ଫାଷ୍ଟଫୁଡ୍ ଦୋକାନ ପରିସରରେ ଯୁବକଙ୍କୁ ହତ୍ୟା
କଣ୍ଟାମାଳ : ବୌଦ୍ଧରେ ବୀଭତ୍ସ ହତ୍ୟାକାଣ୍ଡ । ବିଅର ବୋତଲରେ ଗଳା କାଟିବା ପରେ ପଥରରେ ଛେଚି ଯୁବକଙ୍କୁ ଅତି ନୃଶଂସ ଭାବେ ହତ୍ୟା କଲେ ଦୁର୍ବୃତ୍ତ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ବିଳମ୍ବିତ…
ଭିଜିଲାନ୍ସ ଜାଲରେ ଏଲଆଇ, ସର୍ଚ୍ଚ ବେଳେ ଘରୁ ମିଳିଲା ୮ଲକ୍ଷ ୨୪ ହଜାର ଟଙ୍କା
ନବରଙ୍ଗପୁର: ୮୦ ହଜାର ଟଙ୍କା ଲାଞ୍ଚ ନେଇ ଏଲଆଇ ଗିରଫ । ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ନବରଙ୍ଗପୁର ରାଇଘର ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର ଗିରଫ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ସବସିଡି ଟଙ୍କା ଦେବାକୁ…
ଟ୍ରକ୍ ପଛରେ ପିଟିଲା ପିକଅପ୍ ଭ୍ୟାନ, ୨ ମୃତ
ଛତ୍ରପୁର: ଟ୍ରକ୍ ପଛରେ ପିଟିଲା ପିକପ୍ ଭ୍ୟାନ। ଗଞ୍ଜାମ ଥାନା ଅଧୀନ ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା । ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛରେ ପିଟିଥିଲା…
ଘାଟି ତଳକୁ ଖସିଲା ବାଇକ୍, ୩ ମୃତ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଖବର । ରାଇରଙ୍ଗପୁର ଅଞ୍ଚଳରେ ଏକ ଦୁର୍ଘଟଣାରେ ଚାଲିଯାଇଛି ତିନି ତିନୋଟି ମୂଲ୍ୟବାନ ଜୀବନ। ଗୋରୁମହିଷାଣୀ ଥାନା ଅଧୀନ ଗୋରୁଡ଼ପାଣି ଘାଟିରେ ଭାରସାମ୍ୟ ହରାଇ ଏକ ବାଇକ୍ ଘାଟି ତଳକୁ ଖସି ପଡ଼ିବାରୁ…
ମାତ୍ର ଟଙ୍କାଏ ପାଇଁ ବୃଦ୍ଧ ଦମ୍ପତିଙ୍କୁ ମଝି ରାସ୍ତାରେ ଧକ୍କା ମାରି ଓହ୍ଲାଇ ଦେଲେ ‘ମୁଖ୍ୟମନ୍ତ୍ରୀ ବସ୍’ କଣ୍ଡକ୍ଟର
ସୁନ୍ଦରଗଡ: ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ସମସ୍ତଙ୍କୁ ଦୁଃଖିତ ଏବଂ ଚକିତ କରିଛି। ଓଡ଼ିଶା ଛାତିରେ ଘଟିଥିବା ଏହି ଘଟଣା, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସୁନ୍ଦରଗଡ଼ରେ ଜଣେ ସରକାରୀ ବସ୍ କଣ୍ଡକ୍ଟର ମାତ୍ର ୧ ଟଙ୍କା…
ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ପଡ଼ୋଶୀ ଯୁବକଙ୍କ ଜୀବନ
ସୁନ୍ଦରଗଡ଼: ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ମୟାବାହାଲ ଦେହୁରୀପଡ଼ାରେ ଶୁକ୍ରବାର ରାତିରେ ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଯାଇଛି। ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ସମାଧାନ କରିବାକୁ ଯାଇ…
ବାପ-ଝିଅଙ୍କ ଉପରେ ଚଢିଗଲା ଆମ ବସ, ଘଟଣାସ୍ଥଳରେ ଉତ୍ତେଜନା
ଭୁବନେଶ୍ଵର: ଆମ ବସ୍ ଦୁର୍ଘଟଣାରେ ଲାଗୁନି ରୋକ। ବେଲଗାମ ଆମବସ୍। ଅମାନିଆ ଆମ ବସ୍ ଚାଳକ। ପ୍ରତିଦିନ ଆସୁଛି ଆମ ବସ ଦୁର୍ଘଟଣାର ଖବର। ଭୁବନେଶ୍ବର ମଞ୍ଚେଶ୍ୱର ଅଞ୍ଚଳରେ ପୁଣି ଏକ ଅଘଟଣ ଘଟିଛି। ଆମ ବସ୍ର ପୁଣି ଆତଙ୍କ। ସ୍କୁଲ…
ବିଲରୁ ନାବାଳିକା ଉଦ୍ଧାର; ସ୍ବେଚ୍ଛାସେବୀ ଅନୁଷ୍ଠାନରେ ଶାରୀରିକ ନିର୍ଯାତନା ମିଳୁଥିବା ଅଭିଯୋଗ
ପୁରୀ:ଡେଲାଙ୍ଗ ଥାନା ଅନ୍ତର୍ଗତ ପିଢ଼ପାଟଣା ଗ୍ରାମ ନିକଟସ୍ଥ ଗହୀର ବିଲରେ ଅସହାୟ ଅବସ୍ଥାରେ ଏଣେତେଣେ ବୁଲୁଥିଲା ନାବାଳିକା । ଜନୈକା ୧୩ ବର୍ଷର ନାବାଳିକାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନାମୁତାବକ, ସ୍ଥାନୀୟ ଲୋକେ ତାକୁ…
ସାର୍ବଜନୀନ ହେଲା ଅପରେସନ ସିନ୍ଦୂରରେ ସହିଦ ୬ ଯବାନଙ୍କ ନାଁ, ଯୁଦ୍ଧ ସ୍ମାରକୀରେ ହେଲା ଖୋଦିତ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୬ ଯବାନଙ୍କ ନାଁ ପ୍ରଥମ ଥର ସାର୍ବଜନୀନ ଭାବେ ଜାରି ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୬ଜଣ ସହିଦଙ୍କ ନାଁ ବିଧିବଦ୍ଧ ଭାବେ ସାର୍ବଜନୀନ କରାଯାଇଛି । ୬ ସହିଦ ବୀରଙ୍କ…
ରାମ ମନ୍ଦିର ଦାନଅର୍ଥ ଚୋରି ମାମଲା: ଇସ୍ତଫା ଦେଲେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଅନିଲ ମିଶ୍ରା
ଅଯୋଧ୍ୟା : ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଇସ୍ତଫା ଦେଇଛନ୍ତି । ଅଯୋଧ୍ୟା ରାମ ମନ୍ଦିର ଦାନଅର୍ଥ ଚୋରି ମାମଲାକୁ ନେଇ ଇସ୍ତଫା ଦେବାକୁ ତାଙ୍କ ଉପରେ ଚାପ ପଡୁଥିଲା । କେବଳ ଚମ୍ପତ ରାୟ…