ମହିଳା ପ୍ରତିବାଦକାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ପ୍ରାଥମିକତା ଭିତ୍ତିରେ ତଦନ୍ତ କରାଯିବ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ଜୁଲାଇ ୨୦ରେ ଛାତ୍ର ପ୍ରତିବାଦ ସମୟରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗର ସ୍ୱତଃ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ଆବେଦନର ବିଚାର କରିଛନ୍ତି। ବରିଷ୍ଠ ଆଇନଜୀବୀ ଶୋଭା ଗୁପ୍ତା ସୁପ୍ରିମକୋର୍ଟଙ୍କୁ ଏପରି ଏକ ବ୍ୟବସ୍ଥା…

SHGଙ୍କ ଦ୍ୱାରା ହେବ ଧାନ ସଂଗ୍ରହ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କଟକ : ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନ ସଂଗ୍ରହକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଯେଉଁ ଏସଏଚଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ଧାନ କ୍ରୟ ପାଇଁ ଆବଶ୍ୟକ ଭିତ୍ତିଭୂମି ସହ ପୂର୍ବ ଅଭିଜ୍ଞତା…

ଗୁଣିଆର ଚେରମୂଳି ଔଷଧ ଖାଇ ଦମ୍ପତିଙ୍କ ମୃତ୍ୟୁ

କନ୍ଧମାଳ : ଗୁଣିଆ ଠାରୁ ଔଷଧ ଖାଇ ଦମ୍ପତିଙ୍କ ମୃତ୍ୟୁ ଅଭିଯୋଗ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ୍ କଟ୍ରିଙ୍ଗିଆ ପଞ୍ଚାୟତ ନେଡିପଙ୍ଗା ଗାଁର ଦୃଶ୍ୟ । ବିବାହର ଅନେକ ବର୍ଷ ପରେ ମଧ୍ୟ କୈାଣସି ସନ୍ତାନ ନହେବାରୁ ଗୁଣିଆ ଠାରୁ…

ସେପ୍ଟେମ୍ବର ୨୨ରୁ ବିଧାନସଭା ଅଧିବେଶନ, ରହିବ ୯ କାର୍ଯ୍ୟ ଦିବସ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୨ତାରିଖରୁ ଆରମ୍ଭ ହେବ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ । ବିଧାନସଭା ସଚିବାଳୟ ପକ୍ଷରୁ ଜାରି ଅଧିବେଶନର ଚିଠା କାର୍ଯ୍ୟସୂଚୀରୁ ଏନେଇ ସୂଚନା ମିଳିଛି । ମୌସୁମୀ ଅଧିବେଶନରେ ରହିବ ୯ କାର୍ଯ୍ୟଦିବସ ।…

ଆଜିଠୁ ଆରମ୍ଭ ହେଲା ରଥଭଙ୍ଗା କାମ, ୧୦ରୁ ୧୨ ଦିନ ଭିତରେ ହେବ ଶେଷ

ପୁରୀ: ପୁରୀରେ ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି । ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା…

ବାରହା ସହ ଲଢ଼ି ନିଜ ଜୀବନ ବଞ୍ଚାଇଲା ନାବାଳକ

ବାଙ୍କୀ : ଦୀର୍ଘ ସମୟ ବାରହା ସହ ଲଢ଼ି ନିଜ ଜୀବନ ବଞ୍ଚାଇଲା ବାଳକ । ବାଙ୍କୀର ସାହସୀ ବାଳକକୁ ନେଇ ଚର୍ଚ୍ଚା । ସ୍ଥାନୀୟ ଅଂଚଳରେ ଏହି ସାହସୀ ବାଳକକୁ ପ୍ରଶଂସା କରାଯାଉଛି । ଜଣେ ନାବାଳକ ଶୌଚ ଯାଇଥିବା…

ଡଙ୍ଗାରେ ଚଢ଼ିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ଆଳି : ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗଙ୍ଗାଧର ପ୍ରସାଦ ଡ଼ିଆ ଗାଁ ଖରସ୍ରୋତା ନଦୀକୂଳରେ ଅଘଟଣ ଘଟିଛି । ନିଖୋଜ ବୃଦ୍ଧ ହେଲେ ୬୦ ବର୍ଷିୟ ପାରେଶ୍ବର ବେହେରା । ନଦୀ ପାର ହେବାକୁ ଘାଟରେ…

ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା, ଘଣ୍ଟାକୁ ଦର୍ଶନ କରିପାରିବେ ୧୦ ହଜାର ଭକ୍ତ

ପୁରୀ : ଶ୍ରୀମନ୍ଦିରରେ ଆସୁଛି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା । ଘଣ୍ଟାକୁ ୧୦ ହଜାର ଭକ୍ତ କରିପାରିବେ ଦର୍ଶନ, ୩ରୁ ୪ ମାସରେ କାର୍ଯ୍ୟକାରୀ ହେବ ଯୋଜନା । ସୋମବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦେଇଛନ୍ତି…

ସରକାରୀ ଚାକିରି କରାଇଦେବା ଆଳରେ ଦେଢ଼ କୋଟି ଟଙ୍କା ଠକେଇ, ଦମ୍ପତିଙ୍କ ସହ ୫ ଗିରଫ

ବ୍ରହ୍ମପୁର : ସରକାରୀ ଚାକିରି କରାଇଦେବା କହି ଦେଢ଼ କୋଟି ଟଙ୍କା ଠକେଇ । ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କ ଠାରୁ ଦେଢ଼ କୋଟି ଟଙ୍କା ଲୁଟ । ଅଭିଯୋଗ ପାଇବା ପରେ ବ୍ରହ୍ମପୁର ବୈଦ୍ୟନାଥ ଥାନା ପୋଲିସ…

ଫୁଲୁଛି ମହାନଦୀ, ହୀରାକୁଦର ୧୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର: ଫୁଲୁଛି ମହାନଦୀ । ଖୋଲୁଛି ହାରୀକୁଦ ଜଳଭଣ୍ଡାରର ଅଧିକ ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଗୋଟିଏ ପରେ ଗୋଟିଏ ଗେଟ ଖୋଲି ଚାଲିଛି । ବର୍ତ୍ତମାନ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ…