ଶିଶୁ ମୃତ୍ୟୁ ଘଟଣାରେ ବନ୍ଧା ହେଲେ ସିରପ କମ୍ପାନୀର ୩ କର୍ମଚାରୀ
ନୂଆଦିଲ୍ଲୀ : ନୋଏଡାରେ ଥିବା ଗୋଟିଏ ଫାର୍ମାସିଟ୍ୟୁକାଲ କମ୍ପାନୀର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି ପୁଲିସ୍। ଏହି କମ୍ପାନୀ ତିଆରି କରୁଥିବା ସିରପ ଖାଇ ଗତବରର୍ଷ ଉଜବେକିସ୍ତାନରେ ୧୮ ଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହାର…