ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ହେଗ୍‌ କୋର୍ଟର ରାୟକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ:ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ହେଗ୍‌ସ୍ଥିତ ମଧ୍ୟସ୍ଥତା କୋର୍ଟ ଦେଇଥିବା ରାୟକୁ ଭାରତ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ଭାରତର କହିବା ଅନୁଯାୟୀ, ଏହି ତଥାକଥିତ ମଧ୍ୟସ୍ଥତା କୋର୍ଟର ଭାରତର ସାର୍ବଭୌମ ନିଷ୍ପତ୍ତି ଉପରେ କୌଣସି ଅଧିକାର ନାହିଁ। ଚୁକ୍ତିନାମା ସ୍ଥଗିତ…

୯୦୦ ଟପିଲା ନେପାଳ ମୃତ୍ୟୁ ସଂଖ୍ୟା, ଏବେ ବି ୪,୨୪୭ ନିଖୋଜ

ନେପାଳ : ନେପାଳରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା । ୪୨୦୦ରୁ ଅଧିକ ନିଖୋଜ । ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳର ରସୁୱା ତଥା ଆଖପାଖ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ…

ଗଙ୍ଗା ଏକ୍ସପ୍ରେସ ୱେରେ ଓଲଟିଲା ଥାର୍, ଚାଲିଗଲା ୪ ଯୁବକଙ୍କ ଜୀବନ

ହାପୁର : ଉତ୍ତରପ୍ରଦେଶ ହାପୁର ଜିଲ୍ଲା ସିମ୍ଭାବଲି ଥାନା ଅଞ୍ଚଳ ଗଙ୍ଗା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦ୍ରୁତ ଗତିରେ ଏକ କାର୍ ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ଗାଡ଼ିରେ ୫ ଜଣ ଯୁବକ ରହିଥିଲେ ।…

କୈଳାସ ଯାତ୍ରାରେ ଭୟଙ୍କର ବନ୍ୟା, ୭୭ ତୀର୍ଥଯାତ୍ରୀ ନିଖୋଜ

ନେପାଳ: କୈଳାସ ଯାତ୍ରାରେ ଯାଇଥିବା ଇଶା ଫାଉଣ୍ଡେସନର ତୀର୍ଥଯାତ୍ରୀଙ୍କୁ ନେଇ ବଢ଼ିଛି ଚିନ୍ତା । ଚୀନ୍-ନେପାଳ ସୀମାନ୍ତ ହିମାଳୟ ଅଞ୍ଚଳରେ ଭୟଙ୍କର ଆକସ୍ମିକ ବନ୍ୟା ପରେ ଇଶା ଫାଉଣ୍ଡେସନର ୭୭ ଜଣ ତୀର୍ଥଯାତ୍ରୀଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରିନଥିବା ସୂଚନା ମିଳିଛି…

୨ କୋଟି ଟଙ୍କାର ସୁନା ଋଣ ଜାଲିଆତି: ବ୍ୟାଙ୍କ ମ୍ୟାନେଜର ଗିରଫ

ବାଲେଶ୍ବର: ସୁନାଋଣ ପ୍ରଦାନରେ ଜାଲିଆତି ଅଭିଯୋଗରେ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅର୍ଥନୈତିକ ଶାଖା ବାଲେଶ୍ୱର ଜିଲା ଜୋଡା ୟୁନିଅନ ବ୍ୟାଙ୍କର ତତ୍କାଳୀନ ମ୍ୟାନେଜର ସତ୍ୟବ୍ରତ ଭୋଇଙ୍କୁ ଗିରଫ କରିଛି । ତାଙ୍କ ନାମରେ ପ୍ରାୟ ୨ କୋଟି ୧୨ ଲକ୍ଷ ଟଙ୍କା…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉଟସୋର୍ସିଂ ଚାକିରି ଦେବା ଆଳରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ

ଜୟପୁର:କୋରାପୁଟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉଟସୋର୍ସିଂ ମାଧ୍ୟମରେ ଆଟେଣ୍ଡାଣ୍ଟ ଓ ଅନ୍ୟାନ୍ୟ ପଦବୀରେ ଚାକିରି ଯୋଗାଇ ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ନେଇ ରବିବାର ସଦର ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରୀ। ପ୍ରତିଶ୍ରୁତି ଦେଇ ଟଙ୍କା ନେବା ପରେ…

ସାମାନ୍ୟ ବଚସାରୁ ଦୁଇ ସାଙ୍ଗଙ୍କ ମଧ୍ୟରେ ଛୁରାମାଡ଼: ଜଣେ ମୃତ, ଜଣେ ଗୁରୁତର

ତାଳଚେର : ସାଙ୍ଗ ସାଙ୍ଗ ମଧ୍ୟରେ ଛୁରାମାଡ଼ । ବନ୍ଧୁତା ଭୁଲି ପରସ୍ପରକୁ ଛୁରି ମାରିଲେ ଦୁଇ ସାଙ୍ଗ । ଅନୁଗୋଳ ତାଳଚେରରେ ସାମାନ୍ୟ ବଚସାରୁ ଛୁରାମାଡ଼ । ଗଣେଶ ବିହାର ଅଞ୍ଚଳରେ ଭଡ଼ା ଘରେ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସାରୁ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ

କଟକ : ବିକ୍ରମ ପଣ୍ଡାଙ୍କୁ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ । ବ୍ରହ୍ମପୁରର ବହୁଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା…

ଲାଞ୍ଚ ନେଇ ବନ୍ଧା ହେଲେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ, କ୍ୱାର୍ଟର୍ସରୁ ୭.୩ ଲକ୍ଷ ଟଙ୍କା ଜବତ

କେନ୍ଦୁଝର: ଲାଞ୍ଚ ନେଇ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଗିରଫ । ଲେବର ଲାଇସେନ୍ସ ପାଇଁ ୨୦ ହଜାର ଲାଞ୍ଚ ଅଭିଯୋଗରେ ଧରିଥିଲା ଭିଜିଲାନ୍ସ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇ…

ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ, ସତର୍କ ସୂଚନା ଜାରି କଲା ଜଳସମ୍ପଦ ବିଭାଗ

ଭୁବନେଶ୍ଵର : ସତର୍କ ସଙ୍କେତ ଉପରେ ଜଳକା, ବୈତରଣୀ । ଫୁଲୁଛି ମହାନଦୀ ଏବଂ ବ୍ରାହ୍ମଣୀ । ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି । ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିଲେ ବି ଅଧିକାଂଶ ସ୍ଥାନରେ ନଦୀଗୁଡ଼ିକ…