ଚମୋଲିରେ ସୁଡ଼ଙ୍ଗ ଭୁଶୁଡ଼ି ୭ ଶ୍ରମିକ ମୃତ, ୧୪ ଆହତ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚମୋଲି ଟନେଲ୍ ରେ ବଡ଼ ଅଘଟଣ। ମାଟି ଓ ପାଣି ପଶିବାରୁ ଫସିଗଲେ ଶ୍ରମିକ। ଉତ୍ତରାଖଣ୍ଡର ଚାମୋଲିରେ ନିର୍ମାଣଧୀନ ଜଳବିଦ୍ୟୁତ ସୁଡ଼ଙ୍ଗ ଭିତରକୁ ହଠାତ୍ ପାଣି ଏବଂ ମାଟି-ପଥର ପଶିଯିବା ଯୋଗୁଁ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି…
କ୍ବାର୍ଟରରୁ ସବଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମପୁର : ସବ ଜେଲ ୱାର୍ଡରଙ୍କ ସନ୍ଦେହଜନକ ମୃତ୍ୟୁ । କ୍ବାର୍ଟରରୁ ସବଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସବଜେଲ ୱାର୍ଡର ଶିବାନନ୍ଦ ସ୍ୱାଇଁଙ୍କ ମୃତ୍ୟୁ। ଶିବାନନ୍ଦ ସ୍ୱାଇଁ କୋଟିନଡା ଥାନା ନୂଆପଲ୍ଲୀ ଗାଁ ର l ଆଠ…
ଲାଇନଚ୍ୟୁତ ହେଲା ତାଳଚେର-ପୁରୀ ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ପୁରୀ : ପୁରୀ ରେଳଷ୍ଟେସନରେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରେଳ ଟ୍ରାକରୁ ଖସିଗଲା ତାଳଚେର – ପୁରୀ ମେମୁ ଟ୍ରେନ୍ ଚକ୍ । ରେଳ ଷ୍ଟେସନକୁ ଟ୍ରେନଟି ପଶୁଥିବା ବେଳେ ୩ ନମ୍ବର ପ୍ଲାଟଫର୍ମର କିଛି…
ସରକାରୀ ଜମିରେ ଗଞ୍ଜେଇ ଚାଷରେ ଲାଗିବ ରୋକ୍, ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି
ଭୁବନେଶ୍ଵର: ଏଣିକି ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷରେ ଲାଗିବ ସମ୍ପୂର୍ଣ୍ଣ ରୋକ୍ । ଗଞ୍ଜେଇ ଚାଷ ରୋକିବାକୁ ପ୍ରଶାସନ ପକ୍ଷରୁ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ । ଏ ସଂକ୍ରାନ୍ତରେ ମାଲକାନଗିରି, କୋରାପୁଟ, ରାୟଗଡ଼ା,…
ଯୌତୁକ ପାଇଁ ସ୍ତ୍ରୀକୁ ମାରି ହାତ ବାନ୍ଧି ପୋଖରୀକୁ ଫିଙ୍ଗିଦେଲା ସ୍ୱାମୀ !
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ବେଲଦ୍ୱାର ଗାଁରେ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ଯୌତୁକ ଜନିତ କଳହକୁ କେନ୍ଦ୍ର କରି ଜଣେ ନୃଶଂସ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ହାତ…
ଆସନ୍ତା ୧୭ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଭୁବନେଶ୍ବର: ଆସନ୍ତା ସୋମବାର (ଅଗଷ୍ଟ ୧୭)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଏହି ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…
ବିଶିଷ୍ଟ ସେବା ପାଇଁ IPS ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ
ଭୁବନେଶ୍ୱର : IPS ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ । ବିଶିଷ୍ଟ ସେବା ପାଇଁ ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ । ୧୯୯୪ ବ୍ୟାଚ୍ ର ବରିଷ୍ଠ IPS, ନକ୍ସଲ ବିରୋଧୀ ଅଭିଯାନରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଶିଷ୍ଟ ସେବା…
ମଧୁ ବାବୁ ପେନ୍ସନ୍ ଯୋଜନାରେ ପଡ଼ି ରହିଥିବା ଆବେଦନ ଯାଞ୍ଚ କରି ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ମଧୁ ବାବୁ ପେନ୍ସନ୍ ଯୋଜନାରେ ପଡ଼ି ରହିଥିବା ଆବେଦନଗୁଡ଼ିକର ଯାଞ୍ଚ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଭାଗୀୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବେଦନଗୁଡ଼ିକର ତୁରନ୍ତ ଯାଞ୍ଚ କରିବାକୁ କହିଛନ୍ତି। ସୂଚନା ଅନୁଯାୟୀ, ମଧୁ ବାବୁ…
ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ
ଭୁବନେଶ୍ୱର: ଓଡିଶା ପୋଲିସକୁ ମିଳିଲା ନୂଆ ଡିଜିପି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍…
ଓଡ଼ିଶାର ୧୭ ଜଣଙ୍କୁ ମିଳିବ ପୋଲିସ ସେବା ପୁରସ୍କାର
ଭୁବନେଶ୍ୱର : ବିଶିଷ୍ଟ ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା । ଓଡ଼ିଶାର ମୋଟ୍ ୧୭ ଜଣଙ୍କୁ ମିଳିବ ପୋଲିସ ସେବା ପୁରସ୍କାର । ୫ ଜଣଙ୍କୁ ସାହସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ । ୧୦ ଜଣଙ୍କୁ ମିଳିବ ପ୍ରଶଂସନୀୟ…