Author: iodishaadmin

୭ କୋଟି ୩୫ ଲକ୍ଷ ଟଙ୍କାର ନକଲି ଔଷଧ ଜବତ, ଜଣେ ଗିରଫ

ଭୁବେନଶ୍ବର : ଝାରସୁଗୁଡା ଓ ବରଗଡ଼ ଜିଲ୍ଲାରେ ନକଲି ଔଷଧ ମିଳିବା ଘଟଣାରେ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଉତ୍ତର ପ୍ରଦେଶ ଏସ୍‌ଟିଏଫ୍‌ ତାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଗୋଦାମରୁ ୭ କୋଟି ୩୫ ଲକ୍ଷ ଟଙ୍କାର…

ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା । କଳାରେ ୨ଲକ୍ଷ ୧୯ହଜାର ୧୧୦ ଏବଂ ବାଣିଜ୍ୟରେ ୨୩,୧୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି | ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା…

ପିଣ୍ଟୁ ନନ୍ଦଙ୍କ ପରଲୋକ

ଭୁବନେଶ୍ବର : ଲୋକପ୍ରିୟ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଗତ ରାତି ୧୧ଟା ୨୫ରେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିବା ଓଡିଶା ସିନେ ଆର୍ଟିଷ୍ଟ…

ଆଦାନୀ-ହି‌ଣ୍ଡେନ୍‌ବର୍ଗ ବିବାଦ: ୨ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସେବିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଳୀ: ଆଦାନୀ-ହି‌ଣ୍ଡେନ୍‌ବର୍ଗ ମାମଲାର ତଦନ୍ତ କରି ୨ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବଜାର ନିୟାମକ ସଂସ୍ଥା ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି)କୁ ଗୁରୁବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସେବିକୁ ଏକ ଷ୍ଟାଟସ ରିପୋର୍ଟ…

ରାଜ୍ୟ ଗଠନର ୬୦ ବର୍ଷ ପରେ ନାଗାଲାଣ୍ଡ ପାଇଲା ପ୍ରଥମ ମହିଳା ବିଧାୟକ

କୋହିମା : ରାଜ୍ୟ ଗଠନ ହେବାର ୬୦ ବର୍ଷ ପରେ ନାଗାଲାଣ୍ଡ ପ୍ରଥମଥର ପାଇଁ ଜଣେ ମହିଳା ବିଧାୟକଙ୍କୁ ପାଇଛି। ବିଜେପିର ସହଯୋଗୀ ଏନଡିପିପିରୁ ହେକାନି ଜାଖାଲୁ ଦିମାପୁର-୩ ଆସନରୁ ବିଜୟୀ ହୋଇଛନ୍ତି। ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ପୂର୍ବରୁ ଭୋଟ୍…

ହାଥରସ ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୩ ଦୋଷ ମୁକ୍ତ

ଲକ୍ଷ୍ନୌ : ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ପରେ ହତ୍ୟାକାଣ୍ଡ ମାମଲରେ ଆସିଛି ବଡ଼ ରାୟ। ଏହି ମାମଲାର ଅଭିଯୁକ୍ତ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଉତ୍ତରପ୍ରଦେଶର କୋର୍ଟ ଦୋଷ ମୁକ୍ତ କରିଛନ୍ତି। ଏଥିସହ ମୁଖ୍ୟ ଅଭିଯୁକ୍ତ…

୨ୟ ଟେଷ୍ଟ : ଭାରତ ୧୬୩ରେ ଅଲଆଉଟ୍, ଅଷ୍ଟ୍ରେଲିଆ ଆଗରେ ୭୬ରନର ବିଜୟ ଲକ୍ଷ୍ୟ

ଇନ୍ଦୋର : ଇନ୍ଦୋରର ହୋଲକର ଷ୍ଟାଡିୟମଠାରେ ଖେଳାଯାଉଥିବା ୩ୟ ଟେଷ୍ଟର ୨ୟ ଦିନରେ ଭାରତର ସ୍ଥିତି ଆହୁରି ଖରାପ ହୋଇଯାଇଛି । ପ୍ରଥମ ଇନିଂସରେ ମାତ୍ର ୧୦୯ରନରେ ଅଲଆଉଟ୍ ହୋଇଯାଇଥିବା ଭାରତ ନିଜର ୨ୟ ଇନିଂସରେ ୧୬୩ ରନରେ ଅଲଆଉଟ୍ ହୋଇଯାଇଛି…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାହୁଲଙ୍କୁ ଘରେ ଖଣ୍ଡେ ଦେବାକୁ ଉଠିଲା ଦାବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାହୁଲଙ୍କୁ ଘରେ ଖଣ୍ଡେ ଦିଆଯାଉ | କିଛି ଏଭଳି ଦାବି ଏବେ ଉଠିଛି | ବାସ୍ତବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛତିଶଗଡର ରାୟପୁରରେ ଆୟୋଜିତ ହୋଇଥିବା କଂଗ୍ରେସ ମହାଧିବେସନକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ…

ଏପ୍ରିଲ ୧ରୁ ମହିଳାଙ୍କ ପାଇଁ ଅଧା ହେବ ବସ୍ ଭଡ଼ା !

ଜୟପୁର: ଏପ୍ରିଲ ୧ରୁ ମହିଳାଙ୍କ ପାଇଁ ଅଧା ହେବ ବସ୍ ଭଡ଼ା। ଓଡ଼ିଶାରେ ନୁ‌ହେଁ, ରାଜସ୍ଥାନରେ ଲାଗୁ ହେବ ଏହି ନିୟମ। ରାଜସ୍ଥାନର ସମସ୍ତ ସରକାରୀ ବସରେ ଯାତ୍ରା କରୁଥିବା ମହିଳା, ଧାର୍ଯ୍ୟ ବସ ଭଡ଼ାର ଅଧା ଭଡ଼ା ଦେଇ ଯାତ୍ରା…

ମହାରାଷ୍ଟ୍ର ଉପ ନିର୍ବାଚନ: ଜିତିଲେ କଂଗ୍ରେସର ରବୀନ୍ଦ୍ର

ମୁମ୍ବାଇ : ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଂଗ୍ରେସକୁ ମହାରାଷ୍ଟ୍ର ଉପ ନିର୍ବାଚନରେ କିଛିଟା ଭଲ ଖବର ମିଳିଛି। ମହାରାଷ୍ଟ୍ରର କସବା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସର ରବୀନ୍ଦ୍ର ଧାଙ୍ଗେକର ବାଜିମାତ…