୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ ଉତ୍ସବରେ ସାମିଲ ହେବେ ମୋଦି
ନୂଆଦିଲ୍ଲୀ : ଉତ୍ତର ପୂର୍ବ ଭାରତର ୩ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ତରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଏହି ୩ ରାଜ୍ୟରେ ଆୟୋଜିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ନେତାଙ୍କ ଶପଥପାଠ ଉତ୍ସବରେ ନିଜେ ପ୍ରଧାନମନ୍ତ୍ରୀ…
ତାଲିମ ପାଇଁ ଫିନଲ୍ୟାଣ୍ଡ ଯିବେ ସରକାରୀ ଶିକ୍ଷକ, ମିଳିଲା ଅନୁମତି
ନୂଆଦିଲ୍ଲୀ : ଉପଯୁକ୍ତ ତାଲିମ ନେବା ପାଇଁ ଫିନଲ୍ୟାଣ୍ଡ ଯିବେ ଦିଲ୍ଲୀର ସରକାରୀ ଶିକ୍ଷକ। ସେମାନଙ୍କୁ ଉନ୍ନତଧରରଣ ତାଲିମ ଦେବା ପାଇଁ ସରକାର ଫିନଲ୍ୟାଣ୍ଡ ପଠାଇବାକୁ ଚାହୁଁଥିଲେ। ଏଥିପାଇଁ ଗୋଟିଏ ପ୍ରସ୍ତାବ ଦିଲ୍ଲୀ ସରକାର ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ନିକଟକୁ…
ଆରମ୍ଭ ହେଲା ଯୁବ ଉତ୍ସବ-ଇଣ୍ଡିଆ@୨୦୪୭
ନୂଆଦିଲ୍ଲୀ : ସ୍ବାଧୀନତାର ଅମୃତକାଳରେ ଶନିବାରଠାରୁ ଯୁବ ଉତ୍ସବ-ଇଣ୍ଡିଆ@୨୦୪୭ ଆରମ୍ଭ ହୋଇଛି । ଯୁବ ବ୍ୟାପାର, କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ପଞ୍ଜାବର ରୋପାର ଆଇଆଇଟିରେ ଏହାକୁ ଉଦ୍ଘାଟନ କରିଛନ୍ତି । ଏଥିସହ ସେ ଯୁବ ଉତ୍ସବର ଡ୍ୟାସ୍…
ୟୁକ୍ରେନକୁ ଆଉ ୪୦୦ ନିୟୁତ ଡଲାରର ଅସ୍ତ୍ର ଯୋଗାଇବ ଆମେରିକା
କିଭ୍ : ୟୁକ୍ରେନକୁ ଆଉ ୪୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜର୍ମାନୀ ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କ ସହିତ ଆଲୋଚନା କାଳରେ ଏହି ସାମରିକ ସହାୟତା ବାବଦରେ ଘୋଷଣା…
ଆଜିଠାରୁ ମହିଳା ଆଇପିଏଲ, ଗୁଜରାଟ-ମୁମ୍ବଇ ଉଦ୍ଘାଟନୀ ମ୍ୟାଚ
ମୁମ୍ବଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଅଭୂତପୂର୍ବ ସଫଳତା ପରେ ବିସିସିଆଇ ମହିଳା ଆଇପିଏଲ(ଡବ୍ଲ୍ୟୁପିଏଲ) ଆୟୋଜନ କରୁଛି। ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଚଳିତ ମାର୍ଚ୍ଚ ୪ରୁ ମହାରାଷ୍ଟ୍ରରେ ଖେଳାଯିବ। ଏଥିରେ ୫ଟି ଦଳ ମୁମ୍ବଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ,…
ପାକିସ୍ତାନରେ ସାଂଘାତିକ ସ୍ଥିତି: ଓଳିଏ ରୋଷେଇ, ପିଲାଙ୍କ ପାଠପଢ଼ା ବନ୍ଦ
ନୂଆଦିଲ୍ଲୀ : ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଥିବାରୁ ବଞ୍ଚିବା ଲାଗି ସାଧାରଣ ଲୋକମାନେ ସଂଘର୍ଷ କରୁଛନ୍ତି। ତିନି ବେଳା ଖାଇବା ଯୋଗାଡ଼ କରିବା ଆଉ ସମ୍ଭବ ହେଉନାହିଁ। ସେଥିପାଇଁ ବହୁ ଲୋକ…
ଏପ୍ରିଲ୍ରୁ ବିନା ହଲ୍ମାର୍କର ସୁନା ଗହଣା ବିକ୍ରି ମନା
ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ୍ ପହିଲାରୁ ହଲ୍ମାର୍କ ହୋଇନଥିବା ସୁନା ଗହଣା ବିକ୍ରି ହୋଇପାରିବନି। ଯେଉଁ ଗହଣାରେ ଛଅ ସଂଖ୍ୟା ବିଶିଷ୍ଟ ଏଚ୍ୟୁଆଇଡି ନମ୍ବର ଥିବ କେବଳ ସେଗୁଡ଼ିକୁ ବିକ୍ରି ଲାଗି ଅନୁମତି ଦିଆଯିବ। ଏଚ୍ୟୁଆଇଡି ହେଉଛି ଏକ ସ୍ବତନ୍ତ୍ର ପରିଚୟ…
ଅଷ୍ଟ୍ରେଲିଆର ବ୍ରିଜ୍ବେନ୍ସ୍ଥିତ ହିନ୍ଦୁ ମନ୍ଦିର ପ୍ରାଚୀରକୁ ବିରୂପ କଲେ ଖଲିସ୍ତାନୀ ସମର୍ଥକ
ବ୍ରିଜ୍ବେନ୍: ଆଜି ଅଷ୍ଟ୍ରେଲିଆର ବ୍ରିଜ୍ବେନ୍ସ୍ଥିତ ହିନ୍ଦୁ ମନ୍ଦିର ପ୍ରାଚୀରରେ ସ୍ଲୋଗାନ୍ ଆଦି ଲେଖି ଖଲିସ୍ତାନୀ ସମର୍ଥକମାନେ ବିରୂପ କରିଥିବା କଥା ‘ଦି ଅଷ୍ଟ୍ରେଲିଆ ଟୁ’ଡେ’ ରିପୋର୍ଟ କରିଛି। ଦୁଇ ମାସ ମଧ୍ୟରେ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରକୁ ବିରୂପ କରାଯିବାରେ ଏହା ହେଉଛି…
କୋଭିଡ୍ ଉତ୍ପତ୍ତି ବିଷୟରେ ସତ କୁହନ୍ତୁ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ
ଜିନିଭା: କୋଭିଡ୍-୧୯ର ଉତ୍ପତ୍ତି ବିଷୟରେ ଯାହା ଜାଣନ୍ତି, ସତ କୁହନ୍ତୁ ବୋଲି ଶୁକ୍ରବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସମସ୍ତ ରାଷ୍ଟ୍ରଙ୍କୁ ଅନୁରୋଧ କରି କହିଛି। ଚୀନ୍ ସମ୍ପୂର୍ଣ୍ଣ ଅସ୍ବୀକାର କରୁଥିଲେ ବି ଆମେରିକା ପୁଣି କୋଭିଡ୍-୧୯ର ଉତ୍ପତ୍ତିକୁ ‘ଚୀନା ଲ୍ୟାବ୍…
ମମତା ବାନାର୍ଜୀଙ୍କ ନାଁରେ ଅସମ୍ମାନଜନକ ଟିପ୍ପଣୀ ଦେଇ କଂଗ୍ରେସ ନେତା କୌସ୍ତୁଭ ବାଗ୍ଚି ଗିରଫ
କୋଲ୍କାତା: ଗୋଟାଏ ଘରୋଇ ଟେଲିଭିଜନ୍ ‘ଟଅକ୍ ସୋ’ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ଅସମ୍ମାନଜନକ ଟିପ୍ପଣୀ ଦେଇଥିବା କଂଗ୍ରେସ ନେତା ତଥା ଆଡ୍ଭୋକେଟ୍ କୌସ୍ତୁଭ ବାଗ୍ଚିଙ୍କୁ କୋଲ୍କାତା ପୁଲିସ ଗିରଫ କରିଛି। ଟିପ୍ପଣୀ ଦେବା ପରେ କଂଗ୍ରେସ ନେତା କୌସ୍ତୁଭଙ୍କ…