Author: iodishaadmin

କୁମ୍ଭୀର ସହ ଲଢି ଜୀବନ ବଞ୍ଚାଇଲେ କ୍ଷମାନିଧି

ରାଜନଗର: ନଦୀରେ ଗାଧୋଇବା ବେଳେ ଆକ୍ରମଣ କଲା କୁମ୍ଭୀର । କୁମ୍ଭୀର ସହ ଲଢ଼ି ଜୀବନ ବଞ୍ଚାଇଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ । ବନବିଭଗ ପକ୍ଷରୁ ନିର୍ମାଣ ବ୍ରାହ୍ମଣୀ ନଦୀରେ ହୋଇଥିବା ଗାଧୁଆ ତୁଠରେ…

ଅନୁପ୍ରବେଶ ରୋକିବା ଲାଗି କଡ଼ାକଡ଼ି ହେଲା ସମୁଦ୍ର ତଟ ସୁରକ୍ଷା

ଭୁବନେଶ୍ୱର : କଡ଼ାକଡ଼ି ହେଲା ଓଡ଼ିଶାର ତଟ ସୁରକ୍ଷା । ପଶ୍ଚିମବଙ୍ଗ- ବାଂଲାଦେଶ ସୀମାରେ ସୁରକ୍ଷା ବଢ଼ିବା ପରେ ଓଡ଼ିଶାର ତଟ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ବାଂଲାଦେଶୀଙ୍କ ଉପରେ ରହିଛି ପୋଲିସର ନଜର । ଅନୁପ୍ରବେଶ ରୋକିବା ଦିଗରେ…

ବିଦ୍ୟୁତ ଆଘାତରେ ହାତୀ ମୃତ

ସମ୍ବଲପୁର: ବିଦ୍ୟୁତ ଆଘାତରେ ଚାଲିଗଲା ହାତୀର ଜୀବନ । ସମ୍ବଲପୁର ସଦର ବନାଞ୍ଚଳ ଅନ୍ତର୍ଗତ ବଦୁଆ ପାଳି ଝାଙ୍କରବାହାଲି ରାସ୍ତାର ଡେରା ନିକଟରେ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀର ବୟସ ୧୫ବର୍ଷ ହେବ ବୋଲି ଜଣାପଡିଛି…

ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ, ଅଡୁଆରେ ପଟ୍ଟାମୁଣ୍ଡାଇ ଅବକାରୀ ଏସଆଇ

ରାଜନଗର: ବଢିଲା ପଟ୍ଟାମୁଣ୍ଡାଇ ଅବକାରୀ ଏସଆଇଙ୍କ ଅଡୁଆ । ରାଜନଗର ଥାନାରେ ଏସଆଇ ଛାୟାକାନ୍ତ ନାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି । ରାଜନଗର ବରାଦିଆ ଗାଁର ବିନୋଦ ଦାସ ନାମକ ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିଥିବା ଅଭିଯୋଗ ହୋଇଥିଲା ।…

ଭାଗବତ ଟୁଙ୍ଗି ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗାଁରେ ବୋମାମାଡ଼ ୧୨ ଆହତ

ଯାଜପୁର : ଭାଗବତ ଟୁଙ୍ଗି ପାଇଁ ମହାଭାରତ । ଯାଜପୁର ସଦର ଥାନା ଅଧୀନସ୍ଥ ସିମିଳିଆ ପଂଚାୟତ ବୁଲାକିପୁର ଗାଁରେ ଭାଗବତ ଟୁଙ୍ଗି ନିର୍ମାଣକୁ କେନ୍ଦ୍ରକରି ତୁମୁଳକାଣ୍ଡ । ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ଜାଗାକୁ ନେଇ ବିବାଦରୁ…

ଶଗଡ଼କୁ ଧକ୍କା ଦେଲା ବାଲି ବୋଝେଇ ହାଇୱା, ଦୁଇ ମୃତ

ବ୍ରହ୍ମପୁର : ଧକ୍କା ଦେଲା ବାଲି ବୋଝେଇ ହାଇୱା। ଦୁଇ ଶଗଡିଆଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର-ପ୍ରତାପଗିରି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ନାଥ ଜେନା ଓ ବିଜୟ ଗୌଡ଼ । ବିଳମ୍ବିତ…

ଥାଇଲାଣ୍ଡରେ ଫସିଲେ ୪ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ସ୍ଥାନୀୟ ସାଂସଦଙ୍କୁ ନିବେଦନ

କେନ୍ଦ୍ରାପଡା: ଥାଇଲାଣ୍ଡରେ ଫସିଲେ ୪ ଓଡ଼ିଆ ଶ୍ରମିକ। ଏହି ପ୍ରବାସୀ ଶ୍ରମିକ ମାନେ ଏକ ଭିଡିଓ ବାର୍ତ୍ତା ଜାରି କରି ସେମାନଙ୍କୁ ଉଦ୍ଧାର ପାଇଁ ଓଡିଶା ସରକାର ଏବଂ ସ୍ଥାନୀୟ ସାଂସଦଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ଆଳି…

ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ଦେହାନ୍ତ

ଭୁବନେଶ୍ୱର: ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ, କଳା ଇତିହାସବିଜ୍ଞାନୀ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଜଗନ୍ନାଥ ପ୍ରସାଦ ଦାସଙ୍କ ବୁଧବାର ରାତିରେ ଭୁବନେଶ୍ୱର ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ୨୬ ଏପ୍ରିଲ, ୧୯୩୬ରେ ପୁରୀ…

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା

ଭୁବନେଶ୍ୱର: ରାଜ୍ୟର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସୁଧାର ଆସିବାକୁ ଯାଉଛି। ଖୁବଶୀଘ୍ର ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା ଆରମ୍ଭ ହେବ। ଏଥିସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ତୃତୀୟ ଏୟାର ଟର୍ମିନାଲକୁ ମଧ୍ୟ ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯିବ।…

ରୁଷ୍‌ ଉପରେ ୟୁକ୍ରେନର ଡ୍ରୋନ୍‌ ଆଟାକ୍, ୭ ମୃତ

କିବ୍‌ : ୟୁକ୍ରେନ୍ରେ ରୁଷ୍ ନିୟନ୍ତ୍ରଣରେ ଥିବା ଡୋନେସ୍କ ଅଞ୍ଚଳରେ ଆଜି ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ୧୧ ଜଣ ଆହତ ହୋଇଛନ୍ତି। ଡୋନେସ୍କରେ ଆଜି ଏକ ବସ୍‌ ଉପରେ ଡ୍ରୋନ୍‌ ମାଡ଼ ହୋଇଥିଲା।…