Author: iodishaadmin

ବିଜୟଙ୍କ ପାର୍ଟିକୁ ସମର୍ଥନ ଦେଲା କଂଗ୍ରେସ

ତାମିଲନାଡୁ : ତାମିଲନାଡୁ ବିଧାନସଭା ନିର୍ବାଚନରେ ଟିଭିକେ ବାଜିମାତ କରିଛି । ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୮ ଆସନ ହାସଲ ପାଇଁ ଟିଭିକେ ବିଭିନ୍ନ ଦଳ ସହିତ ମେଣ୍ଟ କରିବାକୁ ଚାହୁଁଥିଲା । ଟିଭିକେ କଂଗ୍ରେସ ସମର୍ଥନ ଲୋଡିଥିଲା…

ପଶ୍ଚିମବଙ୍ଗରେ ହିଂସା : ୨ ବିଜେପି ଓ ଜଣେ ଟିଏମସି କର୍ମୀଙ୍କ ମୃତ୍ୟୁ, ଅନେକ ସ୍ଥାନରେ ଭଙ୍ଗାରୁଜା

କୋଲକାତା: ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ରାଜ୍ୟର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୋମବାରଠାରୁ ରାଜ୍ୟରେ ଲଗାତାର ଭଙ୍ଗାରୁଜା ଏବଂ ହିଂସା ଘଟଣା ରିପୋର୍ଟ ହେଉଛି। ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି। ପ୍ରଶାସନ…

ହର୍ମୁଜ ପ୍ରଣାଳୀରେ”ପ୍ରୋଜେକ୍ଟ ଫ୍ରିଡମ୍”କୁ ବନ୍ଦ କଲା ଆମେରିକା

ଆମେରିକା : ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନାର ଅନ୍ତ ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେ ନୌସେନା ଅଭିଯାନ…

ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଅନୁମୋଦିତ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବଢ଼ିବେ ବିଚାରପତି । କେନ୍ଦ୍ର କ୍ୟାବିନେଟର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସୁପ୍ରିମକୋର୍ଟର କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଧାନ ବିଚାରପତିଙ୍କୁ ବାଦ ଦେଇ ବିଚାରପତିଙ୍କ ସଂଖ୍ୟା…

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମକୁ ଫେରିଲା ୭୭.୨ ଏକର ସଂପତ୍ତି

ପିପିଲି : ପିପିଲି ତହସିଲ ଅଞ୍ଚଳରେ ଥିବା ୭୭.୨ ଏକର ଜଗନ୍ନାଥ ସଂପତ୍ତି ଏବେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମକୁ ଫେରିଛି। ପୂର୍ବରୁ ଏହି ସଂପତ୍ତି ବିଭିନ୍ନ ବ୍ୟକ୍ତିଙ୍କ ମାର୍ଫତଦାରରେ ରହିଥିଲା। ଏବେ ପିପିଲି ତହସିଲ ପକ୍ଷରୁ ରେକର୍ଡ ସଂଶୋଧନ କରାଯାଇ ଏହାକୁ…

ନବରଙ୍ଗପୁର ସହରରେ ତୈଳ ସଙ୍କଟ, ସମସ୍ୟା ଭୋଗୁଛନ୍ତି ଗାଡ଼ି ଚାଳକ

ନବରଙ୍ଗପୁର: ନବରଙ୍ଗପୁର ସହରରେ ତୈଳ ସଙ୍କଟ । ୬ଟି ଟାଙ୍କିରୁ ବନ୍ଦ ହେଲାଣି ୪ ଟାଙ୍କି । ବାକି ଦୁଇଟି ଟାଙ୍କିରୁ ମିଳୁଛି ସୀମିତ ତେଲ। ପ୍ରଥମେ ରନ୍ଧନ ଗ୍ୟାସ ଏବେ ପେଟ୍ରୋଲ ଡିଜେଲର ସମସ୍ୟା ନବରଙ୍ଗପୁର ସହରବାସୀଙ୍କ ନିଦ ହଜାଇଦେଇଛି।…

ମହୁ ସଂଗ୍ରହ ପାଇଁ ଯାଇ ପଥର ସନ୍ଧିରେ ଫସିଲା ନାବାଳକ, ୮ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ନୟାଗଡ଼: ପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର । ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ନାବାଳକକୁ ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । କାଣିପଦା ଜଙ୍ଗଲ ପଥର ଖୋଲରେ ଫସିଥିଲା ନାବାଳକ । ସୂଚନାଯୋଗ୍ୟ, ଆଜି ସକାଳୁ ମହୁ…

ପ୍ରେମିକ ଘର ଆଗରେ ଗର୍ଭବତୀ ପ୍ରେମିକାକୁ ହତ୍ୟା ଘଟଣା: ପୋଲିସର ନିଷ୍କ୍ରିୟତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ହିଞ୍ଜିଳି: ହିଞ୍ଜିଳିରେ ବୀଭତ୍ସ ହତ୍ୟାକାଣ୍ଡ ନେଇ ମୋହନଙ୍କୁ ଚିଠି ଲେଖିଲେ ନବୀନ । ପୋଲିସର ନିଷ୍କ୍ରିୟତା ଉପରେ ଉଠାଇଲେ ପ୍ରଶ୍ନ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଖରିଡ଼ା ଗ୍ରାମରେ ଘଟିଥିବା ଗର୍ଭବତୀ ମହିଳାଙ୍କ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଗଭୀର ଉଦବେଗ…

ବିବାହ ଭୋଜିରେ ନିଜ ଦଳର କର୍ମୀଙ୍କୁ ଗୋଇଠା ମାରିଲେ ନେତା

ଭୁବନେଶ୍ୱର : ବିବାହ ଭୋଜିରେ ନେତାଙ୍କ ଠିଆ ଗୋଇଠା । କର୍ମୀଙ୍କୁ ଗୋଇଠା ମାରି ତଡ଼ିଲେ । ସିସିଟିଭି ସାମ୍ନାକୁ ଆସିବା ପରେ ଅଡୁଆରେ ଉତ୍ତର ଭୁବନେଶ୍ୱରର ଜଳନ୍ଧର ସୁବୁଦ୍ଧି । ଏନେଇ ଜଳନ୍ଧରଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି…

ପୁରୁଣାକଟକ ଥାନା ପରିସରରେ ପୋଲିସ-ଗ୍ରାମବାସୀ ହାତାହାତି, ଜଣେ ପୋଲିସ କର୍ମଚାରୀ ସମେତ ୬ରୁ ଊର୍ଦ୍ଧ୍ବ ଆହତ

ବୌଦ୍ଧ: ରଣକ୍ଷେତ୍ର ପାଲଟିଲା ଥାନା ପରିସର । ପୋଲିସ ଓ ଉତ୍ୟକ୍ତ ଲୋକ ହାତାହାତି । ମାରପିଟରେ ୬ରୁ ଅଧିକ ଯୁବକ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପରିସରରେ ଉତ୍ତେଜନା…