ସ୍ତ୍ରୀକୁ ମନାଇବାକୁ ଆସିଥିଲେ, ଜୋତାମାଳ ପିନ୍ଧାଇ ମୁହଁରେ ରଙ୍ଗ ମାରି ରାସ୍ତାରେ ଚଲାଇଲେ ଶ୍ୱଶୁର
ଯାଜପୁର : ସ୍ତ୍ରୀକୁ ମନାଇବାକୁ ଆସିଥିଲା ସ୍ୱାମୀ, କିନ୍ତୁ ଜୋତାମାଳ ପିନ୍ଧାଇଲା ଶ୍ୱଶୂର । ! ମୁହଁରେ ରଙ୍ଗ ମାରି ରାସ୍ତାରେ ଚଲାଇଲା । ଜ୍ବାଇଁଙ୍କ ବେକରେ ଜୋତାମାଳ ଝୁଲାଇ ବଜାର ବୁଲାଇଲେ ଶ୍ୱଶୁର । ଯାଜପୁର ଜିଲ୍ଲା ବିଂଝାରପୁର ଥାନା…
ବେଆଇନ ପଥର ଖାଦାନ ଉପରେ ଚଢ଼ାଉ, ବିପୁଳ ବିସ୍ପୋରକ ଜବତ
ହରଭଙ୍ଗା : ବେଆଇନ ପଥର ଖାଦାନ ଉପରେ ରେଡ଼ । ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ଅତିରିକ୍ତ ତହସିଲଦାରଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ଅଛନ୍ତି । ବୋୖଦ୍ଧ ଜିଲ୍ଲା…
ଉଚ୍ଚ ଶିକ୍ଷା ପାଇଁ ଗରିବ ମେଧାବୀ SC/ST ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଇବେ ରାଜ୍ୟ ସରକାର
ଭୁବନେଶ୍ୱର: ଗରିବ ମେଧାବୀ SC/ST ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଇବେ ରାଜ୍ୟ ସରକାର। ସ୍ନାତକୋତ୍ତର ଓ Ph.D ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଯିବ କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ। ବିଦେଶର ଶ୍ରେଷ୍ଠ ୨୦୦ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପଢ଼ିବେ ଛାତ୍ରଛାତ୍ରୀ। ବାର୍ଷିକ ପରିବାର…
ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ କାଉନ୍ସିଲ୍ ମାନ୍ୟତା
ଭୁବନେଶ୍ୱର: ଓଡ଼ିଶା ଲୋକଭବନ ହାସଲ କରିଛି ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ (IGBC)ର ସମ୍ମାନଜନକ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍। ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ। ଯାହା ରାଜ୍ୟ ପାଇଁ ଗର୍ବ ଓ…
ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ: ବଳପୂର୍ବକ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ଆରମ୍ଭ ହେଲାଣି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏଥିପାଇଁ ପୋଲିସ ଏବେଠୁ ସର୍ତକ ହୋଇଛି…
ଫୁଲୁଛି ବୈତରଣୀ; ବନ୍ୟା ଆଶଙ୍କା ନେଇ ଲୋକେ ଆତଙ୍କିତ
ଭୁବନେଶ୍ୱର: ଓଡ଼ିଶାର କିଛି ଅଞ୍ଚଳରେ ଆଉ ଏକ ସମ୍ଭାବ୍ୟ ବନ୍ୟା ବିପଦ ସୃଷ୍ଟି ହୋଇଛି। କାରଣ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ବୈତରଣୀ ନଦୀ ପୂର୍ବରୁ ଏହାର…
ବିଶକେକ୍ରେ ପୁଟିନଙ୍କୁ ଭେଟିଲ ପିଏମ୍ ମୋଦୀ, ଇରାନ ରାଷ୍ଟ୍ରପତିଙ୍କ ସହ ମଧ୍ୟ ଆଲୋଚନା
ବିଶ୍କେକ୍: ସାଂଘାଇ ସହଯୋଗ ସଂଗଠନ (ଏସସିଓ)ଶିଖର ସମ୍ମିଳନୀ ଅବସରରେ କିର୍ଗିଜସ୍ତାନର ରାଜଧାନୀ ବିଶକେକ୍ରେ ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ୍ କରିଛନ୍ତି। ଏହା ସହ ମୋଦୀ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କୁ ମଧ୍ୟ ଭେଟିଛନ୍ତି। ଦୁଇଟି ଦ୍ୱିପାକ୍ଷିକ ବୈଠକରେ…
ନେପାଳ ବନ୍ୟା ବିତ୍ପାତ: ଜଳ ବିଦ୍ୟୁତ୍ ସୁଡ଼ଙ୍ଗରେ ୯୩ ଶ୍ରମିକ ଫସିଥିବା ଆଶଙ୍କା
କାଠମାଣ୍ଡୁ: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକରେ ନିଖୋଜ ଶ୍ରମିକଙ୍କ ସନ୍ଧାନ ଜାରି ରହିଛି। ରାସୁୱା ଜିଲ୍ଲାର ରସୁୱାଗାଧି ଜଳବିଦ୍ୟୁତ୍ ପ୍ରକଳ୍ପର ଏକ ସୁଡ଼ଙ୍ଗରେ ଅତି କମ୍ରେ ୯୩ ଜଣ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଥିବା ବେଳେ…
ଟ୍ରକକୁ ଧକ୍କା ଦେଲା ମିନି ବସ୍, ଚାଲିଗଲା ୬ ଜୀବନ
ଆସାମ : ଆସାମର ସୋନାପୁରରେ ଭୟଙ୍କର ବସ୍ ଦୁର୍ଘଟଣା । ଜାତୀୟ ରାଜପଥ ୨୭ରେ ଟ୍ରକକୁ ଧକ୍କା ଦେଲା ମିନି ବସ୍ । ଫଳରେ ଘଟଣା ସ୍ଥଳରେ ୬ ଯାତ୍ରୀ ଜୀବନ ହାରିଛନ୍ତି । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା…
ବାଣ ଗୋଦାମରେ ବିସ୍ଫୋରଣ, ୭ ମୃତ, ଜଳିଗଲା ଅନେକ ଘର
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର କୌଶାମ୍ବୀରେ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସକାଳ ୧୧ଟା ସମୟରେ ଭୟଙ୍କର ବିସ୍ଫୋରଣ ହେବାରୁ ଆତଙ୍କ…