Category: ରାଜ୍ୟ ଖବର

ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ : ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି

ରାଉରକେଲା : ଆଜି ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର…

ନବ ଦାସ ହତ୍ୟା ଘଟଣା; ମୁଦାଲାକୁ ବଞ୍ଚେଇବାକୁ ଉଦ୍ୟମ କରୁଛନ୍ତି ସରକାର: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ତଦନ୍ତବେଳେ ଗୋପାଳଠୁ ଡ଼ାଏରି ମିଳିଥିଲା ବୋଲି ପୋଲିସ କହିଥିଲା। ନବ ହତ୍ୟାକାଣ୍ଡରେ ଡ଼ାଏରି ଥିଓରି ସନ୍ଦେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼…

ଅନଲାଇନ ଗେମିଂ ଆପ ଜରିଆରେ ୧୦୦୦ କୋଟି ଠକେଇ: ମାଷ୍ଟରମାଇଣ୍ଡ ନାଁରେ ଲୁକ ଆଉଟ ସର୍କୁଲାର

ଭୁବନେଶ୍ବର : ଅନଲାଇଇନ ଗେମ ଜରିଆରେ ଟଙ୍କା ଜିତିବାର ଲୋଭ ଦେଖାଇ ପ୍ରାୟ ୧ ହଜାର କୋଟି ଟଙ୍କାର ଠକେଇ ହୋଇଛି। ଏହି ଠକାମୀର ମାଷ୍ଟରମାଇଣ୍ଡ ବିରୋଧରେ…

ନବବଧୂକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ

ଭୁବନେଶ୍ବର : ଘର କାନ୍ଥରୁ ଲିଭିନି ବାହାଘର ବେଳର ଲେଖା। କାନ୍ଥରେ ଧାଉଧାଉ ଜଳୁଛି ପ୍ରଭାତ ୱେଡ୍ସ ସରିତା। କାନ୍ଥରୁ ସିନା ଲିଭିନି ଲେଖା, ହେଲେ ଲିଭିଯାଇଛି…

ନେତୃତ୍ୱ ସଙ୍କଟରେ ରାଜ୍ୟ କଂଗ୍ରେସ, ସତର୍କ କରାଇଲେ ମୋକିମ୍‌

କଟକ : ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ରାଜ୍ୟରେ ନିଜର ଅଂଟା ସଳଖିବା ପାଇଁ ଉଦ୍ୟମ କରୁଥିବାବେଳେ ଆଜି ଦଳର ବରିଷ୍ଠ ନେତା ତଥା ବାରବାଟୀ-କଟକ ବିଧାୟକ…

ଏସ୍‌ଓଜି କ୍ୟାମ୍ପରେ ଅଘଟଣ: ଟ୍ରେନିଂ ସମୟରେ ଯବାନଙ୍କ ବନ୍ଧୁକରୁ ଗୁଳି ବାଜି ଅନ୍ୟ ଜଣେ ଯବାନ ଆହତ

ଭୁବନେଶ୍ବର: ଟ୍ରେନିଂ ସମୟରେ ସ୍ପେଶାଲ୍‌ ଅପରେସନ୍‌ସ ଗ୍ରୁପ୍‌ (ଏସ୍‌ଓଜି) କ୍ୟାମ୍ପରେ ଗୁରୁବାର ଅଘଟଣ ଘଟିଛି। ଜଣେ ଯବାନଙ୍କ ବନ୍ଧୁକରୁ ଅସ୍ବାଭାବିକ ଭାବେ ବାହାରି ଆସିଥିବା ଗୁଳିରେ ଅନ୍ୟ…

ରାଷ୍ଟ୍ରୀୟସ୍ତରରେ ସମ୍ମାନିତ ହେଲେ ଓଡ଼ିଶାର ପ୍ରଗତିଶୀଳ କୃଷକ ରାଧେଶ୍ୟାମ ବିଶ୍ୱାଳ

ଭୁବନେଶ୍ବର: ଓଡ଼ିଶା କୃଷି ଜଗତ ଓ କୃଷକମାନଙ୍କ ପାଇଁ ଖୁସି ଖବର ଆସିଛି। ଭୁବନେଶ୍ବରସ୍ଥିତ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥା ଦ୍ୱାରା ଆପଣା ଯାଇଥିବା ପ୍ରଗତିଶୀଳ କୃଷକ…

ବିଜୁବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତୀକରଣ ପାଇଁ ନୂଆ ରାସ୍ତା ଦେଖାଇଥିଲେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ପାଳନ ଅବସରରେ ଆପଣମାନଙ୍କୁ ଏବଂ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ମା’ମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ମହିଳା ସଶକ୍ତୀକରଣ ବିଜୁ…

ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଖୁବ୍ ଶୀଘ୍ର ଆୟତ୍ତ କରାଯିବ: ଅଗ୍ନିଶମ ଡିଜି

ପୁରୀ: ଲକ୍ଷ୍ମୀବଜାରରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଆଉ କିଛି ସମୟ ଲାଗିବ ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା…