ଉଡ଼ାଣ ବାତିଲ ପରେ ଭୁବନେଶ୍ୱର ଏୟାରପୋର୍ଟରେ କମ୍ପ୍ୟୁଟର ଓ ସ୍କାନର ଭାଙ୍ଗିଲେ ଯାତ୍ରୀ

ଭୁବନେଶ୍ବର: ଏୟାରପୋର୍ଟ ପରିସରରେ ହଙ୍ଗମା। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରେ ଯାତ୍ରୀଙ୍କ ହାଇଡ୍ରାମା। ବିମାନ ବାତିଲ ହେଲା ବୋଲି ରଣକ୍ଷେତ୍ର ପାଲଟିଲା ଏୟାରପୋର୍ଟ। ଏପରିକି କମ୍ପ୍ୟୁଟର ଓ ସ୍କାନର ଭାଙ୍ଗିଦେଲେ। ଷ୍ଟାଫ୍ ଙ୍କୁ ଗାଳି ଦେବା ସହ…

ହସ୍ପିଟାଲ ଛାତରୁ ଡେଇଁ ପ୍ରାଣ ହରାଇଲେ ରୋଗୀ

ରାଉରକେଲା: ସହରର ଘରୋଇ ହସ୍ପିଟାଲରେ ଘଟିଛି ବଡ଼ ଅଘଟଣ। ୪ ମହଲାରୁ ଜଣେ ରୋଗୀ ଡେଇଁ ପ୍ରାଣ ହରାଇଛନ୍ତି। ମୄତକ ବାଇକ ଦୁର୍ଘଟଣାରେ ଚିକିତ୍ସିତ ହେଉଥିଲେ। ଉକ୍ତ ବ୍ୟକ୍ତି କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହାର କାରଣ ଅସ୍ପଷ୍ଟ ରହିଛି।…

ଲଗାଣ ବର୍ଷା ଯୋଗୁଁ ବଢୁଛି ସାଳନ୍ଦୀ ଓ ଜଳକା ନଦୀର ଜଳସ୍ତର : ଅନେକ ତଳିଆ ଅଞ୍ଚଳ ପ୍ରଭାବିତ

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ରାଜ୍ୟର କିଛି ଜିଲ୍ଲାରେ ହଠାତ୍ ‘ଆକସ୍ମିକ ବନ୍ୟା’ ଆସିବାର ଆଶଙ୍କା ଦେଖାଦେଇଛି। ବୃଦ୍ଧି ପାଉଛି ସାଳନ୍ଦୀ ନଦୀର ଜଳସ୍ତର। ସକାଳ ୭ଟା ସୁଦ୍ଧା ସାଳନ୍ଦୀ ନଦୀ ରାଜଘାଟଠାରେ ବିପଦ ସଂକେତ ୧୭ ଫୁଟ ଥିବା ବେଳେ…

ବୈତରଣୀରେ ପୁଣି ବନ୍ୟା ଆଶଙ୍କା, ସତର୍କ ରହିବାକୁ ପରାମର୍ଶ

ଆଖୁଆପଦା: ରାଜ୍ୟରେ ଜାରି ରହିଛି ବର୍ଷା। ବୈତରଣୀରେ ପୁଣି ବନ୍ୟା ଆଶଙ୍କା। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ୁଛି। ବୈତରଣୀରେ ନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି। ନଦୀର ଉପରମୁଣ୍ଡ ଚମ୍ପୁଆରେ ଗତ ୨୪ ଘଣ୍ଟାରେ…

ଚମୋଲିରେ ଭୁଶୁଡ଼ିଲା ସୁଡ଼ଙ୍ଗ : ୧୩ ଶ୍ରମିକ ଉଦ୍ଧାର, ଫସିରହିଛନ୍ତି ୨୦

ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ପିପଲକୋଟିସ୍ଥିତ ଟେହରି ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ୍‌ ଲିମିଟେଡ୍‌ (ଟିଏଚ୍‌ଡିସି) ପ୍ରକଳ୍ପରେ ନିର୍ମାଣାଧୀନ ସୁଡ଼ଙ୍ଗର ଏକ ଅଂଶ ଗୁରୁବାର ଭୁଶୁଡ଼ି ପଡ଼ିଛି। ସୁଡ଼ଙ୍ଗ ଭିତରକୁ ମାଟି ଓ ପାଣି ପଶିଯିବାରୁ ସେଠାରେ କାମ କରୁଥିବା ଅନେକ ଶ୍ରମିକ…

ଏୟାର ଇଣ୍ଡିଆର ବଡ଼ ପଦକ୍ଷେପ; ସମସ୍ତ ପାଇଲଟଙ୍କ ହେବ ଡୋପ୍‌ ଟେଷ୍ଟ

ନୂଆଦିଲ୍ଲୀ: ଫୁକେଟ୍‌-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର କ୍ୟାପ୍ଟେନଙ୍କ ଡୋପ୍‌ ଟେଷ୍ଟ ପଜିଟିଭ୍‌ ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ସମସ୍ତ ପାଇଲଟଙ୍କର ବାଧ୍ୟତାମୂଳକ ଡୋପ୍‌ ଟେଷ୍ଟ କରାଯିବ।…

ୟୁକ୍ରେନ୍‌ ଉପରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼; ୧୨ ମୃତ

କିଭ୍‌: ୟୁକ୍ରେନ ଉପରେ ପୁନର୍ବାର ରୁଷ୍‌ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। କିଭ୍ ପ୍ରଶାସନ ତରଫରୁ ମିଳିଥିବା ସୂଚନାନୁଯାୟୀ ମଙ୍ଗଳବାର ରାତିସାରା ହୋଇଥିବା ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବହୁ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ମସ୍କୋ ଉତ୍ତର…

ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ସେନାର ପାଟ୍ରୋଲିଂକୁ ଚୀନର ବିରୋଧ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ସୀମାନ୍ତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତୀୟ ସେନାକୁ ପେଟ୍ରୋଲିଂ ପଏଣ୍ଟକୁ ଯିବାରେ ଚୀନ ସେନା ବାଧା ଦେଉଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଅରୁଣାଚଳ ପ୍ରଦେଶର ଆଞ୍ଚଳିକ ଦଳ ପିପୁଲ୍ସ ପାର୍ଟି ଅଫ୍…

ଗୁରୁଦ୍ୱାରରେ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ବାଦଲଙ୍କୁ ଆକ୍ରମଣ

ମହାରାଷ୍ଟ୍ର : ମହାରାଷ୍ଟ୍ର ନାନ୍ଦେଡ଼ରେ ଶିରୋମଣି ଅକାଳୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ହୋଇଛି । ନାନ୍ଦେଡ଼ସ୍ଥିତ ଗୁରୁଦ୍ୱାର ମାତା ସାହିବ କୌରକୁ ଦର୍ଶନ କରିବାକୁ ଯାଇଥିବା ବେଳେ ନିହଙ୍ଗ…

ଲଦାଖରେ ଭୂକମ୍ପ, ତୀବ୍ରତା ୫.୫

ଲଦାଖ : ଆଜି ସକାଳେ ଲଦାଖର ଲେହରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୫.୫ ଥିବା ଜଣାପଡିଛି । ଫଳରେ ଲୋକ ଭୟରେ ଘରୁ ବାହାରକୁ ଦୌଡି ଆସିଥିଲେ । ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୬ଟା…