Author: iodishaadmin

ହାଇ ଆଲର୍ଟ, ସ୍ୱର୍ଣ୍ଣ ମନ୍ଦିରରେ ସରେଣ୍ଡର କରିପାରେ ଅମ୍ରିତପାଲ

ନୂଆଦିଲ୍ଲୀ : ଦୀର୍ଘ ୧୨ ଦିନ ହେବ ଫେରାର ଅଛି ଖଲିସ୍ତାନୀ ସମର୍ଥକ ଓ ୱାରିସ ପଞ୍ଜାବ ଦେ ସଙ୍ଗଠନର ମୁଖ୍ୟ ପଳାତକ ଅମ୍ରିତପାଲ ସିଂହ। ତାଙ୍କୁ ଧରିବା ପାଇଁ ପୁଲିସ ତଲାସି ଜାରି ରଖିଛି। ଏଥିପାଇଁ ପୂରା ପଞ୍ଜାବରେ ହାଇଆଲର୍ଟ…

ମେ’ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ, ୧୩ରେ ଭୋଟ ଗଣତି

ଭୁବନେଶ୍ବର : ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏନେଇ ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ଘୋଷଣା କରିଛନ୍ତିା ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ, ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ମେ’…

ରୁକୁଣା ରଥଯାତ୍ରାର ମହତ୍ତ୍ବ

ରାତି ପାହିଲେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା। ଚଳିତ ବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଏକାମ୍ର ଆରାଧ୍ୟ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏଥପାଇଁ ଚଳଚଞ୍ଚଳ…

ଆଇଏନ୍‌ଏସ୍ ଚିଲିକାରେ ପ୍ରଥମ ବ୍ୟାଚ୍ ୨୫୮୫ ଜଣ ନୌସେନା ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ

ଖୋର୍ଦ୍ଧା : ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ। ଆଇଏନ୍‌ଏସ୍ ଚିଲିକାରେ ଆଜି ପ୍ରଥମ ବ୍ୟାଚ୍ ନୌସେନା ଅଗ୍ନିବୀରଙ୍କ ସରିଛି ପ୍ରଶିକ୍ଷଣ। ୪ ମାସ ଅହରହ ତାଲିମ ନେବା ପରେ ନୌସେନାରେ ଯୋଗ ଦେଇଛନ୍ତି ୨୫୮୫ ଅଗ୍ନିବୀର। ଏହା ମଧ୍ୟରେ ରହିଛନ୍ତି ୨୭୩…

ଘରେ ରଖିଥିଲେ ୭୫ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଖିଲପୁଟ ଗାଁରୁ ଜଣଙ୍କ ଘରୁ ୭୬୨ କେଜି ଗଞ୍ଜେଇ ଜବତ କରିଛି ପୁଲିସ୍। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଖିଲପୁଟ ଗାଁର ଖଗପତି…

ସେଲ୍‌ଫି ହେଲା କାଳ, ଚାଲିଗଲା ୩ ସାଙ୍ଗଙ୍କ ଜୀବନ

ଜଗତସିଂହପୁର : ସୋମବାର ଜଗତସିଂହପୁର ଜିଲ୍ଲା ମାଛଗାଁ ନିକଟସ୍ଥ ଦେବୀ ନଦୀ ଘାଟକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିବା ସମସ୍ତ ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗତକାଲି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ଜଣଙ୍କ ମୃତଦେହ…

କୋଭିଡ ଟିକା ନେବା ପରେ ଓଡ଼ିଶାରେ ମରିଛନ୍ତି ୫୦

ଭୁବନେଶ୍ବର : କୋଭିଡ ଟିକା ନେବା ପରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ। ଏହା ଅତ୍ୟନ୍ତ କମ୍ ଲୋକଙ୍କ ଦେହରେ ନକାରାତ୍ମକ ପ୍ରଭାବ ପକାଇ ପାରେ ବୋଲି ସରକାର ଲୋକଙ୍କୁ ସତର୍କ କରାଇଥିଲେ। ଏବେ ଦେଖାଯାଇଛି, ଓଡ଼ିଶାରେ କୋଭିଡ ଟିକା ନେବା…

ସରକାରୀ ହସ୍ପିଟାଲରେ ୪୦ ପ୍ରତିଶତ ଡାକ୍ତର ପଦବୀ ଖାଲି

ଭୁବନେଶ୍ବର : କେବେ ପୂରଣ ହେବ ଡାକ୍ତର ପଦବୀ? ରାଜ୍ୟରେ ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜମାନଙ୍କରେ ୪୦ ପ୍ରତିଶତରୁ ଅଧିକ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ସମେତ ଅନ୍ୟାନ୍ୟ ପଦପଦବୀ ଖାଲି ପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ଏ ପଦବୀଗୁଡ଼ିକ ପୂରଣ…

ପୁଣି ଆସୁଛି ପଶ୍ଚିମାଝଡ଼, ଶୁକ୍ରବାର ପ୍ରବଳ ବର୍ଷିବ

ଭୁବନେଶ୍ବର : ଓଡ଼ିଶାକୁ ଆସୁଛି ପୁଣି ଏକ ପଶ୍ଚିମା ଝଡ଼। ବୁଧବାରଠାରୁ ଆରମ୍ଭ ହେଉଥିବା ପଶ୍ଚିମା ଝଡ଼ ଶୁକ୍ରବାର ସର୍ବାଧିକ ପ୍ରଭାବ ଦେଖାଇବ। ଝଡ଼-ପବନ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଜୁଳି ଘଡଘଡି ମଧ୍ୟ ମାରିବ। ପଶ୍ଚିମା ଝଡ଼ର…

ଯୁକ୍ତ ଦୁଇ ସାହିତ୍ୟ ପରୀକ୍ଷାର ୧୨ ଖାତା ଗାଏବ, ଚିଠି ପରେ ତନାଘନା

ବାରିପଦା : ଯୁକ୍ତ ଦୁଇ ସାହିତ୍ୟ ପରୀକ୍ଷାର ୧୨ଟି ଉତ୍ତର ଖାତା ଗାଏବ ହୋଇଯାଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଛତ୍ରପୁର ସରକାରୀ ବିଜ୍ଞାନ କଲେଜରୁ ଚିଠି ଆସିବା ପରେ ଶ୍ରୀମା କଲେଜ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ତେବେ…