ଆଇଏନ୍ଏସ୍ ଚିଲିକାରେ ପ୍ରଥମ ବ୍ୟାଚ୍ ୨୫୮୫ ଜଣ ନୌସେନା ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ
ଖୋର୍ଦ୍ଧା : ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ। ଆଇଏନ୍ଏସ୍ ଚିଲିକାରେ ଆଜି ପ୍ରଥମ ବ୍ୟାଚ୍ ନୌସେନା ଅଗ୍ନିବୀରଙ୍କ ସରିଛି ପ୍ରଶିକ୍ଷଣ। ୪ ମାସ ଅହରହ ତାଲିମ ନେବା ପରେ ନୌସେନାରେ ଯୋଗ ଦେଇଛନ୍ତି ୨୫୮୫ ଅଗ୍ନିବୀର। ଏହା ମଧ୍ୟରେ ରହିଛନ୍ତି ୨୭୩…