରିପାରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର : ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ଫଳ । ସେହିପରି ମେ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା…

ଚାକିରି ଦେବାକୁ କହି କୋଟିଏରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ, STF ହାତରେ ଧରାପଡିଲା ନକଲି ଭିଜିଲାନ୍ସ SP

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ STF ହାତରେ ଧରାପଡିଲା ଠକ । ଭିଜିଲାନ୍ସ SP ବୋଲି ପରିଚୟ ଦେଇ କରୁଥିଲା ଭାଣ୍ଡାମି । ଇଞ୍ଜିନିୟର, କଣ୍ଟ୍ରାକ୍ଟରଙ୍କୁ ଦେଉଥିଲା ଖୋଲାଖୋଲି ଧମକ । ASO ଚାକିରି ଦେବାକୁ କହି ଲୁଟିଛି ଟଙ୍କା । ସରକାରୀ…

ଓଡିଶାରେ କଳାପାହାଡିଆଙ୍କ ଶାସନ ଚାଲିଛି : ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡା: ଝାରସୁଗୁଡା କୋଲାବିରାରେ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ । ଝାରସୁଗୁଡା ଏକ ଐତିହାସିକ ମାଟି, ସେ ଜନ୍ମ ନେତୃତ୍ୱ ତିଆରୀ କରିଥାଏ । ସ୍ୱର୍ଗୀୟ ହେମାନନ୍ଦ ବିଶ୍ୱାଳ…

୫ ହାଇୱେ ଲୁଟେରା ଗିରଫ ପରେ କୋର୍ଟ ଚାଲାଣ

ବାଲେଶ୍ୱର : ଦିନ କୁ ଦିନ ବଢି ଚାଲିଛି ଲୁଟେରାଙ୍କ ପ୍ରାଦୁର୍ଭାବ । ରାଜରାସ୍ତାରେ ଯାଉଥିବା ବେଳେ ସେମାନଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ମୋବାଇଲ, ବାଇକ କିମ୍ବା କୌଣସି ଅନ୍ୟାନ୍ୟ ଜିନିଷକୁ ଲୁଟ କରୁଥିଲେ ଲୁଟେରା । ବାରମ୍ବାର ଏଭଳି…

ଦୀପାଳିଙ୍କ ପାଇଁ ଭୋଟ୍‌ ମାଗିଲେ ନବୀନ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ହାଇଭୋଲଟେଜ୍ ପ୍ରଚାର । ଆଜି ପ୍ରମୁଖ ଦଳର ବଡ ନେତା ନିଜ ନିଜ ଦଳର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନିଜେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର…

ସରକାରୀ କର୍ମଚାରୀଙ୍କୁ ଟଙ୍କା ବାଣ୍ଟିବା କାର୍ଯ୍ୟରେ ବିଜେଡି ଲଗାଇଛି, ଫେରାଦ ହେଲା ବିଜେପି

ଝାରସୁଗୁଡ଼ା ଉପନିର୍ବାଚନରେ ସରକାରୀ ମହିଳା କର୍ମଚାରୀଙ୍କୁ ବିଜେଡି ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟରେ ଲଗାଇବା ସହ ଭୋଟରଙ୍କୁ ଟଙ୍କା ବାଣ୍ଟିବା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବିଜେପି ଅଭିଯୋଗ କରିଛି । ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ବିଜେଡିର…

ପିକ୍‌ଅପରେ ବସି ବାହାଘର ଉତ୍ସବକୁ ଯାଉଥିଲେ, ଟ୍ରକ୍‌ ଚଢ଼ି ଯିବାରୁ ୮ ମୃତ ଓ ୧୫ ଆହତ

ଲକ୍ଷ୍ନୌ : ଏକ ଯାତ୍ରୀବାହୀ ପିକ୍‌ଅପ୍‌କୁ ଦୃତଗତିରେ ଯାଉଥିବା ଟ୍ରକ୍ ଧକ୍କା ହେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଯେତେବେଳେକି ୧୫ ଜଣ ଲୋକ ଗୁରୁତର ହୋଇଛନ୍ତି। ମୃତଙ୍କ ଭିତରେ ଜଣେ ଶିଶୁ ରହିଛି। ଆଜି ଉତ୍ତରପ୍ରଦେଶ ମୋରଦାବାଦ୍‌ ଅନ୍ତର୍ଗତ…

ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମ ଦିନରେ ଭଞ୍ଜ ସେନା ଆଦିବାସୀ ଶାଖା ପକ୍ଷରୁ ମାଲ୍ୟାର୍ପଣ

ବାରିପଦା: ଆଜି ଓଲ୍ ଚିକି ଲିପିସ୍ରୋଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମ ଦିନରେ ଭଞ୍ଜ ସେନା ଆଦିବାସୀ ଶାଖା ପକ୍ଷରୁ ବାରିପଦା ଷ୍ଟେସନ ବଜାର ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି, ଭଞ୍ଜ ସେନା ଆଦିବାସୀ ଶାଖା ଜିଲ୍ଲା ସଭାପତି ବାଜୁନ…