ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା, ଦିନର ବଢ଼ିବ ତାପମାତ୍ରା
ଭୁବନେଶ୍ୱର; ରାଜ୍ୟରେ ଦିନରେ ତାପାମାତ୍ରା ବଢ଼ୁଥିବା ବେଶେ ସକାଳୁ କିନ୍ତୁ ଅନେକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ କଟକ ଓ ଭୁବନେଶ୍ୱରରେ କୁହୁଡ଼ି ଦେଖିବାକୁ ମିଳିଥିଲା। ଦିନରେ ଟାଣ ଖରା ଯୋଗୁ ଶୁକ୍ରାବାର ଭୁବନେଶ୍ୱରରେ ଦିନ ୧୧ଟା…
ନିର୍ଦ୍ଦେଶ ପରେ ବି ସତ୍ୟପାଠ ଦାଖଲ କଲେନି ରାଜ୍ୟ ସରକାର: ୨୫ ହଜାର ଫାଇନ କଲେ ହାଇକୋର୍ଟ
କଟକ; ଝାରସୁଗୁଡ଼ାରେ ଏକ ଗାଁ ରାସ୍ତାକୁ ଏକ ଘରୋଇ କମ୍ପାନୀ ମାଲ୍ ପରିବହନ ପାଇଁ ବ୍ୟବହାର କରୁଥିବା ଅଭିଯୋଗରେ ୨୦୨୦ରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ବାରମ୍ବାର ନିର୍ଦ୍ଦେଶ ପରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରୁ ନଥିବାରୁ ଶନିବାର…
୮ ଦିନ ହେଲା ଉପାସରେ ମହାଦେବ; କପିଳେଶ୍ୱର ମନ୍ଦିରରେ ଝୁଲୁଛି ତାଲା
ଭୁବନେଶ୍ୱର; ତୁଟୁନି ସେବାୟତଙ୍କ ବିବାଦ ଖୋଲୁନି ମନ୍ଦିରରୁ ତାଲା। ଗତ ୮ ଦିନ ହେଲା ଉପାସ ଭୋକରେ ମହାଦେବ। ଭୁବନେଶ୍ୱରର କପିଳେଶ୍ୱର୍ ମନ୍ଦିରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗତ ୮ ଦିନ ହେଲା ମନ୍ଦିରରେ ତାଲା ପଡିଛି। ସପ୍ତାହେରୁ ଅଧିକ…
ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ; ବିଜୁ ଏକ୍ସପ୍ରେସ୍ ୱେକୁ କରିବେ ଲୋକାର୍ପଣ
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତକ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ନବୀନ…
ଭାରସାମ୍ୟ ହରାଇ ବ୍ରିଜରେ ପିଟିହେଲା ବାଇକ: ସ୍ବାମୀ ମୃତ, ସ୍ତ୍ରୀ ଆହତ
ଭଞ୍ଜନଗର : ରାସ୍ତାକଡ ବ୍ରିଜରେ ପିଟିହେଲା ବାଇକ। ସ୍ବାମୀ ମୃତ, ସ୍ତ୍ରୀ ଆହତ । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶ୍ରୀରାମନଗର ଠାରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ତାରାସିଙ୍ଗି ଥାନା ଅନ୍ତର୍ଗତ ଗାଲେରୀ ଗାଁ ର…
ବିଜୁ ଜୟନ୍ତୀରେ ନବୀନ ଓଡ଼ିଶା ପାଇଁ ନିଆଯିବ ସଂକଳ୍ପ
ଭୁବନେଶ୍ବର: ବିଜୁ ଜୟନ୍ତୀରେ ନବୀନ ଓଡ଼ିଶା ପାଇଁ ନିଆଯିବ ସଂକଳ୍ପ। ଏନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ସୂଚନା ଦେଇ କହିଛନ୍ତି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀରେ ଏକ ସଶକ୍ତ, ସମୃଦ୍ଧ ଓ ସ୍ଵାଭିମାନୀ ଓଡ଼ିଶା…
ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା, ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ
ଭଦ୍ରକ: କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ର ଦର ଅହେତୁକ ଭାବରେ ବୃଦ୍ଧି କରିଥିବାରୁ ଏହାର ପ୍ରତିବାଦ କରି ସାରା ଓଡ଼ିଶାରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଉଛି। ଆଜି ଭଦ୍ରକ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଏହାର ଜିଲ୍ଲା ସଭାନେତ୍ରୀ ସବିତା ଚାନ୍ଦଙ୍କ…
ଯୁଦ୍ଧ ସମାପ୍ତି ପାଇଁ ଜଗାକୁ ଗୁହାରି , ପୁରୀରେ ପ୍ରାର୍ଥନା କରୁଛନ୍ତି ୫୫ ଜଣ ବିଦେଶୀ
ପୁରୀ : ଋଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ କେବେ ପରିସମାପ୍ତି ହେବ ତାର ଠିକ୍ ନାହିଁ। ଜି – ୨୦ ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧକୁ ନେଇ ଜୋରଦାର ବିତର୍କ ହେବା ସହ ଆମେରିକା ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ…
ସିସୋଦିଆଙ୍କ ସିବିଆଇ ହାଜତ ମିଆଦ ମାର୍ଚ୍ଚ ୬ ପର୍ଯ୍ୟନ୍ତ ବୃଦ୍ଧି : ସମାନ ପ୍ରଶ୍ନ ବାରମ୍ବାର ନ ପଚାରିବାକୁ ସିବିଆଇକୁ ତାଗିଦ୍
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ଶନିବାର ଦିଲ୍ଲୀର ରସ ଆଭୋନ୍ୟୁ କୋର୍ଟରେ ହୋଇଥିଲା । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ସିସୋଦିଆଙ୍କ ସିବିଆଇ…
ବିହାର ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ନେଇ ମିଥ୍ୟା ଖବର ପ୍ରଚାର କଲେ ବିଜେପି ନେତା
ପାଟନା : ସୋଶାଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ଉତ୍ତର ପ୍ରଦେଶ ବିଜେପିର ଜଣେ ନେତାଙ୍କୁ ମହଙ୍ଗା ପଡ଼ିଛି। ସେ ତାମିଲନାଡୁରେ କାମ କରୁଥିବା କିଛି ବିହାର ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ନେଇ ମିଥ୍ୟା ଖବରକୁ ପ୍ରଚାର କରିଥିଲେ। ଏଥିପାଇଁ…